କୋଟିଏ ରେ ଗୋଟିଏ ଅଟନ୍ତି ଏହି ନାମର ଝିଅ- Name Astrology

ଆଜିକା ସମୟରେ ଦୁନିଆରେ ସମସ୍ତେ ନିଜର ଗୋଟେ ନୂଆ ପରିଚୟ କରିବାରେ ବ୍ୟସ୍ତ ଅଛନ୍ତି ସମସ୍ତଙ୍କୁ ନିଜ ଜୀବନରେ କିଛି ଏମିତି କରିବାର ଅଛି ଯାହା ଦ୍ଵାରା ସେ ପ୍ରସିଦ୍ଧ ହୋଇପାରିବେ ବା ସଫଳତା ପାଇ ପାରିବେ । ତେବେ ଜ୍ଯୋତିଷ ଅନୁଯାଇ କିଛି ବିଶେଷ ଅକ୍ଷର ନାମ ହୋଇଥାଏ ଯିଏ ଜନ୍ମରୁ ବହୁତ ଭାଗ୍ୟଶାଳି ହବା ସହ ସଫା ମନର ହୋଇଥାନ୍ତି ।

ଏହି ଭଳି ଝିଅମାନେ କାହା ବିଷୟରେ ଖରାପ ଚିନ୍ତା ଧାରା ରଖନ୍ତି ନାହିଁ, ତେବେ ଆଜି ଆମେ ଆପଣଙ୍କୁ ଏମିତି ୬ଟି ନାମ ମହିଳାଙ୍କ ବିଷୟରେ କହିବୁ ଯିଏ ମନରୁ ବହୁତ ଭଲ ହୋଇଥାନ୍ତି ।

Image Courtesy: Google

ଏ ନାମ ଝିଅ :

ଏହି ନାମ ଝିଅ ବହୁତ ଭାଉକ ସ୍ଵଭାବର ହୋଇଥାନ୍ତି, ଏହି ଭଳି ଝିଅ ନିଜ କଥା ସବୁବେଳେ ରଖନ୍ତି ଓ କେବେ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତି ନାହିଁ । ଏହି ଭଳି ଝିଅଙ୍କୁ ଧୋକା ଅଧିକ ମିଳିଥାଏ କାହିଁକିନା ସେ ଅନ୍ୟ ମାନାଙ୍କ ଉପରେ ଆଖି ବନ୍ଦ କରି ଭରସା କରିଥାନ୍ତି । ଏହି ନାମ ଝିଅଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ ।

Image Courtesy: Google

ଡି ନାମ ଝିଅ :

ଏହି ନାମ ଝିଅ ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବହୁତ କୃପା ରହିଥାଏ । ଏହି ନାମ ଝିଅ ମାନେ ଯେଉଁ ଘରେ ଯାଇଥାନ୍ତି ସେହି ଘର ଆର୍ଥିକ ସବୁ ସମସ୍ଯା ଦୂର ହୋଇଥାଏ । ଏହି ନାମ ଝିଅ କେବେ କାହା ପାଇଁ ଖରାପ ଚିନ୍ତା ଧାରା ରଖନ୍ତି ନାହିଁ । ଏହି ନାମ ଝିଅ ମନରୁ ବହୁତ ଭଲ ହୋଇଥାନ୍ତି । ଏହି ନାମ ଝିଅମାନେ ସବୁବେଳେ ଅନ୍ୟ ମାନଙ୍କୁ ସାହାଜ୍ଯ କରିଥାନ୍ତି ।

ଏଲ ନାମ ଝିଅ :

ଏହି ନାମ ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏହା ସହ ବହୁତ ଲାଜ ମଧ୍ୟ କରୁଛନ୍ତି । ଏହି ନାମ ଝିଅ ମାନେ ନିଜ ନିଷ୍ପତ୍ତି ଉପରେ ବହୁତ ସ୍ପଷ୍ଟ ହୋଇଥାନ୍ତି ଓ କୌଣସି କଥା ବାରମ୍ବାର ଚିନ୍ତା କରନ୍ତି ନାହିଁ ,। ଏହି ନାମ ଝିଅଙ୍କ ସବୁଠାରୁ ବଡ ବିଶେଷତା ଏହା ଅଟେ ଯେ ଏହି ନାମ ଝିଅମାନେ ଛୋଟ ଛୋଟ ଖୁସି ଦ୍ଵାରା ବହୁତ ସନ୍ତୁଷ୍ଠ ହୋଇଥାନ୍ତି ।

 

Image Courtesy: Google

ପି ନାମ ଝିଅ :

ଏହି ନାମ ଝିଅ ମାନଙ୍କ ମନ ବହୁତ ସଫା ହୋଇଥାଏ ଓ ଏହି ନାମ ଝିଅ ବହୁତ ଭାଉକ ସ୍ଵଭାବର ହୋଇଥାନ୍ତି । ଏହି ନାମ ଝିଅଙ୍କୁ ଦାଇତ୍ଵ ନବା ବହୁତ ପସନ୍ଦ ହୋଇଥାଏ ଓ ସେ ନିଜ ପରିବାର ଓ ଜୀବନସାଥୀକୁ ବହୁତ ଭଲ ମଧ୍ୟ ପାଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *