Special Story: ପୋଲିସ ହେବ ତ ଏମିତି, ଅଟୋ ଡ୍ରାଇଭରଙ୍କ ପାଇଁ ଜୋରିମାନା ଦେଇ କଲେ ମହାନ କାମ, ଏବେ ସାରା ଦୁନିଆ କରୁଛି ପ୍ରଶଂସା- ସମ୍ପୁର୍ଣ୍ଣ ଖବର ପାଇଁ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଯେ ଆମ ଦେଶରେ ପୋ-ଲି-ସ ମାନେ ଅନେକ ସମୟରେ ଏମିତି କିଛି କାମ କରିଥାନ୍ତି ଯାହା ପାଇଁ ତାଙ୍କୁ ପ୍ରଶଂସା ନ କରି ରହୁ ହୁଏନି । ଆଜିର ଆମର ଏହି ଲେଖା ରେ ଏମିତି କିଛି ଘଟଣା ରହିଛି । ନାଗପୁର ର ପୋ-ଲି-ସ ମାନବିକତା ଓ ଉଦାରତା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ସୂଚନା ଅନୁଆରେ ଅଟୋ ଡ୍ରାଇଭର କୁ ୨୦୦୦ ଟଙ୍କା ଜୋ-ରି-ମା-ନା ଲାଗୁ କରା ଯାଇଥିଲା ।

ଅଟୋ ଡ୍ରାଇଭର ଆର୍ଥିକ ସ୍ଥିତି ଠିକ ନ ଥିଲା । ତାଙ୍କର ଜୋ-ରି-ମା-ନା ଦେବାକୁ ଯାଇ ନାଗପୁର ପୋ-ଲି-ସ ଅଧିକାରୀ ଏହି ଜୋ-ରି-ମା-ନା ବହନ କରିଛନ୍ତି ।

ନାଗପୁରର ସୀତା ବୁଲେଟ ଅଞ୍ଚଳରେ ଟ୍ରାଫିକ ନିୟମ ଭଙ୍ଗ କରିଥିବାରୁ ଅଟୋ ଡ୍ରାଇଭର ରୋହିତ ଖାରସେଙ୍କ ଉପରେ ବରିଷ୍ଠ ଅଧିକାରୀ ଅଜୟ ୨୦୦୦ ଟଙ୍କାର ଜୋ-ରି-ମା-ନା ଲଗାଇ ଥିଲେ । ପୋ-ଲି-ସ ଅଟୋ ଡ୍ରାଇଭରର ଅଟୋକୁ ଜବତ କରିବା ପରେ ତାଙ୍କୁ ଜୋ-ରି-ମା-ନା ଦେବାକୁ କହିଥିଲେ । କିନ୍ତୁ ଡ୍ରାଇଭର ପାଖରେ ସେତିକି ସମ୍ବଳ ନ ଥିବାରୁ ସେ ନିଜ ଅଟୋ ଛଡାଇବା ପାଇଁ ଘରେ ଥିବା ତାଙ୍କ ପୁଅର କୁମ୍ପି ଆଣି ଥା-ନାରେ ପହଞ୍ଚି ଥିଲେ । ଏହା ଦେଖି ଥା-ନା ଅଧିକାରୀ ଆଶ୍ଚର୍ଯ୍ୟ ହୋଇ କୁମ୍ପି ଥା-ନାକୁ ଆଣିବାର କାରଣ କଣ ପଚାରି ଥିଲେ ।

ଜୋ-ରି-ମା-ନା ରାଶି ଦେବାକୁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନ ଥିବାରୁ ସେ ନିଜ ପୁଅର କୁମ୍ପି ଆଣିଛନ୍ତି ବୋଲି ପୋ-ଲି-ସ ଅଧିକାରୀଙ୍କୁ କହିଥିଲେ । ଏହା ଶୁଣିବା ପରେ ପୋ-ଲି-ସ ଅଧିକାରୀ ନିଜ ପଇସାରୁ ୨୦୦୦ ଟଙ୍କା ଜୋ-ରି-ମା-ନା ଦେଇ ଅଟୋ ଡ୍ରାଇଭର ପୁଅକୁ ଥା-ନାକୁ ଡକାଇ ତାଙ୍କ କୁମ୍ପି ଫେରସ୍ତ କରିଥିଲେ । ପୋ-ଲି-ସ ଅଧିକାରୀ ଅମିତ ମାଲଭ୍ୟାଙ୍କର ଏହି ଭଳି ମାନବିକତା କୁ ଲୋକ ମାନେ ପ୍ରଶଂସା କରିଛନ୍ତି । ଅମିତ ମାଲଭ୍ୟା କହିଛନ୍ତି ଅଟୋ ଡ୍ରାଇଭର ନୋ ପାର୍କିଂରେ ଅଟୋ ପାର୍କ କରିଥିବାରୁ ୨୦୦୦ ଟଙ୍କା ଜୋ-ରି-ମା-ନା ଲାଗୁ ହୋଇଥିଲା ।

ତଦନ୍ତ ପରେ ଜଣା ପଡିଲା ଯେ ଡ୍ରାଇଭରଙ୍କ ନାଁ ରେ ପୂର୍ବରୁ ୨୦୦୦ ଟଙ୍କାର ଫାଇନ ଲାଗୁ ହୋଇଥିଲା । ଏହି କାରଣରୁ ତାଙ୍କ ଅଟୋ ଜବତ କରା ଯାଇଛି । ଅଟୋ ଡ୍ରାଇଭର କିଛି ଖୁଚୁରା ଟଙ୍କା ଆଣି ଜୋ-ରି-ମା-ନା ଭରିବାକୁ ଆସିଥିଲେ । ଏମିତି ଭୁଲ ଆଉ ଭବିଷ୍ୟତରେ ହେବ ନାହି କି ଟ୍ରାଫିକ ନିୟମର ଉଲଂଘନ କରିବେ ନାହି ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ପୋ-ଲି-ସ ଅଧିକାରୀ କହିଛନ୍ତି । ବାସ୍ତବରେ ପୋ-ଲି-ସ ଅଧିକାରୀ ଅମିତ ଙ୍କର ଏହି ଭଳି ମହଣା କାମ ପାଇଁ ସେ ପ୍ରଶଂସା ଯୋଗ୍ୟ ଅଟନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *