ଏହି ମା ର ମମତା ର କାହାଣୀ ପଢିକି ସତରେ ହୃଦୟ କାନ୍ଦି ଉଠିବ ଆପଣଙ୍କର

ସମସ୍ତେ କହନ୍ତିକି ଏହି ଦୁନିଆରେ ମା ହିଁ କେବଳ ଗୋଟେ ଏମିତି ଲୋକ ହୋଇଥାନ୍ତି ଯିଏ ନିଜ ଛୁଆର ସବୁ ସମୟରେ ବହୁତ ଭଲ ପାଇଥାଏ । ତା ଛୁଆ ଯେମିତି ବି ହେଉ ନା କାହିଁକି । ଗୋଟେ ମା ତା ଛୁଆକୁ ନେଇ ସ୍ଵାର୍ଥ ପର ହେଇପାରନ୍ତିନୀ । ପରନ୍ତୁ ଆଜି ଯେଉଁ କାହାଣୀ ସହ ଆମେ ଆପଣଙ୍କୁ ମୁହାଁ ମୁହିଁ କରିବାକୁ ଯାଉଅଛୁ ତାହା ଏକ ଏଭଳି ମାର କାହାଣୀ ଯାହା ବିଷୟରେ ଶୁଣି ଆପଣଙ୍କ ଆଖିରେ ଲୁହ ଆସିଯିବ ।

ତା ବିଷୟରେ ଜାଣିକି ଆପଣ ବି ସତରେ କାନ୍ଦି ପକାଇବେ । ପରନ୍ତୁ ଗୋଟେ ମା ଯାହାର ଛୁଆ କେତେବି ଖରାପ ଆଉ ଅସୁନ୍ଦର ହଉନା କାଇଁ  ସେ ତା ଛୁଆକୁ ଭଲ ପାଇବା କେବେ କମ କରି ନଥାଏ ।

ଆଜ୍ଞା ହଁ ଗୋଟେ ମା ପାଇଁ ତାର ଛୁଆ ଦୁନିଆର ସବୁଠୁ ସୁନ୍ଦର ଛୁଆ ହୋଇଥାନ୍ତି । ସେଥି ପାଇଁ ଠାକୁର ଦୁନିଆରେ ମା କୁ ରଚନା କରିଛନ୍ତି ,କାହିଁକି ନା ଗୋଟେ ମା ଯେ କୌଣସି ପରିସ୍ଥିତିରେ ପଡିଲେ ମଧ୍ୟ ସିଏ ତାର ସାହାସ ସହ ଆଗକୁ ଚାଲେ । ଯଦି ଆମେ ଏହା କହିବା କି ଏହି ଦୁନିଆରେ ମା ଠୁ ବଡ ମଣିଷ ଆଉ କେହି ନାହାନ୍ତି , ତେବେ ଏହା କହିବା ଭୁଲ ହବନି ।

,ପରନ୍ତୁ ଆଜି ଯେଉଁ ମା’ଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯଉଛୁ କି , ସେ ନିଜର ମମତାରେ ମା ଶବ୍ଦର ଗୋଟେ ନୂଆ ଅଧ୍ୟାୟ ଆରମ୍ଭ କରି ଦେଇଛନ୍ତି । ଏଠି ଆମେ ଯେଉଁ ମା’ଙ୍କ ବିଷୟରେ କଥା କହୁଛୁ ତାଙ୍କ ନାମ ହେଲା ନତାଲୀ ବିବର । ଯିଏ ଆମେରିକାର ନର୍ଥ କେରୋଲିନା ର ଅଟନ୍ତି , କହି ଦଉଛୁ କି ତନାଳୀ ଗୋଟେ ମା ହବାର ବଡ ଜବରଦସ୍ତ ଉଦାହରଣ ସୃଷ୍ଟି କରିଛନ୍ତି ।

ବାସ୍ତବରେ ନତାଲୀର ଗୋଟେ ଝିଅ ଅଛି ଯେ ଶାରୀରିକ ଆଉ ମାନସିକ ରୂପରେ ଦିବ୍ୟାଙ୍ଗ ଅଟେ । ଆପଣଙ୍କୁ କହିଦେଉଛୁ କି ନତାଲୀ ର ଝିଅ ନାମ ସୋଫିଆ ଅଟେ । ଯିଏ ଜନ୍ମରୁ ଏହି ସ୍ଥିତିରେ ଅଛି । ଏହାପରେ ବି ନେତାଳି ତାଙ୍କ ଝିଅ କୁ ଭଲ ପାଇବାରେ କିଛି ବି କମି ରଖିନୀ ।ବାସ୍ତବରେ ସେ ତାଙ୍କ ଝିଅକୁ ସମ୍ମାନ ଆଉ ବହୁତ ଭଲ ପାଇବା ଦେଇଥିଲେ । କାହିଁକି ନା ନତାଲୀ କେବେ ଚାହାନ୍ତିନୀ କି ତାଙ୍କ ଝିଅକୁ କେବେ ଲାଗୁକି ସେ ଜଣେ ଅସାଧାରଣ ପିଲା ଆଉ ଦିବ୍ୟଙ୍ଗ ବୋଲି , ନେତାଳିର ଅନୁସାରେ ଏହି ଛୁଆ ମାନକୁ ନର୍ମାଲ ଛୁଆଙ୍କ ଠୁ ଅଧିକ ଭଲ ପାଇବା ଦରକାର ହୋଇଥାଏ । ସେଥିପାଇଁ ନତାଲୀ ତାଙ୍କ ଝିଅକୁ ବହୁତ ସ୍ନେହ ଓ ପ୍ରେମ ଦେଉଥିଲେ । ତେବେ ଯେବେ ସୋଫିୟା ୧୦ ବର୍ଷ ହୋଇଥିଲେ ସେ ଏ ଦୁନିଆକୁ ଅଲବିଦା କହିଦେଲେ ।

Leave a Reply

Your email address will not be published. Required fields are marked *