ପଶୁ ମାନଙ୍କର ଏଭଳି କିଛି କାରନାମା CCTVରେ ହୋଇଗଲା ରେକର୍ଡ, ନହେଲେ କେହି ବିଶ୍ଵାସ କରି ନଥାନ୍ତେ: ଦେଖନ୍ତୁ Video

ଆଜି ଆମେ ଆପଣ ମାନଙ୍କୁ ପଶୁ ମାନଙ୍କର ଏମିତି କିଛି କାରନାମା ବିଷୟରେ କହିବାକୁ ଯାଉଛୁ ଯାହା ହୁଏ ତ ଆପଣ ମାନେ ଆଗରୁ ଦେଖି ନ ଥିବେ । ତେବେ ଆସନ୍ତୁ ଜାଣିବା କେମିତି ରହିଛି ପଶୁ ମାନଙ୍କର ବଫାଦାରି । ଏହି ଭିଡିଓରେ ଗୋଟେ ଅଜଣା ବ୍ୟକ୍ତି ଜଣେ ମହିଳା ରାସ୍ତାରେ ଯାଉଥିବା ସମୟରେ ତାଙ୍କର ପିଛା କରୁଥିଲେ ।

ସେଠାରେ ଥିବା କୁକୁରଟି ଯେବେ ବ୍ୟକ୍ତି ଜଣକ ମହିଳାଙ୍କର ଜିନିଷ ଛଡାଇବାକୁ ଚେଷ୍ଟା କରିଲା ସେହି ସମୟରେ କୁକୁରଟି ବ୍ୟକ୍ତିକୁ କାମୁଡିବାକୁ ଗୋଡାଇ ଥିଲା । ବ୍ୟକ୍ତିଟି ଖସି ଯିବାରେ ସଫଳ ହୋଇଥିଲେ ମଧ୍ୟ କୁକୁରଟି ଯେଉଁ କାମ କରିଛି ସେଥିପାଇଁ ତାକୁ ଧନ୍ୟବାଦ ଦେବା ଉଚିତ ।

ଅନ୍ୟ ଏକ ଭିଡିଓରେ ଚୀନର ହେନାନ ପ୍ରୋଭିନ୍ସର ଝେଙ୍ଗଝାଓ ବିଶ୍ଵବିଦ୍ୟାଳୟରେ ଗୋଟେ କୁକୁରକୁ ପିଲାଙ୍କର ସୁରକ୍ଷା ପାଇଁ ରଖା ଯାଇଥିଲା । ସେହି କୁକୁରଟି ୨୦୧୮ରେ ୭ଟି ଛୁଆକୁ ଜନ୍ମ ଦେଇଥିଲା । କିନ୍ତୁ ସେଠାରେ କୁକୁର ନିଜ ଛୁଆର ଲାଳନପାଳନ ଠିକ ଭାବେ କରି ପାରିଲା ନାହି । ଏହା ପରେ ବିଦ୍ୟାଳୟର ଅଧ୍ୟକ୍ଷ କୁକୁରର ପିଲାଙ୍କୁ ଆଡପଟ କରିବା ପାଇଁ ନିଷ୍ପତି ନେଲେ ।

ଜଣେ ମହିଳା କୁକୁରର ଗୋଟେ ପିଲାକୁ ନେଇ ଯାଉଥିବା ସମୟରେ ମା କୁକୁର ନିଜ ଛୁଆ ପାଖକୁ ଯାଇ ତାକୁ ଶେଷ ଥର ପାଇଁ ଗେଲ କରିବାର ଦ୍ରୁଶ୍ଯ ଏହି ଭିଡିଓରୁ ଜଣା ଅପଡୁଛି ଯାହାକୁ ଦେଖିଲେ କାହାରି ଆଖିରେ ଲୁହ ଆସିଯିବ । ଅନ୍ୟ ଏକ ଭିଡିଓରେ ସୋମେନ ବାଜପେୟୀ ନାମକ ବ୍ୟକ୍ତି ନନ୍ଦନକାନନ ସେଞ୍ଚୁରୀରେ ଥିଲେ ସେ ପକ୍ଷୀ ମାନଙ୍କର ଫୋଟୋ ନେବା ସମୟରେ କଳା ବାହାଘ ଦେଖିବାକୁ ପାଇଲେ ଯାହା ସମସ୍ତଙ୍କ ଠାରୁ ଭିନ୍ନ ଅଟେ ।

