ଏହି କାରଣ ପାଇଁ ସେଫ ଅଲି ଖାନ ଅମୃତାଙ୍କୁ ଦେଇଥିଲେ ତଲାକ, ଏହା ପଛରେ ଅଛି ଏହି ଘୃଣ୍ୟ ସତ

ଆପଣ ମାନେ ସମସ୍ତେ ଶେଫ ଅଲି ଖାନଙ୍କ ବିଷୟରେ ଜାଣିଛନ୍ତି, ସେ ବହୁତ ବଡ ଅଭିନେତା ଅଟନ୍ତି କିନ୍ତୁ ଯେତେବେଳେ ସେ ବଲୀଉଡ ଦୁନିଆରେ ଆସିଥିଲେ ସେତେବେଳେ ତାଙ୍କର କେହି ଗଡ ଫାଦର ନଥିଲେ କିନ୍ତୁ ଶେଫ ନିଜ ଅଭିନୟ ଓ ପରିଶ୍ରମ ଦ୍ଵାରା ବଲୀଉଡ ଦୁନିଆରେ ନିଜ ନା ଉପରକୁ ରଖିଲେ । ତେବେ ସେ ନିଜ ଇଛାରେ ନିଜ ପରିବାର ବିରୁଦ୍ଧରେ ଯାଇ ଅମୃତାଙ୍କ ସହ ବିବାହ କରିଥିଲେ । ତେବେ ଆସନ୍ତୁ ଏମିତି କଣ ହେଲା ଯାହା ପରେ ଶେଫ ହାରି ଗଲେ ଓ ଅମୃତାଙ୍କୁ ଛାଡପତ୍ର ଦେଇଥିଲେ ।

ଅମୃତାଙ୍କ ବଲୀଉଡ କେରିଅର ବେତାବ ଚଳଚିତ୍ର ଦ୍ଵାରା ଆରମ୍ଭ ହୋଇଥିଲା ଯାହା ହିରୋ ସନୀ ଦେଓଲ ଥିଲେ ।

Image Courtesy: Google

ଏହି ଚଳଚିତ୍ର ପରେ ସନୀ ଦେଓଲ ଓ ଅମୃତାଙ୍କ ଖବର ବହୁତ ଚର୍ଚାରେ ଆସିଲା କିନ୍ତୁ ସନୀ ଦେଓଲ ବିବାହିତ ହବା ଦ୍ଵାରା ଏହି ସମ୍ପର୍କ ଅଧିକ ଦିନ ଚାଲିଲା ନାହିଁ । ଏହା ପରେ ଶେଫ ଅମୃତାଙ୍କ ଜୀବନରେ ଆସିଲେ ଓ ବୟସ ଅଧିକ ହେଲେ ମଧ୍ୟ ଶେଫ ଅମୃତାଙ୍କୁ ବିବାହ କରିଥିଲେ ଓ ଅମୃତାଙ୍କ ରଙ୍ଗିଲା ମିଜାଜ ବିବାହ ପରେ ମଧ୍ୟ ବଦଳିଲା ନାହିଁ ଯାହା ପରେ ଶେଫ ଅମୃତାଙ୍କ ଉପରେ ନଜର ରଖିବା ଆରମ୍ଭ କଲେ ।

Image Courtesy: Google

ଭାରତୀୟ କ୍ରିକେଟ ଟିମ କ୍ଯାପଟେନ ରବି ଶାସ୍ତ୍ରୀଙ୍କୁ ଆପଣ ମାନେ ଜାଣିଥିବେ, ତେବେ ରବି ଶାସ୍ତ୍ରୀଙ୍କ ସହ ମଧ୍ୟ ଅମୃତାଙ୍କ ଶାବନ୍ଧ ଥିଲା କିନ୍ତୁ କିଛି ସମୟ ପରେ ଏହି ସମ୍ପର୍କ ରହିଲା ନାହିଁ ଓ ରବି ଶାସ୍ତ୍ରୀ ନିଜ କ୍ରିକେଟରେ ଧ୍ୟାନ ଦବାକୁ ଲାଗିଲେ । ବିନୋଦ ଖନ୍ନାଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କାହିଁକିନା ସେ ବହୁତ ବଡ ଷ୍ଟାରଥିଲେ । ତେବେ ଅମୃତାଙ୍କ ଅଫେୟର ବିନୋଦଙ୍କ ସହ ମଧ୍ୟ ରହିଥିଲା କିନ୍ତୁ କିଛି ବର୍ଷ ପରେ ତାହା ମଧ୍ୟ ଭାଙ୍ଗି ଯାଇଥିଲା । ଏହା ପରେ ଅମିତାବ ବଚନଙ୍କ ଗୋଟେ ପାର୍ଟିରେ ଶେଫ ଓ ଅମୃତା ଦୁହେଁ ଯାଇଥିଲେ ।

Image Courtesy: Google

ଏହି ପାର୍ଟିରେ ଡେନି ଅମୃତାଙ୍କୁ ଡ୍ୟାନ୍ସ ପାଇଁ ଡାକିଲେ ଯାହା ପରେ ଅମୃତା ଡେନି ସହ ଡ୍ୟାନ୍ସ କରିବାକୁ ଲାଗିଲେ । ଏହା ଦେଖି ଅମିତାବ ବଚନଙ୍କୁ ଖରାପ ଲାଗିଲା ଓ ସେ ଅମୃତାଙ୍କ ସହ ଡ୍ୟାନ୍ସ କଲେ ଓ ଏହି ପାର୍ଟିରେ ଶେଫ ସବୁ କିଛି ଦେଖୁଥିଲେ ଓ ତାଙ୍କ ସାମ୍ନାରେ ଅମିତାବ ଅମୃତାଙ୍କୁ କିସ କରିଥିଲେ ଏହା ଦେଖି ଶେଫ ବହୁତ ଲଜିତ ହୋଇଥିଲେ ଓ ଏହି ଘଟନା ପରେ ସେ ଅମୃତାଙ୍କୁ ଛାଡପତ୍ର ଦେଇଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *