ଏହି 6ଟି କାରଣ ପାଇଁ ମନୁଷ୍ୟର ମୃତ୍ୟୁ ସମୟ ପୂର୍ବରୁ ହୋଇଥାଏ- Krishna Updesh

ପ୍ରତେକ ମଣିଷ ଜନ୍ମ ହେବା ପରେ ତାର ମୃ-ତ୍ୟୁ-ର ତାରିଖ ନେଇକି ଆସିଥାଏ । ଶାସ୍ତ୍ର ଅନୁସାରେ ମଣିଷ ନିଜର କର୍ମ ବଳରେ ମୃ-ତ୍ୟୁ-କୁ ଏଡାଇ ଦେଇପାରେ । କର୍ମ ଅନୁସାରେ ବ୍ୟକ୍ତିକୁ ଭଲ ଫଳ ମିଳିଥାଏ ତ ଖରାପ ଫଳ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ମଣିଷ କେଉଁ କାରଣ ଯୋଗୁ ମୃ-ତ୍ୟୁ-ବ-ର-ଣ କରିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ମହାଭାରତରେ ଧୃତରାଷ୍ଟ୍ର ବିଦୁରଙ୍କୁ ପ୍ରଶ୍ନ କରିଥିଲେ ସବୁ ବେଦରେ ମଣିଷ କୁ ୧୦୦ ବର୍ଷ ବଞ୍ଚିବାର ଲେଖା ଯାଇଛି ତେବେ କେଉଁ କାରଣ ଯୋଗୁ ମଣିଷ ନିଜର ପୁରା ଆୟୁ ଭୋଗ କରିପାରେ ନାହି । ଉତ୍ତର ରେ ବିଦୁର ମହାଶୟ କହିଥିଲେ ଯେ ମଣିଷର ଆୟୁ କୁ କାଟିବା ସବୁଠାରୁ ବଡ ଅସ୍ତ୍ର ହେଉଛି ଅଭିମାନ ।

ଯେଉଁ ବ୍ୟକ୍ତି ନିଜ ମନରେ ଅଭିମାନ ରଖି ବଡ ମାନଙ୍କୁ ଅନାଦର କରିଥାଏ ଯାହା ଯୋଗୁ ସେ ଭଗବାନଙ୍କର ପ୍ରିୟ ହୋଇପାରେ ନାହି । ଏହା ପରେ ବ୍ୟକ୍ତି ଅଧିକ କଥା କହୁଥିବା ଯୋଗୁ ତାର ଆୟୁ କମ ହୋଇଥାଏ । ଏହାର ଯଥାର୍ଥ ହେଉଛି ଅଧିକ କଥା କହୁଥିବା ବ୍ୟକ୍ତିର ନିଜ ବଚନ ଉପରେ ନିୟନ୍ତ୍ରଣ ନ ଥାଏ । ଅଧିକ କଥା କହୁଥିବା ବ୍ୟକ୍ତି ସମସ୍ତଙ୍କର ମନକୁ କଷ୍ଟ ହେଲା ଭଳି କଥା କହିଥାନ୍ତି ଯାହା ଫଳରେ ସେମାନଙ୍କର ଆୟୁ କମ ହୋଇଯାଏ ।

ଶାସ୍ତ୍ର ରେ ଅଛି ରାବଣ ଓ ଦୁର୍ଜ୍ୟାଧନଙ୍କ ଠାରେ ତ୍ୟାଗର ଭାବ କମ ଥିଲା ଯାହା ପାଇଁ ସେମାନଙ୍କୁ ଯୁଦ୍ଧ କରିବାକୁ ପଡିଥିଲା । ରାଗ ମଣିଷର ଆୟୁ କମ କରିବାର ଚତୁର୍ଥ କାରଣ ଅଟେ । ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ଯେ କ୍ରୋଧ ବ୍ୟକ୍ତି କୁ ନର୍କ ରେ ପହଞ୍ଚାଇବା ପାଇଁ ଏକମାତ୍ର ଉପାୟ ଅଟେ । ରାଗ ଆରେ ମଣିଷ ଏମିତି କିଛି ଭୁଲ କରି ବସେ ଯାହା ଦ୍ଵାରା ନିଜର ହିଁ କ୍ଷତି ହୋଇଥାଏ । ରାଗ ବ୍ୟକ୍ତି କୁ ଏତେ ତଳକୁ ଖସାଇ ଦିଏ ଯେ ବ୍ୟକ୍ତି ନିଜର କ୍ଷତି କରିବା ସହ ଅନ୍ୟ ର ମଧ୍ୟ କ୍ଷତି କରିବାକୁ ପଛାଏ ନାହି ।

ଏହା ପରେ ମଣିଷ ର ଆୟୁ କମ ହେବାର ପଞ୍ଚମ କାରଣ ହେଉଛି ସ୍ଵାର୍ଥ । ବିଦୁର ମହାଶୟ କହିଛନ୍ତି ଯେ ସ୍ଵାର୍ଥ ରେ ମଣିଷ ବଡ ରୁ ବଡ ପାପ କରି ବସେ । ସ୍ଵାର୍ଥ ମଣିଷ କୁ ଏତେ ତଳକୁ ନେଇ ଆସେ ଯେ ମଣିଷ ଲଜ୍ୟା ମଧ୍ୟ ଅନୁଭବ କରିପାରେ ନାହି । ସ୍ତ୍ରୀ, ଧନ ଓ ସମ୍ପତି ଲୋଭରେ ମଣିଷ ସ୍ଵାର୍ଥ ରଖି ଯୁଦ୍ଧ କରିବାକୁ ପଛାଏ ନାହି । ମଣିଷ ଆୟୁ କମ ହେବାର ଷଷ୍ଠ କାରଣ ହେଉଛି ମିତ୍ର ସହ ଧୋକା କରିବା ।

ଶାସ୍ତ୍ରରେ ମିତ୍ରଙ୍କୁ ଧୋକା ଦେଉଥିବା ବ୍ୟକ୍ତିକୁ ନିଚ୍ଚ ମଣିଷ କୁହା ଯାଇଛି । ଏଭଳି ବ୍ୟକ୍ତି ମୃ-ତ୍ୟୁ ପରେ ଯମରାଜଙ୍କ ଠାରୁ ଅନେକ ଯ-ନ୍ତ୍ର-ଣା ପାଇଥାନ୍ତି । ଏହି ସବୁ କାରଣ ଯୋଗୁ ମଣିଷ ନିଜର ଆୟୁ କମ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *