ଏହି ପତ୍ରର ରସ ପିଅନ୍ତୁ,ପୁରୁଣା ରୁ ପୁରୁଣା କାଶ ୫ ମିନିଟରେ ଭଲ ହେବ | Home Remedies for Cough

ସାଧାରଣତ ଅନେକ ଲୋକ ମାନଙ୍କ ଠାରେ କାଶ ସମସ୍ଯା ଦେଖା ଯାଇଥାଏ । ଅନେକ କାରଣରୁ କାଶ ସମସ୍ଯା ହୋଇଥାଏ । ଏଥିପାଇଁ ଅନେକ ଅଶୁଦ୍ଧ ଖାଇଲେ ମଧ୍ୟ କିଛି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଦୁଇଟି ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା କାଶ ସମସ୍ଯାରୁ ତୁରନ୍ତ ରିହାତି ମିଳିବ । କାଶ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ପିପଳି ଯାହା କୌଣସି ଦୋକାନରୁ ସହଜରେ ମିଳିଯିବ । ପିପଳି କୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଏହା ପରେ ପିପଳି ଗୁଣ୍ଡ କୁ ଭଲ ଭାବେ ଚଳାଇ ଦେଲେ ଏହାର ଫାଇନ ପାଉଡର ବାହାରିବ ।

ଏହା ପରେ ଏକ ପାତ୍ର ରେ କିଛି ଘିଅ ପକାନ୍ତୁ । ଘିଅ ରେ ପିପଳି ଗୁଣ୍ଡ କୁ କିଛି ମାତ୍ର ରେ ଭାଜି ଦିଅନ୍ତୁ । ଏହା ପରେ ସେନ୍ଧା ନାମକ କିଛି ମାତ୍ରାରେ ପକାନ୍ତୁ । ଏହା ପରେ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ଉପଚାର କୁ ଆପଣ ଦିନକୁ ଦୁଇ ଥର ସେବନ କରନ୍ତୁ । ଏହା ଏକ ଆୟୁର୍ବେଦିକ ଘରୋଇ ଉପଚାର ଅଟେ । ଅନ୍ୟ ଏକ ଉପଚାର ହେଉଛି ସିଙ୍ଗଡା ହାର ପତ୍ର ବା ବାସଙ୍ଗା ପତ୍ର । ଏହି ଦୁଇଟି ପତ୍ର ଭିତରୁ ଯେ କୌଣସି ପତ୍ର ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ପେଷ୍ଟ କରିବା ପରେ ଏହାକୁ ଛାଣି ଏହାର ରସ ବାହାର କରନ୍ତୁ ।

ସିଙ୍ଗଡା ହାର ପତ୍ର କେବଳ କାଶ ପାଇଁ ନୁହେଁ ବରଂ ଥଣ୍ଡା ଦୂର କରିବା ପାଇଁ ପାଇଁ ସହାୟକ ହୋଇଥାଏ । ଏହା ପରେ ଏହି ରସରେ ଏକ ଚାମଚ ମହୁ ମିଶ୍ରଣ କରନ୍ତୁ । ପ୍ରତି ଏହି ରସ ରୁ ଦୁଇ ରୁ ତିନି ଚାମଚ ପିଆନ୍ତୁ । ଯଦି ଛୋଟ ପିଲା ଏମାନେ ସେବନ କରିବେ ତେବେ ସେମାନଙ୍କୁ ଅଧା ଚାମଚ ଦିଅନ୍ତୁ । ଏହି ଦୁଇଟି ଘରୋଇ ଉପଚାର ସେବନ କରିଲେ ପୁରୁଣାରୁ ପୁରୁଣା କାଶ ସମସ୍ଯା ଦୂର ହୋଇଯିବ ।

ଏହି ଦୁଇଟି ଉପଚାର ମଧ୍ୟ ରୁ ଯେ କୌଣସି ଗୋଟିଏ ର ପ୍ରୟୋଗ କରିଲେ ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କୁ ତୁରନ୍ତ କାଶ ସମସ୍ଯା ରୁ ରିହାତି ମିଳିବ । ଏହା ବହୁ ପୁରାତନ ଓ ବହୁ ପରୀକ୍ଷିତ ଘରୋଇ ଉପଚାର ଅଟେ । ଏହି ଦୁଇ ଟି ରେମେଡି ଦ୍ଵାରା ଶରୀର ର କୌଣସି କ୍ଷତି ହୋଇ ନ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *