ଏହି କୁନି ଝିଅର କଥା ଶୁଣି ଆପଣ ଆସି ହସି ଗଡିବେ, ଯାହାର Video ଏବେ ହେଉଛି ଭାଇରାଲ

ଆପଣ ମାନେ ଜାଣିଥିବେ ଆଜିକାଲି ଛୋଟ ପିଲା ମାନେ କେତେ କଣ କରି ଯାଉଛନ୍ତି ତାହା କେହି ବି ଜାଣି ପାରୁ ନାହାନ୍ତି । କିଛି ପିଲା ମାନେ ଏମିତି କାମ କରୁଛନ୍ତି ଯାହା ପାଇଁ ସେମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଆଜିକାଲି ଇଣ୍ଟର ନେଟର ଦୁନିଆରେ ଅନେକ ପ୍ରକ୍ରିୟା ମାଧ୍ୟମରେ ଛୋଟ ଠାରୁ ଆରମ୍ଭ କରି ବଡ ମାନେ ଭିନ୍ନ ଭିନ୍ନ ଧରଣର କାମ କରୁଛନ୍ତି ଯାହା ପାଇଁ ସେମାନେ ଚର୍ଚ୍ଚା ରେ ରହୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ବିଷୟ ବସ୍ତୁ ନେଇ ଆସିଛୁ ।

ଏହି ଭିଡିଓ ରେ ଆପଣ ମାନେ ଯେଉଁ କୁନି ଝିଅ କୁ ଦେଖୁଛନ୍ତି ସେ ଏପରି ଢଙ୍ଗରେ କଥା କହୁଛି ଯାହା ଶୁଣିଲେ ଆପଣ ମାନେ ହସି ହସି ଗଡିଯିବେ । କୁନି ଝିଅ ଟି ତା ଆଣ୍ଟି ସହ କଥା ହେଉଛି ଯାହା ଆପଣ ମାନେ ଏହି ଭିଡିଓ ରେ ଜାଣି ପାରିବେ । କୁନି ଝିଅ ଟି କହୁଛି ସେ ତା ଛୋଟ ବେଳେ ତା ମାମା ପେଟରେ ରହିଥିଲା । ଠିକ ସେହିପରି ବିୟନା ନାମକ ଆଉ ଏକ ଝିଅ ତା ଆଣ୍ଟି ପେଟରେ ରହିଛି ବୋଲି ସେ ତା ଆଣ୍ଟି କୁ କହୁଛି । କୁନି ଝିଅର ଆଣ୍ଟି ତାକୁ ପଚାରୁଛନ୍ତି ଯେ ବିୟନା ଶିଷ୍ଟର କୁ ତମେ ଭଲ ପାଉଛ । ଉତ୍ତର ରେ କୁନି ଝିଅ ଟି କହୁଛି ଏତେ, ଏତେ, ଏତେ, ଅଧିକ ଭଲ ଅପାଉଛି ।

କୁନି ଝିଅର ଆଣ୍ଟି କହୁଛନ୍ତି ଯେ ଟାଏ ବିୟନା କୁ ନେଇଯିବ ଆଉ କେବେ ଆଣିକି ଦେବ ? ମୁଁ ପୁଣି କାନ୍ଦିବିନି ? ଉତ୍ତର ରେ କୁନି ଝିଅ ଟି କହୁଛି ଯେ ସେ ଯେବେ ବଡ ହୋଇଯିବ ମୁଁ ତା ହାତ ଧରି ତମ ପାଖକୁ ନେଇ ଆସିବି । ଝିଅ ଟି କହୁଛି ତା ପରେ ତମେ ତାକୁ ରଖିବ । ଏହା ବ୍ଯତୀତ ବିୟନା ନିଜେ ରୋଷେଇ କରିବା, ନିଜେ କାର ଚଲେଇବ, ତମ ପାଇଁ ଶାଢୀ ଆଣିବ ଏହି ଭଳି କିଛି କଥା ନିଆରା ଢଙ୍ଗରେ କହୁଛି କୁନି ଝିଅ ଟି । କୁନି ଝିଅ ଟି ତା ମାମା ପାଇଁ ଶାଢୀ ଆଣିଦେବ ବୋଲି କହୁଛି ।

ଏହି ଭଳି ଭାବେ କୁନି ଝିଅ ଓ ତା ଆଣ୍ଟି ମଧ୍ୟରେ ମଜାଦାର ଆଲୋଚନା ଚାଲିଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବାସ୍ତବରେ କୁନି ଝିଅର କଥା କହିବାର ଶୈଳୀ ଯେତିକି ନିଆରା ଲାଗୁଛି ତା ମୁହଁ ର ଏକ୍ସପ୍ରେସନ ମଧ୍ୟ ବହୁତ ସୁନ୍ଦର ଲାଗୁଛି । ଶେଷରେ ଏତିକି କୁହା ଯାଇପାରେ ଯେ କୁନି ଝିଅର କଥା କହିବାର ଢଙ୍ଗ ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର କୁନି ଝିଅର କଥାକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *