ସାବଧାନ! ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏହି ଜିନିଷ- ଖାଇଲେ ବଢିଥାଏ ଓଜନ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ ଦେବୁ । ଯାହା ବିଷୟରେ ବୋଧେ ଆପଣ ଜାଣି ନଥିବେ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଜମା ବି ଧ୍ୟାନ ଦେଉ ନାହେଁ । କେବଳ ଧାନ ଅର୍ଜନ କରିବା ସମସ୍ତଙ୍କର ମୁଖ୍ୟ ଉଦେଶ୍ୟ । ସମସ୍ତେ କେବଳ ଧନ ଉପାର୍ଜନରେ ବ୍ୟସ୍ତ, ଯାହା ଫଳରେ ସେମାନେ ନିଜର ସ୍ୱାସ୍ଥ୍ୟ କୁ ପଛରେ ପକାଇ ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକେ ଓଜନ ବଢିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

କିନ୍ତୁ କଣ ଆପଣ ଜାଣିଛନ୍ତି ରାତିରେ ଏହି ସବୁ ଖାଦ୍ଯ ଖାଇବା ଦ୍ଵାରା ଆପଣଙ୍କର ଓଜନ ବଢିଥାଏ ବୋଲି । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ ଖାଦ୍ଯ ବିଷୟରେ କହିବୁ ଯାହା ରାତିରେ ଶୋଇବା ଆଗରୁ ଖାଇଲେ ଆପଣଙ୍କର ଓଜନ ବଢିଥାଏ ।

ବଟ୍ଟର

ଯଦି ଆପଣ ରାତିରେ ଶୋଇବା ପୂବର୍ରୁ ବଟ୍ଟର ଖାଉଛନ୍ତି ତେବେ ଆଜି ହିଁ ଏହା ଖାଇବା ବନ୍ଦ କରି ଦିଅନ୍ତୁ । କାହିଁକି ନା ବଟ୍ଟର ଖାଇବା ଦ୍ଵାରା ଓଜନ ଖୁବ ଶୀଘ୍ର ବଢିଥାଏ । ସେଥିପାଇଁ ଯେଉଁ ଖାଦ୍ଯ ବଟ୍ଟର ରେ ପ୍ରସ୍ତୁତ ହେଉଛି ସେହି ଖାଦ୍ୟକୁ ରାତିରେ ଖାଇବା ଅନୁଚିତ । ଏମିତି କି ଘିଅ ବା କ୍ରୀମ ମଧ୍ୟ ଖାଇଲେ ଏହା ବି ଓଜନ ବଢାଇ ଥାଏ । ତେଣୁ ଏହି ସବୁ ଖାଦ୍ଯ ରୁ ଦୂରେଇ ରୁହନ୍ତୁ ।

ହ୍ବାଇଟ୍‌ ବ୍ରେଡ୍‌

ବ୍ରେଡ ଦୁଇ ପ୍ରକାର ର ଥାଏ ଗୋଟେ ହ୍ବାଇଟ୍‌ ବ୍ରେଡ୍‌ ଓ ଅନ୍ଯଟି ହେଲା ବ୍ରାଉନ ବ୍ରେଡ । କିନ୍ତୁ ଆମ ଶରୀର ପାଇଁ ହ୍ବାଇଟ୍‌ ବ୍ରେଡ୍‌ ହେଉଛି ବହୁତ ଖରାପ , ଯଦି ଆମେ ଏହାକୁ ରାତିରେ ଖାଉଛେ ତେବେ ଆମ ଶରୀରରେ ରକ୍ତଚାପ ଓ ସୁଗାର ବଢିଥାଏ । ଏଥିରେ ଫାଇବର ଭରପୁର ମାତ୍ରାରେ ଥାଏ ଯାହା ଆମର ଓଜନ ବୃଦ୍ଧି କରିଥାଏ ।

କଦଳୀ

କଦଳୀ ଏକ ଏଭଳି ଫଳ ଯାହା ଖାଇବା ର କିଛି ସମୟ ମଧ୍ୟରେ ଆମକୁ ପ୍ରଚୁର ମାତ୍ରାରେ ଏନର୍ଜି ମିଳେ । ଏହାକୁ ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ଖାଇ ସୁଅନ୍ତି ତେବେ ଅପନଙ୍କର ଓଜନ ବଢି ଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *