ସାମ୍ନାକୁ ଆସିଲା ପୋଲିସ ର ଆଉ ଏକ ଦବଙ୍ଗଗିରି, ଏହି ମହିଳା ସହ କଲେ କିଛି ଏମିତି, ଶୁଣିଲେ ଆପଣଙ୍କ ରକ୍ତ ବି ହେଇଯିବ ଗରମ-ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି କଲି ପୋ-ଲି-ସ ମାନଙ୍କ ଯୋଗୁ ବିଭିନ୍ନ ଜାଗାରେ କିଛି ନ କିଛି ଘ-ଟ-ଣା ଘ-ଟି-ବା-ରେ ଲାଗିଛି ଯାହା ଦ୍ଵାରା ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି । ଆଜି ଆମର ଏହି ଲେଖାରେ ଏମିତି କିଛି ଘ-ଟ-ଣା ସାମନାକୁ ଆସିଛି ଯାହା ପୋ-ଲି-ସ ଓ ଜନତାଙ୍କ ମଧ୍ୟରେ ଘଟିଛି ।

ତେବେ ଆସନ୍ତୁ ଜାଣିବା ପୁରା ଘ-ଟ-ଣା ଟି କଣ ରହିଛି । ଏହି ଭିଡିଓ ରେ ଜଣେ ମହିଳା ପୋ-ଲି-ସ ବିରୁଦ୍ଧରେ ଅ-ଭି-ଯୋ-ଗ ଆଣିଛନ୍ତି । ମହିଳାଙ୍କ କହିବା ଅନୁସାରେ ସେ ଓ ତାଙ୍କ ଭାଇ ତାଙ୍କ ଶାଶୁ ଘରକୁ ଫେରୁଥିଲେ । ମହିଳା ଜଣକ କୋରାପୁଟ ରୁ ନିଜ ଭାଇଙ୍କ ସହ ଗାଡିରେ ଫେରୁଥିବା ସମୟରେ ତାଙ୍କ ସହ ଏମିତି କିଛି ଘଟିଛି ।

ଯାହା କେବେ ସେ ଆଶା କରି ନ ଥିଲେ । ତାଙ୍କ ଭାଇ ଡ୍ରାଭିଙ୍ଗ କରୁଥିଲେ ଓ ମହିଳାଙ୍କ ଛୋଟ ପୁଅ ଗାଡି ଆଗରେ ବସିଥିଲେ । ମହିଳା ଜଣକ ଗାଡିର ପଛ ସିଟରେ ଶୋଇଥିବା ଅବସ୍ଥାରେ ଜଣେ ପୋ-ଲି-ସ ଅଫିସର ଆସି ତାଙ୍କ ଗାଡିର କାଚ ଭାଙ୍ଗି ଦେଇଛନ୍ତି ।

ମହିଳାଙ୍କ କହିବା ଅନୁସାରେ ପୋ-ଲି-ସ ଜଣକ ଗାଡିକୁ ଅଟକାଇବା ପରେ କିଛି ବି କାରଣ ନ ଦର୍ଶାଇ ସିଧା ତାଙ୍କ ଗାଡିର କାଚ ଭାଙ୍ଗି ଦେଇଛନ୍ତି । ଗାଡିର ଆଗ ସିଟରେ ତାଙ୍କ ଛୋଟ ପୁଅ ଟି ବସିଥିଲେ ମଧ୍ୟ ପୋ-ଲି-ସ ନିଜର ହିତାହିତ ଜ୍ଞାନ ଭୁଲି ଏପରି କା-ଣ୍ଡ ଘ-ଟା-ଇ-ଛି ଯାହା ପୁରା ପୋଲିଦ ଡିପାର୍ଟମେଣ୍ଟ ପାଇଁ ଲ-ଜ୍ୟା ଜ-ନ-କ ଘ-ଟ-ଣା ଅଟେ ।

ମହିଳାଙ୍କ ଭାଇଙ୍କ କହିବା ଅନୁସାରେ ପୋ-ଲି-ସ ଗାଡି ଅଟକାଇବା ପରେ କିଛି ବି ପଚାରି ନ ଥିଲେ ବା ଗାଡି ଅଟକାଇବାର କିଛି ବି କାରଣ ନ ଜଣାଇ ସିଧା ଗାଡିର କାଚ ଭାଙ୍ଗି ଦେଇଛନ୍ତି । ଯଦି କୁନି ପିଲାଟିର କିଛି ହେଇଥାନ୍ତା ତେବେ ପୋ-ଲି-ସ କଣ ତାଙ୍କ ପିଲାକୁ ଫେରାଇ ଦେଇଥାନ୍ତା ଏଭଳି ପ୍ରଶ୍ନ ମହିଳା ଜଣକ କରିଛନ୍ତି ।

ଏହା ସହ ମହିଳା ଜଣକ ଦାବି କରିଛନ୍ତି ଯେ ଯେଉଁ ଯାଏଁ ସେ ପୋ-ଲି-ସ ଜଣକ ଗାଡି କାଚ ନ ଭାଙ୍ଗିବାର କାରଣ ନ ଜଣାଇଛନ୍ତି ସେ ଓ ତାଙ୍କ ଭାଇ ସେଠାରୁ ଯିବେ ନାହି । ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ପୋ-ଲି-ସ ନିଜର କର୍ତ୍ତବ୍ୟ ଠିକ ଭାବେ ନ ତୁଲାଇ ଅଯଥାରେ ସାଧାରଣ ଲୋକଙ୍କ ପାଇଁ ସମସ୍ଯା ସୃଷ୍ଟି କରୁଛି ଯାହା ଆମ ସମାଜ ପାଇଁ ନି-ନ୍ଦ-ନୀ-ୟ କଥା ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘ-ଟ-ଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *