ଏହି ନାମର ଲୋକଙ୍କୁ କେବେ ମିଳି ନଥାଏ ସଚ୍ଚା ପ୍ରେମ- Jyotisha Shastra

କୌଣସି ବି ବ୍ୟକ୍ତିର ବ୍ୟକ୍ତିତ୍ବ, ସ୍ଵଭାବ ଓ ଆଚାର ବିଚାର ଜାଣିବା ପାଇଁ ତାହାର ନାଁ ଜନ୍ମ ତିଥି ଓ ରାଶି ଦରକାର ହୋଇଥାଏ । ରାଶିର ନିର୍ଧାରଣ ହୋଇଥାଏ ଜନ୍ମ ତିଥିରେ । କିନ୍ତୁ କେତେ ଥର ବ୍ୟକ୍ତିର ନାଁ ତିଥି ଅନୁସାରେ ରଖାଯାଇ ନ ଥାଏ । କହିବାକୁ ଗଲେ ଜଣେ ବ୍ୟକ୍ତି ଉପରେ ତାହାର ନାଁ ବହୁତ ପ୍ରଭାବ ପକାଇ ଥାଏ ।

ଆଜି ଆମେ ଆପଣଙ୍କୁ ସେହି ବ୍ୟକ୍ତିମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ନିଜ ଜୀବନରେ କେବେ ବି ଅସଲ ଭଲ ପାଇବା ମିଳି ନ ଥାଏ । ଜନ୍ମ ତିଥିରୁ ନିର୍ଧାରିତ ହେଉଥିବା ରାଶି କେତେ ଥର ନାଁ ଅନୁସାରେ ବି ବ୍ୟକ୍ତି ଉପରେ ପ୍ରଭାବ ଛାଡିଥାଏ । ଏହାକୁ ରାଶି ଅନୁସାରେ ନାଁ ରୂପରେ ଜାଣି ପାରିବେ । P ଅକ୍ଷର ଦ୍ଵାରା ଆରମ୍ଭ ହେଉଥିବା ପ୍ରାୟତଃ ବ୍ୟକ୍ତିର କନ୍ୟା ରାଶି ହୋଇଥାଏ ।

ଏହି ରାଶିର ଜାତକ ସ୍ଵଭାବରେ ବହୁତ ଜିଦି ହୋଇଥାନ୍ତି । ଏମାନେ ବେଳେ ବେଳେ କେତେକ କଥାକୁ ନେଇ ଅସୁରକ୍ଷିତ ମନେ କରନ୍ତି । ପ୍ରେମ ମାମଲାରେ ବି ଏମାନେ ଭାଗ୍ୟଶାଳୀ ହୋଇ ନ ଥାନ୍ତି । ଏହି ନାମର ଲୋକମାନେ ଜଲ୍ଦି କାହାକୁ ବି ନିଜର କରନ୍ତି ନାହିଁ । ଏମାନଙ୍କୁ ସବୁବେଳେ ଭୟ ରହିଥାଏ କି ଯଦି ତାଙ୍କ ଠାରୁ ତାଙ୍କର ପାର୍ଟନର ଚାଲି ଯାଆନ୍ତି ତେବେ କଣ ହେବ । ସେଥିପାଇଁ ସେ ବହୁତ ସମୟ ନିଅନ୍ତି ନିଜର ନିଷ୍ପତି ନେବା ପାଇଁ ।

କିନ୍ତୁ କହିଦେଉଛୁ କି ଅସଲ ପ୍ରେମ ମିଳିବା ଏହି ନାମର ଲୋକମାନଙ୍କ ପାଇଁ ଅଳ୍ପ କଷ୍ଟକର ଅଟେ । କିନ୍ତୁ ଏହା ନୁହେଁ କି ଏମାନଙ୍କୁ ପ୍ରେମ ମିଳେ ନାହିଁ । ଏମାନ ଯାହାକୁ ବି ନିଜର ସାଥି କରନ୍ତି ତାଙ୍କର ସାଥ କେବେ ବି ଛାଡନ୍ତି ନାହିଁ । ଏମାନେ ନିଜର ଲାଇଫ ପାର୍ଟନରର ସମସ୍ତ ଇଚ୍ଛାକୁ ପୁରା କରିବାକୁ ଚେଷ୍ଟା କରନ୍ତି । ଏମାନେ ନିଜ ସାଥି ସହ ଯେତେ ଝଗଡା କରିଲେ ବି ନିଜ ସାଥିକୁ କେବେ ବି ଛାଡନ୍ତି ନାହିଁ ।

କିନ୍ତୁ ଯଦି ଏମାନଙ୍କର ଭାଗ୍ୟ ବିଷୟରେ କହିବା ତେବେ P ନାମର ଆରମ୍ଭ ହେଉଥିବା ଲୋକମାନଙ୍କ ଭାଗ୍ୟ ବହୁତ ସାଥ ଦେଇଥାଏ । ଏମାନେ ଜୀବନରେ ବହୁତ ଟଙ୍କା ଆୟ କରନ୍ତି ଓ ନାଁ ମଧ୍ୟ କରନ୍ତି । ନିଜର ପରିଶ୍ରମ ଓ ଇଚ୍ଛା ଶକ୍ତି ବଳରେ ଏମାନେ ସବୁ କାମରେ ସଫଳତା ହାସଲ କରି ପାରିବେ ।

ଯେଉଁ ସ୍ଥାନକୁ ପହଞ୍ଚିବା ପାଇଁ ଲୋକମାନେ ସ୍ଵପ୍ନ ଦେଖନ୍ତି ସେହି ସ୍ଥାନରେ ପହଞ୍ଚିବା ଏମାନଙ୍କ ପାଇଁ କଷ୍ଟ କର ହୋଇ ନ ଥାଏ । ଯଦି ସ୍ଵଭାବ ବିଷୟରେ କହିବା ତେବେ ଏମାନେ ବହୁତ ଜିଦି ହୋଇଥାନ୍ତି । ପ୍ରାୟତଃ କେହି ଯଦି ଏମାନଙ୍କ କଥା ଶୁଣିବେ ନାହିଁ ତେବେ ଏମାନେ ରାଗି ଯାଆନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *