ରକ୍ତ ହୀନତାକୁ କିଛି ଦିନରେ କରନ୍ତି ଦୂର ଏହି ସବୁଜ ପତ୍ର, ଜାଣନ୍ତୁ ଏହା ବିଷୟରେ

ରକ୍ତର ଅଭାବ ରହିଲେ ସେ ବହୁତ ସାରା ରୋଗକୁ ନିମନ୍ତ୍ରଣ କରେ । ବ୍ୟକ୍ତି ର ଶରୀର ରେ ହିମୋଗ୍ଲୋବିନ କମି ସେତେବେଳେ ହୋଇଥାଏ ଯେତେବଳେ ଖାଇବା ପିଇବାରେ ଅବହେଳା ହୁଏ ତା ସହିତ ଶରୀରରେ ଫୋଲିକି ଏସିଡ , ଆଇରନ ଓ ଭିଟାମିନ ବି -୧୨ ର ଅଭାବ ଦେଖାଯାଏ । ଶରୀରରେ ରକ୍ତର ଅଭାବ ହେଲେ ବ୍ୟକ୍ତି ସବୁବେଳେ ଥକା ଅନୁଭବ କରେ, ଯୋଉଥିରେ ତାର କାର୍ଯ୍ୟ କରିବାର କ୍ଷମତା ଭି ପ୍ରଭାବିତ କରିଥାଏ । ଭାରତ ରେ ବଢୁଥିବା ପିଲାମାନେ ଓ ସ୍ତନପାନ କରାଉଥିବା ମହିଳା ମାନେ ଏନିମିଆରେ ପୀଡିତ ହବାର ବହୁତ ଦେଖାଯାଏ । ଯଦି ଆପଣ ଅହି ସମସ୍ୟାର ସମ୍ମଖୀନ ହେଉଛନ୍ତି ଏହାର ସହଜ ଉପାୟ ଆମେ ଆପଣଙ୍କୁ କହୁଛୁ, ଆପଣଙ୍କ ଘରେ ଏହି ଜିନିଷ ଅଛି ।

ଆପଣ ଭାବୁଛନ୍ତି କି ଏଠାର ଆମେ ବିଟ୍ଟ ଖାଇ ରକ୍ତ ବଢ଼ାଇବା ପାଇଁ ଉପାୟ କହୁଛୁ, ଏହା ସଂପୂର୍ଣ୍ଣ ଭୁଲ୍ ଭାବୁଛନ୍ତି । ହଁ ବହୁତ ଲୋକ ଅଛନ୍ତି ରକ୍ତ ବଢ଼ାଇବା ପାଇଁ ବିଟର ସେବନ କରିଥାନ୍ତି, ତାକୁ ଛାଡ଼ି ଆଉ ଏମିତି ଏକ ଜିନିଷ ଅଛି ଯିଏ ଦୃତଗତିରେ ରକ୍ତର ପରିମାଣ କୁ ବଢ଼ାଇ ଥାଏ । ଆସନ୍ତୁ ଜାଣିବା କଣ ସେ ଜିନିଷ ।

ଏହି ସବୁଜ ପତ୍ର ଅଲଗା କିଛି ନୁହେଁ ହିନ୍ଦୁ ଘରେ ଘରେ ପୂଜା ପାଉଥିବା ତୁଳସୀ ପତ୍ର ଅଟେ, ବହୁତ କମ ଲୋକ ଜାଣିଛନ୍ତି କି ତୁଳସୀ ପତ୍ର ସେବନ କରିବା ଦ୍ୱାରା ରକ୍ତହୀନତା ଦୂର ହୋଇଥାଏ । ତୁଳସୀ ପତ୍ର ଡେଲି ସେବନ କରିବା ଦ୍ୱାରା ବହୁତ ପ୍ରକାର ରୋଗଠୁ ମୁକ୍ତି ମିଳିଥାଏ । ଶରୀରରେ ହୀମୋଗ୍ଲୋବିନ ର ସ୍ତର କମିଲେ ଦିନକୁ ୨/୩ ଟା ପତ୍ର ଖାଇଲେ ବହୁତ ଲାଭକାରୀ ହୋଇଥାଏ । ଯଦି ଆପଣଙ୍କର ଚା ପିଇବାର ଅଭ୍ୟାସ ଥାଏ ତାହେଲେ ଚା’ରେ ଦୁଇ ତିନୋଟି ପକାଇ ପିଇପାରିବେ ।

ରକ୍ତର କମି ଦୂର କରିବା ପାଇଁ ତୁଳସିର ପେଷ୍ଟ କରି ମହୁ ସହିତ ମିଶାଇ ଖାଇଲେ ବହୁତ କମ୍ ଦିନରେ ଲାଭ ଅନୁଭବ କରିପାରିବେ । ତୁଳସୀରେ ଆଇରନର ଭାଗ ଅଧିକ ରହିବାରୁ ଏହା ରକ୍ତ ରେ ହିମଗ୍ଲୋବିନ ନିର୍ମାଣ କରି ଲାଲ ରକ୍ତ କଣିକା କୁ ସକ୍ରିୟ କରାଏ । ଆପଣ ଜାଣିଥିବେ କି ତୁଳସୀ ପତ୍ରରେ ବିଟ ରୁଟ ଠାରୁ ଅଧିକ ଲୌହ ତତ୍ତ୍ଵ ରହିଛି । ତେବେ ଆପଣ ମଧ୍ୟ ଆଜି ଠାରୁ ତୁଳସୀର ପତ୍ର ଖାଇବା ଆରମ୍ଭ କରନ୍ତୁ ଓ ଦେଖିବେ ଏହାର ଲାଭ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *