ଏହି ମହିଳା ଅଫିସରଙ୍କ ପଛରେ ପାଗଳ ହେଉଛି ସାରା ଦୁନିଆ- ଲୋକ କହୁଛନ୍ତି କ୍ୟାଟ୍ରିନାଙ୍କ ଠାରୁ ବି ସୁନ୍ଦର

ଭାରତରେ ସୁନ୍ଦରତାର କୌଣସି କମି ନାହିଁ । ସେହି ଭାରତରୁ ବାହାରିଥିବା ଦେଶ ପାକିସ୍ଥାନ ଏବଂ ବାଂଲାଦେଶ ରେ ବି ସୁନ୍ଦରତାର କୌଣସି କମି ନାହିଁ । ପାକିସ୍ଥାନରେ ବି ଜଣେ ସୁନ୍ଦର ମହିଳା ଅଛନ୍ତି । କିଛି ସମୟରୁ ପାକିସ୍ଥାନର ଜଣେ ଅଫିସରଙ୍କ ସୁନ୍ଦର ଫଟୋ ଭାଇରାଲ ହେଉଛି । ସେହି ଅଫିସର ସୁନ୍ଦରତା ମାମଲାରେ କୌଣସି ବି ଅଭିନେତ୍ରୀ ଏବଂ ମଡ଼େଲରଙ୍କ ଠାରୁ କମ ନୁହେଁ । ଆମେ ଯେଉଁ ମହିଳା ପୋଲିସ ଅଫିସରଙ୍କ ବିଷୟରେ କଥା ହେଉଛେ ସେ ପାକିସ୍ଥାନର ଲାହୋର ସହରର ଏସପି ଅଟନ୍ତି । ଏହି ମହିଳା ଏସପିଙ୍କୁ ପାକିସ୍ଥାନରେ ଡାଃ. ଅନୁଷ ସମୁଦ ଚୌଧରି ନାମରେ ଜଣା ଯାଇଥାଏ ।

Image Courtesy: Google

ଡାଃ. ଅନୁଷ ମସୁଦ ଚୌଧରି ଏତେ ସୁନ୍ଦର ଅଟନ୍ତି କି ସୁନ୍ଦରତା କାରଣରୁ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନୁଷଙ୍କ ସୁନ୍ଦରତା କାରଣରୁ ତାଙ୍କର ଚର୍ଚା ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କେଫ ଙ୍କ ସହିତ କରାଯାଉଛ । ଏତିକି କି ନୁହେଁ ଅନୁଷ ପାଠ ପଢାରେ ବି କାହା ଠାରୁ କମ ନୁହେଁ । ଜଣେ ମହିଳା ଅଫିସର ହେବା ପୂର୍ବରୁ ଅନୁଷ ଡାକ୍ତର ଥିଲେ ।

Image Courtesy: Google

ସେମିତିରେ ବିଶ୍ବରେ ସୁନ୍ଦର ମହିଳା ମାନଙ୍କର କମି ନାହିଁ । କିନ୍ତୁ ଯେଉଁ ପ୍ରାକୃତିକ ସୁନ୍ଦରତା ଭାରତ ଏବଂ ଭାରତର ପଡୋଶୀ ଦେଶରେ ଦେଖାଯାନ୍ତି ସେମାନେ ଆଉ କେଉଁଠି ଦେଖିବାକୁ ମିଳନ୍ତି ନାହିଁ । ପାକିସ୍ଥାନର ଏହି ମହିଳା ପୋଲିସ ଅଧିକାରୀଙ୍କ ଭିତରେ ବି ସେହି ପ୍ରାକୃତିକ ସୁନ୍ଦରତା ଦେଖିବାକୁ ମିଳୁଛି । ତେବେ ସେ ଏତେ ସୁନ୍ଦର କି ଲୋକ ତାଙ୍କୁ ଦେଖି ହେରୋଇନ ମାନଙ୍କୁ ମଧ୍ୟ ଭୁଲିଯାଉଛନ୍ତି ।

Image Courtesy: Google

ସେ ଦେଖିବା ପାଇଁ ଏତେ ସୁନ୍ଦର ଯେ ଲୋକ ତାଙ୍କର ଦିବାନା ହୋଇଯାଇଛନ୍ତି । ତାଙ୍କର ଫୋଟୋ ସୋସିଆଲ ମିଡିଆରେ ବହୁତ ଭାରଳ ହେଉଛି । କିଛି ଲୋକ ତାଙ୍କୁ କଟରିନା ସହ ତୁଳନା ମଧ୍ୟ କରୁଛନ୍ତି । ଏବଂ ପ୍ରକୃତରେ ସେ କଟରିନାଥୁ ମଧ୍ୟ କିଛି କମ ନୁହନ୍ତି । ଆଶା କରୁଛୁ ଆପଣଙ୍କୁ ଆମ ଦ୍ଵାରା ଦିଆ ଯାଉଥିବା ତଥ୍ୟ ପସନ୍ଦ ଆସୁଥିବ, ଯଦି ପସନ୍ଦ ଆସେ ତେବେ ଗୋଟେ ସାହରେ କରନ୍ତୁ ଓ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବା ପାଇଁ ଯମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *