ଏ ମହିଳା ରାତିରେ ନିଜ ସ୍ଵାମୀଙ୍କ ସହିତ ଶୋଇଥିଲେ ଏବଂ ସକାଳୁ ହୋଇଗଲା ଏମିତି ଅବସ୍ତା, କାରଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ

ମାଙ୍କଡସା କୁ ଆମେ ଏବଂ ଆପଣ ଏକ ସାମାନ୍ଯ ଜୀବ ବୋଲି ଭାବିଥାଉ ,କିନ୍ତୁ ଏହା କାହାର ଜୀବନ ନେଇଯାଇ ପାରେ ବୋଲି ଦେଖିବାକୁ ମିଳିଛି । ୨୯ ବର୍ଷର ଏକ ମହିଳା କୁ ରାତିରେ ଶୋଇଥିବା ସମୟରେ ଏକ ବଡ ମାଙ୍କଡସା କାମୁଡି ଦେଲା । ମହିଳା ମଶା କାମୁଡୁଛି ଭାବି ଶୋଇପଡିଲେ ,କିନ୍ତୁ ତା ପରେ ମହିଳାଙ୍କ ହାଲତ ଖରାପ ହୋଇଗଲା ଏବଂ ତାଙ୍କୁ ହସପିଟାଲରେ ଭର୍ତି କରାଗଲା । ମହିଳା କହିଛନ୍ତି କି ତାଙ୍କ କାନ୍ଧରେ ଏକ ପିନ ପରିକା କିଛି ଫୁଟିଗଲା ସେ ଭାବିଲେ ମଶା କାମୁଡିଲା ବୋଲି ,କିନ୍ତୁ ପରେ ଏକ ମାଙ୍କଡସା ବାହାରିଲା ।

ପ୍ରଥମେ ଭାବିଲେ ଏଥିରେ ଚିନ୍ତା କରିବାର କିଛି ନାହିଁ ,ତେଣୁ ସେ ଶୋଇପଡିଲେ ।

କିନ୍ତୁ ପରେ ହାଲତ ଏତେ ବିଗିଡି ଗଲା କି ତାଙ୍କୁ ହସ୍ପିଟାଲରେ ଏକ ମାସ ରହିବାକୁ ପଡିଲା । ମାଙ୍କଡସା ର ବିଷରେ ମହିଳାଙ୍କୁ ଆଲର୍ଜି ହେଇଗଲା । ମାହିଳାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା । ମହିଳା କହିଲେ କି ମୋର ବିଶ୍ବାସ ହେଉ ନାହିଁ କି ଏକ ମାଙ୍କଡସା ମୋର ଜୀବନ ନେଇଯାଇଥାନ୍ତା ।

ଘରାକୁ ପ୍ରତିଦିନ ସଫା ନକଲେ ମାଙ୍କଡସା ର ଜାଲ ଦେଖିବାକୁ ମିଳିଥାଏ । ମାଙ୍କଡସା ଏକ ପ୍ରକାର ପ୍ରସିଦ୍ଧ କୀଟ ଏହା ସବୁ ଜାଗାରେ ଦେଖିବାକୁ ମିଳିଥାଏ । ସାଧାରଣତ ଏହାର ଆଠଟା ଗୋଡ ଏବଂ ଆଠଟା ଆଖି ଥାଏ । କିନ୍ତୁ କିଛି ମାଙ୍କଡସା ଙ୍କର କେବଳ ୬ ,କିଛିଙ୍କର ୪ ଏବଂ କିଛିଙ୍କର କେବଳ ୨ ଆଖି ଥାଏ । କିଛି ମାଙ୍କଡସା ଏମିତି ଅଛନ୍ତି ଯାହାର ବାରାରୁଥିବା ତରଳ ପଦାର୍ଥ ମଣିଷ ଶରୀରରେ ଲାଗିଯାଏ ,ତାହେଲେ ସେ ଜାଗାରେ ଛୋଟ ଛୋଟ ଦାନ ଭଳିଆ ବାହାରି ପଡେ ଯାହା କୁଣ୍ଡାଏ ହୋଇଥାଏ ।

କିଛି ମାଙ୍କଡସା ଏତେ ବିଷଧର ହୋଇଥାନ୍ତି କି ସେ କାମୁଡିଲେ ମଣିଷର ମୃତ୍ୟୁ ହୋଇଥାଏ । ମାଙ୍କଡସା ପ୍ରାୟ ଘରେ ରୁହନ୍ତି ସେମାନେ ତାଙ୍କ ଭିତରୁ ଏକ ତରଳ ପଦାର୍ଥ ବାହାର କରି ସେଥିରେ ଜାଲ ତିଆରି କରନ୍ତି । ଯଦି ଆପଣଙ୍କୁ ମାଙ୍କଡସା କାମୁଡେ ତାହେଲେ ଆପଣ ଏଇ ଘରୋଇ ଉପାଯରେ ତାର ଚିକିସ୍ସା କରିପାରିବେ ।

କାଟି ଥିବା ଜାଗାକୁ ସାବୁନ ପାଣିରେ ସଫା କରିବେ, ଏହା କରିବା ଦ୍ଵାରା ଇନଫେକସନ ହୋଇନଥାଏ ।

ବରଫରେ ସେକ ଦେବା, ଏହା କରିବା ଦ୍ଵାର ଦରଜ କମି ଥାଏ ।

କାଟି ଥିବା ସ୍ଥାନକୁ ବାକି ଶରୀର ରୁ ଉପରକୁ ଉଠାଇ ରଖନ୍ତୁ, ଏହା କୁଣ୍ଡାଇ ହେବା କମ କରିଥାଏ । ମାଙ୍କଡସା କାମୁଡିବାର ୨୪ ଘଣ୍ଟା ପର୍ଯ୍ୟନ୍ତ କାଟିଥିବା ସ୍ଥାନକୁ ନଜର ରଖିବେ ,କିଛି ଦିନରେ କୁଣ୍ଡାଇ ହାବା ଏବଂ ଦରଜ କମ ହୋଇଯିବା କଥା । ଯଦି ଲକ୍ଷଣରେ ସୁଧାର ନାସେ ତାହେଲେ ବିସ ନିୟନ୍ତ୍ରଣ କେନ୍ଦ୍ର ସହିତ ସମ୍ପର୍କ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *