ଏହି ଗୋଟେ କାମ ମାତ୍ର 7 ଦିନ କରିବେ ତ 100% ଗର୍ଭଧାରଣ ସଫଳ ହେବ- Pregnancy Tips

ଇମପ୍ଲାନ୍ଟେସନକୁ ସଫା କରିବା ପାଇଁ ସବୁ ମହିଳାଙ୍କୁ ଚିନ୍ତା ହୋଇଥାଏ । କିନ୍ତୁ ମହିଳା କଣ କରି ପାରିବ । ଇମପ୍ଲାନ୍ଟେସନ ସମୟରେ ଗୋଟିଏ କଥା କରିହେବ ତାହା ହେଉଛି ଛୁଆ ହେବାର ଯେଉଁ ଲେୟାର ବନିଥାଏ ଏଣ୍ଡୋମେଟ୍ରିଅମ ଆମେ ତାକୁ ଠିକସେ ବନୁଥିବା ଖାଦ୍ୟା ଖାଇବା । ଏଣ୍ଡୋମେଟ୍ରିଅମ ଠିକସେ ହୋଇ ଇମପ୍ଲାନ୍ଟେସନ ସଫଳ ହେଉ ।

ଶେଥି ପାଇଁ ଆମେ ଗୋଟିଏ ଇମପ୍ଳାଣ୍ଟେସନ ଡ୍ରିଙ୍କ ବିଷୟରେ କହିବୁ । ବହୁତ ସହଜ ଓ ସରଲ ଉପାୟ ଅଟେ ତାକୁ ବ୍ୟବହାର କରିବାର । ସେବା ପ୍ରଥମେ ଏହାର ପ୍ରମୁଖ ଫାଇଦା ବିଷୟରେ ଜାଣିବା । ଆପଣଙ୍କ ଛୁଆ ହେବାର ଲେୟାରକୁ ପ୍ରସ୍ତୁତ କରିଥାଏ । ଲିବରକୁ କେମିତି ଠିକ ରଖାଯିବ କାରଣ ଲିବର ଆମ ହରମୋନକୁ ବ୍ଯାଲାନ୍ସ ରଖିବାରେ ସହାୟକ ହୋଇଥାଏ । ଯଦି ଲିବରକୁ ସୁସ୍ଥ ରଖିବାକୁ ଚାହୁଁ ଛନ୍ତି ତେବେ ବିଟରୁଟ ଖାଆନ୍ତୁ । ବିଟ୍ରୂଟର ଜୁଷ ପିଅନ୍ତୁ ଏହା ବହୁତ ଭଲ ହୋଇଥାଏ । ଇନଫରଟିଲିଟି ଦୂର କରିବା ପାଇଁ ବିଟ୍ରୂଟର ଜୁଷ ପିଅନ୍ତୁ ବହୁତ ଲାଭ ଦାଯକ ଅଟେ ।

ଆସନ୍ତୁ ଜାଣିବା ବିଟ୍ରୂଟରୁ କଣ କଣ ଫାଇଦା ମିଳିଥାଏ :-

ଖାସ କରି ମହିଳା ମାନଙ୍କର ସବୁଠୁ ବଡ ଅସୁବିଧା ହେଉଛିଏନିମିଆ ମାନେ ରକ୍ତର ମାତ୍ରା କମ ଥାଏ । ଏହାକୁ ପ୍ରଭାବୀ ଉପାଯରେ ଦୂର କରିଦେଇଥାଏ । ଡିଏନ ଏ ରେ ବା ସେଲରେ ଯେଉଁ ଡିଫେକ୍ଟ ଦେଖାଦେଇଥାଏ ତାକୁ ଦୂର କରିବା ପାଇଁ ବିଟ ରୁଟର ସେବନ ବହୁତ ଭଲ ଅଟେ । ବିଟରୁଟରେ ଭିଟାମିନ ବି ୬, ଭିଟାମିନ ଏ, ଭିଟାମିନ ସି ଥାଏ ଯାହା ଶରୀରର ମେଟାବୋଲିଜିମକୁ ଠିକ ରଖିବ ଚର୍ବି କମ କରିବ ସ୍ପର୍ମର କ୍ଵାଲିଟି ମଧ୍ୟ ଠିକ ରଖିବ ।

 

ବିଟ ରୁଟରେ କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ପୋଟାଶୀୟମ, ପୋଟାସ ବହୁତ ଭଲ ମାତ୍ରାରେ ମିଳିଥାଏ । ଏଥିରେ ଜିଙ୍କ ଆଉ କପର ମିଳିଥାଏ ଯାହାକି ଆଗୋରେଶ ସ୍ପର୍ମ କ୍ଵାଲିଟିକୁ ବହୁତ ଭଲ ବନାଇବା ପାଇଁ ବହୁତ ଜରୁରୀ ହୋଇଥାଏ । ଏଥିରେ ଫ୍ୟାଟୋ କେମିକାଲ୍ସ , ଆଣ୍ଟି ଅକଷିଡେଣ୍ଟ , ଓ ନାଇଟ୍ରେଟେ ରହିଥାଏ । ନାଇଟ୍ରେଟ ଆମର ପ୍ରଜନନ ତନ୍ତ୍ରରେ ବ୍ଲଡର ଫ୍ଲୋକୁ ଇମ୍ପ୍ରୁଭ କରିବାରେ ବହୁତ ସହାୟକ ହୋଇଥାଏ ।


ତେବେ ସ୍ଵାମୀ ସ୍ତ୍ରୀ ଦୁଇଜଣ ନେଇ ପାରିବେ ବିଟରୁଟ ଜୁଷ । କାରଣ ଏହା ରିପ୍ରଡକ୍ଟିଭ ଅର୍ଗାନକୁ ବହୁତ ଭଲ ବ୍ଲଡ ସପ୍ଲାଇ କରିବାରେ ସାହାର୍ଯ୍ୟ କରିଥାଏ । ଏହାକୁ ଆମେ ଜୁଷ କରି ପିଇଲେ ୟୁରିନ ଓ ଷ୍ଟୁଲ ରଙ୍ଗ ଟିକେ ଡାର୍କ ଆସିପାରେ ଏଥିରେ ଚିନ୍ତିତ ହେବାର କିଛି ଆବଶ୍ୟକ ନହିଁ । ଏହା ବହୁତ ନରମାଲ ଅଟେ ଏହା କୌଣସି ସାଇଡ ଇଫ୍ଫେକ୍ଟ ନଥାଏ ।

Leave a Reply

Your email address will not be published. Required fields are marked *