ଯାହା ଆମ ଦେଶରେ ଖୁବ କମ ଦେଖିବାକୁ ମିଳିଥାଏ ଯାହାକୁ ଦେଖିବା ପରେ ସେ ନିଜ ଡିଜିଟାଲ କ୍ୟାମେରାରେ କଏଦ କରିଥିଲେ । ଜୁନ ୨୦୧୯ରେ ଇଣ୍ଡୋନେସିଆର ଗୋଟେ ଘରର ସିଲିଙ୍ଗ ଉପରେ ରହସ୍ୟମୟ ଏଲିୟନ ଭଳି ଗୋଟେ ଜୀବ ଦେଖିବାକୁ ମିଳିଥିଲା । ଏହି ଜୀବର ଦୁଇ ଟି ପର ଥିଲା ଓ ଅଲଗା ପ୍ରକାର ୪ଟି ଟେନ୍ଟିକାଲ୍ସ ଥିଲା । ଯାହା ଦେଖିବାକୁ ଭୟାନକ ଥିଲା । ଏହି ଜୀବର ଫୋଟୋ ସେହି ଘର ମାଲିକ ଇଣ୍ଟର୍ନେଟରେ ଶେୟାର କରିବା ପରେ ଖୁବ ଚର୍ଚ୍ଚାରେ ରହିଥିଲା ।

ଜୁଲାଇ ୨୦୨୦ରେ କିଛି ମହିଳା ହାଇକର୍ଷ ଜଙ୍ଗଲରେ ବୁଲିବା ସମୟରେ ତାଙ୍କର ସାମନା କଳା ଭାଲୁ ସହ ହୋଇଥିଲା । ଏହା ପରେ କଳା ଭାଲୁ ଆସି ମହିଳାଙ୍କର ଛୁଟି ସ୍ମେଲ କରିବାକୁ ଲାଗିଲା ଯାହାକୁ ଦେଖି ସେଠାରେ ଥିବା ସମସ୍ତେ ଚୁପଚାପ ଠିଆ ହୋଇଥିଲେ । ଏହା ପରେ ମହିଳା ଭାଲୁ ସାଙ୍ଗରେ ସେଲଫି ନେବା ପରେ ଭାଲୁଟି ତାଙ୍କ ପାଦ ଛୁଇଁ ସେଠାରୁ ଚାଲି ଯାଇଥିଲା । ଏହା ପରେ ସେହି ମହିଳା ମାନେ ମୌକା ଦେଖି ସେଠାରୁ ପଳାୟନ କରିଥିଲେ ।

ଜାପାନର ତାକିକାଵା ଜଙ୍ଗଲରେ ଭାଲୁଙ୍କ ସଂଖ୍ୟା ଅଧିକ ଥିବାରୁ ସେଠିକାର ଲୋକ ମାନେ ରୋବଟ କିଣି ତାକୁ ଜଙ୍ଗଲି ପଶୁ ଭଳି ସଜାଇଥିଲେ ଯେଉଁଥିରେ ତାର ମୁଭମେଣ୍ଟ ସମୟରେ ଲାଇଟ ଜଳିବା ସହ ଅନେକ ଶବ୍ଦରେ ସାଉଣ୍ଡ କରୁଥିଲା । ଯାହାକୁ ଦେଖିବା ପରେ ଭାଲୁ ଛଡା ଅନ୍ୟ କୌଣସି ପଶୁ ସେଠାରେ ଦେଖିବାକୁ ମିଳିଲା ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *