ଏହି ୫ଟି ନାମର ପୁରୁଷଙ୍କୁ ମିଳିଥାନ୍ତି ବହୁତ ହିଁ ରାଗି ସ୍ତ୍ରୀ- Jyotisha Shastra

ବିବାହ ବହୁତ ପବିତ୍ର ବନ୍ଧନ ଅଟେ, ଏଥିରେ ଦୁଇ ଲୋକ ଜୀବନ ସାରା ଏକାଠି ରହିବାର କଥା ଦେଇଥାନ୍ତି ଆଉ ପବିତ୍ର ଅଗ୍ନି ଆଗରେ ଦୁହିଙ୍କୁ ନିଜର ସ୍ଵୀକାର କରିଥାନ୍ତି । ତେବେ ବିବାହ ଯେଉଁ ସଂସ୍କୃତି ର ହେଲେ ବି ସମସ୍ତଙ୍କୁ ଏହା ଆସା ରହିଥାଏ ଯେ ଜୀବନରେ ଥରେ ବିବାହ ହୋଇଥାଏ ତେବେ କଣ ଆପଣ ଜାଣିଛନ୍ତି ସ୍ତ୍ରୀ ରାଗି ହେଲେ କଣ ହୋଇଥାଏ, ତେବେ ସ୍ତ୍ରୀ ମାନଙ୍କ କଥା ସ୍ବାମୀଙ୍କୁ ମାଣିବାକୁ ପଡିଥାଏ

ଏହାର କାରଣ ବହୁତ ହୋଇଥାଏ କିନ୍ତୁ ପରିଣାମ ଗୋଟେ ସ୍ଵାମୀ ନିଜ ସ୍ତ୍ରୀ କଥା ମାନନ୍ତି ତେବେ ଦୁହିଙ୍କ ମଧ୍ୟରେ ଭଲ ପାଇବା ରହିଲେ ଏହି କଥା ହସ ଲାଗିଥାଏ କିନ୍ତୁ ଯଦି କାହା ସ୍ତ୍ରୀ ରାଗିକି ନିଜ କଥା ମନେଇଥାନ୍ତି ତେବେ କଣ ହୋଇଥାଏ କଣ ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ରାଗି ସ୍ତ୍ରୀ ମିଳିଥାନ୍ତି ଆସନ୍ତୁ ଜାଣିବା ସେହି ପୁରୁଷଙ୍କ ବିଷୟରେ ।

କେ ନାମ ପୁରୁଷ :

ଏହି ନାମ ପୁରୁଷଙ୍କୁ ବହୁତ କଳି ଝଗଡା କରୁଥିବା ସ୍ତ୍ରୀ ମିଳିଥାଏ, ଏହି ଭଳି ଲୋକଙ୍କ ସ୍ତ୍ରୀ କଥା କମ ଶୁଣନ୍ତି ଆଉ ଶୋଦା ସୋଦୀ ଅଧିକ କରିଥାନ୍ତି ଯାହା ଦ୍ଵାରା ଅନ୍ୟ ମାନେ ତାଙ୍କୁ ଜମା ପସନ୍ଦ କରନ୍ତି ନାହିଁ । କଣ ଆପଣ ଏହା ଜାଣିଛନ୍ତି ଯେ ଏହି ଭଳି ପୁରୁଷ ଭିଗୀ ବିଲି ହୋଇ ଘରେ ରୁହନ୍ତି ।

ଏମ ନାମ ପୁରୁଷ :

ଏହି ନାମ ପୁରୁଷ ମାନଙ୍କୁ ମା କାଳୀଙ୍କ ଅବତାର ସ୍ତ୍ରୀ ମିଳିଥାଏ ସେ ରାଗି ଗଲେ ତାଙ୍କୁ କିଛି ଦେଖା ଯାଏ ନାହିଁ ଆଉ ରାଗ ଶାନ୍ତ ହେଲା ପରେ ସେ ସବୁ ଦୋଷ ଆପଣଙ୍କୁ ଦେଇଥାନ୍ତି ସେଥିପାଇଁ ସମ୍ଭାଳିକି ରୁହନ୍ତୁ ।

ପି ନାମ ପୁରୁଷ :

ଏହି ନାମ ପୁରୁଷ ମାନଙ୍କ ଜୀବନରେ ଯେଉଁ ଝିଅ ଆସନ୍ତି ସେ ବହୁତ ରାଗ ସ୍ଵଭାବର ହୋଇଥାନ୍ତି କିନ୍ତୁ ସେ ସବୁବେଳେ ରାଗନ୍ତି ନାହିଁ କିନ୍ତୁ ରାଗିଲେ କାହାକୁ ଛାଡନ୍ତି ନାହିଁ । ଏହି ଭଳି ସ୍ତ୍ରୀ ମାନେ ରାଗିଲେ କାହାକୁ କିଛି ବୁଝନ୍ତି ନାହିଁ ଆଉ ନିଜ ସ୍ଵାମିକୁ ମଧ୍ୟ ରାଗିଲା ବେଳେ ପଚାରନ୍ତି ନାହିଁ ।

ଆର ନାମ ପୁରୁଷ :

ଏହି ନାମ ପୁରୁଷ ମାନଙ୍କ ସ୍ତ୍ରୀ ବହୁତ ରାଗି ହୋଇଥାନ୍ତି ଆଉ ରାଗ ସହ ବହୁତ ଜିଦି ମଧ୍ୟ ହୋଇଥାନ୍ତି ସେ ଯାହା ଭାବିଥାନ୍ତି ତାହା କରିଥାନ୍ତି । ତେବେ ଆର ନାମ ପୁରୁଷଙ୍କ ସ୍ତ୍ରୀ ବହୁତ ଡ୍ରାମା ମଧ୍ୟ କରନ୍ତି ଆଉ ନିଜ ରାଗ ଦ୍ଵାରା ନିଜ କଥା ମାନେଇ ଥାନ୍ତି ।

ୱାଇ ନାମ ପୁରୁଷ :

ଏହି ନାମ ପୁରୁଷଙ୍କ ସ୍ତ୍ରୀ ବହୁତ ଭୟଙ୍କର ହୋଇଥାନ୍ତି, ଏହି ଭଳି ମହିଳା ରାଗି ଗଲେ ନିଜ ନିୟନ୍ତ୍ରଣ ହରାଇ ଥାନ୍ତି ଆଉ କିଛି ବି କରି ପାରନ୍ତି ମାଡ ଗୋଲ ମଧ୍ୟ କରି ପାରନ୍ତି । ତେବେ ଏହି ଭଳି ମହିଳାଙ୍କ ରାଗ ଠାରୁ ବଞ୍ଚିବା ବହୁତ କଷ୍ଟକର ହୋଇଥାଏ, ଭୁଲରେ ବି ତାଙ୍କ ରାଗିବା କାମ କରନ୍ତୁ ନାହିଁ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବ ।

Leave a Reply

Your email address will not be published. Required fields are marked *