ଏହି କାରଣ ପାଇଁ ପୁରୁଷ ପରବର୍ତ୍ତୀ ଜନ୍ମକୁ ସ୍ତ୍ରୀ ରୂପରେ ଜନ୍ମ ନିଏ-Krishna Updesh

ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବା ପରେ ତାର ପୁଣି ଜନ୍ମ ହୋଇଥାଏ ଆଉ ଏହା ନିର୍ଭର କରେ ତାର ଭାବନା ବ୍ୟବହାର ଉପରେ । ଯେଉଁ ମନୁଷ୍ୟର ଯେମିତି ଭାବନା ତାକୁ ସେହି ଭଳି ଜନ୍ମ ମିଳିଥାଏ । ଯେଉଁ ମନୁଷ୍ୟର ଭାବନା ଯେମିତି ହୋଇଥାଏ ସେଇ ଅନୁରୂପ ଆର ଜନ୍ମ ମିଳିଥାଏ । ଖାସ ଭାବରେ ତାର ମୃତ୍ୟୁ ସମୟରେ ତାର ଯେମିତି ଭାବନା ରହିଥାଏ ଆଉ ବା ଯେଉଁ ଭାବନାରେ ରହିଥାଏ

ବହୁତ ମାତ୍ରାରେ ଲିଙ୍ଗ ଓ ଯୋନି ନିର୍ନୟ କରିଥାଏ । ସଂସାରରେ ଯେତେବୀ ଜୀବ ରହିଛି କୌଣସି ନା କୌଣସି ରୂପରେ ସବୁ ଯୁଗରେ ସବୁ ସମୟରେ ରହିଛନ୍ତି । ଆଜି ଆମେ କହିବୁ ଏହି ୩ ଭୁଲ କାରଣରୁ ପୁରୁଷ ଆର ଜନ୍ମରେ ଝିଅ ହୋଇଥାନ୍ତି ।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ଗୀତାରେ କହିଛନ୍ତିକି ଏମିତି କୌଣସି ସମୟ ନଥିଲା ଯେଉଁଠି ମୁଁ ନଥିଲି କି ତୁମେ । ମୋତେ ମୋର ସବୁ ଜନ୍ମର ଜ୍ଞାନ ରହିଛି । କିନ୍ତୁ ତୁମକୁ ଏହି ସମ୍ବନ୍ଧରେ କିଛି ଜ୍ଞାନ ନହିଁ । ଖାଲି ଏତିକି ଅନ୍ତର ରହିଛି ମୋ ଓ ତୁମ ଭିତରେ ।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇ କହିଛନ୍ତି ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ପତି ପତ୍ନୀ ବା ଅନ୍ୟ ସ୍ତ୍ରୀର ଧ୍ୟାନ କରିଥାଏ , ସେ ଆର ଜନ୍ମରେ ସ୍ତ୍ରୀ ର୍ଯପରେ ଜନ୍ମ ନେଇଥାଏ । ଆର ଜନ୍ମରେ ସ୍ତ୍ରୀ ହେବାର ଆଉ ଗୋଟିଏଆ ବଡ କାରଣ ହେଉଛି ଯେଉଁ ସ୍ତ୍ରୀ ମହିଳା ମାନଙ୍କ ଠାରେ ଅଧିକ ରୁଚି ରଖି ଥାନ୍ତି ଆଉ ତାଙ୍କ ସହିତ ରହିକି ସ୍ତ୍ରୀ ଗତ ବ୍ୟବହାର କରିଥାଏ , ସେ ନିଜେ ଆର ଜନ୍ମରେ ମହିଳା ହୋଇ ଜନ୍ମ ନେଇଥାନ୍ତି ।

ଆର ଜନ୍ମରେ ସ୍ତ୍ରୀ ହେବାର ତୃତୀୟ କାରଣ ହେଉଛି ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀକୁ ହଇରାଣ ବା ଅପମାନ କରିଥାଏ ବା ଯେଉଁ ବ୍ୟକ୍ତି ତାର ସ୍ତ୍ରୀ ର ନିରଦାର କରିଥାଏ । ସେ ଆର ଜନ୍ମରେ ମହିଳା ବନିକି ପୂର୍ବ ଜନ୍ମରେ କରିଥିବା ଭୁଲର ଦଣ୍ଡ ଭୋଗିବାକୁ ପଡିଥାଏ । ଆଶା କରୁଛି ଏହି ଲେଖାଟି ଆପଣଙ୍କୁ ବହୁତ ଭଲ ଲାଗିବ, ଯଦି ପସନ୍ଦ ଆସିଥିବା ଲେଖାକୁ ବହୁତ ମାତ୍ରାରେ ଲାଇକ ଆଉ ସେୟାର କରନ୍ତୁ । ଆଉ କମେଣ୍ଟରେ ଲେଖନ୍ତୁ ଜୟ ଶ୍ରୀ କୃଷ୍ଣ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *