ଏହି ପ୍ରକାରର ହସୁଥିବା ଝିଅ ଠାରୁ ରୁହନ୍ତୁ ସାବଧାନ, ନହେଲେ ଏମାନେ ଆପଣଙ୍କୁ କରିଦେବେ ବର୍ବାଦ

ଏହି କଥା ସତ କି ପୁଅମାନେ ଝିଅ ମାନଙ୍କ ହସ ଉପରେ ଫିଦା ହୋଇଯାଆନ୍ତି ଓ ସେହି ଝିଅଙ୍କ ଉପରେ ତାଙ୍କର ମନ ଆସିଯାଏ । ଗୋଟେ ରିସର୍ଚ ଦ୍ଵାରା ଏହା ଜଣା ପଡିଲା କି ଗୋଟେ ବ୍ୟକ୍ତିର ବ୍ୟକ୍ତିତ୍ବ ତାର ଚାଲ ଢାଲ ଦେଖିକି ଜଣା ପଡିଯାଏ ଓ ଆହୁରି ବ୍ୟକ୍ତିର ହସିବା ମଧ୍ୟ ବ୍ୟକ୍ତିତ୍ଵ ବିଷୟରେ ଜଣାଏ । ତେବେ ଆସନ୍ତୁ ଜାଣିବା କାହାର ହସ କି ରାଜ ଖୋଲେ ।

ହସିବ ତ ଜରୁରୀ ଅଟେ

ମେଡିକଲ ସାଇନ୍ସ ଦ୍ଵାରା ଏହା ଜଣାପଡିଲା ହସିବା ଦ୍ଵାରା ବ୍ଲଡ ସର୍କୁଲେଶନ ଓ ଟେନସନ ରିଲିଜ ହୋଇଥାଏ । ହସିବା ଦ୍ଵାରା ଏମିତିରେ ବହୁତ ଫାଇଦା ହୋଇଥାଏ । ଏହା ଦ୍ଵାରା ସମସ୍ୟାରୁ ମୁକ୍ତି ମିଳେ । ବିଜ୍ଞାନ ଅନୁସାରେ ବହୁତ ହସିବା ଦ୍ଵାରା ବହୁତ ଲମ୍ବା ପର୍ଯ୍ୟନ୍ତ ସୁସ୍ଥ ଜୀବିତ ରହିହେବ । କେବଳ ଏତିକି ନୁହେଁ ହସିବା ଦ୍ଵାର ଚେହେରାର ମାଂସପେଶୀ ଏକ୍ସରସାଇଜ ମଧ୍ୟ ହୋଇଥାଏ । ସେଥିପାଇଁ କୁହଯାଏ କି ‘ଲାଫିଂଗ ଇଜ ଦ ବେସ୍ଟ ମେଡିସିନ’ ।

ହସ ଦ୍ଵାରା ବହୁତ ରାଜ ଖୋଲିଯାଏ

ସାମୁଦ୍ରିକ ଶସ୍ତ୍ର ଅନୁସାରେ ଆପଣଙ୍କ ହସିବା ପଛରେ ବହୁତ କିଛି ଲୁଚି ରହିଥାଏ । ଯେଉଁ ପ୍ରକାରର ବ୍ଯକ୍ତିର ବ୍ୟବହାର ଅଲଗା ପ୍ରକାରର ହୋଇଥାଏ ସେହି ପ୍ରକାରର ବ୍ଯକ୍ତିର ହସିବାର ଢଙ୍ଗ ଅଲଗା ପ୍ରକାରର ହୋଇଥାଏ । ଯଦି ଝିଅ ପିଲାଙ୍କ କଥା କୁହାଯାଏ ତ ସେମାନେ ଅଲଗା ପ୍ରକାରର ହସିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଝିଅ ପିଲାଙ୍କ ହସିବା ପଛରେ ବହୁତ କଥା ଲୁଚି ରହିଥାଏ । ଆପଣ ବହୁତ ସହଜରେ ଝିଅଙ୍କ ହସିବାରେ ତାଙ୍କ ନେଚର ଜାଣିପାରିବେ ।

କୁହନ୍ତି କି ଗୋଟେ ବ୍ୟକ୍ତିର ସଫଳତା ପଛରେ ଜଣେ ମହିଳାର ହାତ ନିଶ୍ଚୟ ଥାଏ । ତ ଏହି କାରଣରୁ ଜଣାପଡେ କି ଆପଣଙ୍କ ଜୀବନରେ ଏହା ମାଇନେ ରଖେ କି ଅପଣାଙ୍କ ପାର୍ଟନର କେଉଁ ପ୍ରକାରର । ଆମେ ବହୁତ ଥର ସେମାନଙ୍କୁ ଜାଣି ପାରିନଥାଉ । କିନ୍ତୁ ଝିଅ ମାନଙ୍କ ଗୋଟେ କାମ ଦେଖିକି ଆମେ ବହୁତ ସହଜରେ ସେମାନଙ୍କ ବିଷୟରେ ଜାଣିପାରିବା ।

ହୃଦୟ ଖୋଲା ହସିବା

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମାନେ ହୃଦୟରୁ ଖିଲଖିଲ ହୋଇ  ହସନ୍ତି ସେମାନଙ୍କ ବ୍ୟବହାର ବହୁତ ଭଲ ରହିଥାଏ । ଏମିତିଆ ଝିଅ ବହୁତ ସହନଶୀଳତା, ଦୟାଳୁ, ଆତ୍ମବିଶ୍ବାସୀ ହୋଇଥାନ୍ତି । ଏହି ପ୍ରକାରର ଝିଅ କେବେବି କାହାକୁ ଧୋକା ଦିଅନ୍ତି ନାହିଁ । ଯଦି ଏମିତିଆ ଝିଅ ତମ ଲାଇଫରେ ଆସନ୍ତି ତେବେ ତମେ ବହୁତ ଭାଗ୍ଯବାନ ହୋଇଯିବ ।

ଠୋ ଠୋ ହୋଇ ହସିବା

ଠହାକେ ମାରିକି ହସିବା ଲୋକ ଜୋରରେ ହସିବା ଠାରୁ ବହୁତ ଅଲଗା ହୋଇଥାନ୍ତି । ଯେଉଁ ଝିଅ ମାନେ ଠହାକେ ମାରିକି ହସନ୍ତି ସେମାନେ ତାଙ୍କ ଜୀବନରେ ବହୁତ ସଫଳ ହୋଇଥାନ୍ତି । ଯେଉଁ ଝିଅମାନେ ଏହି ହସ ସହିତ ତାଙ୍କ ଚେହରା ବ୍ଯଗପୂର୍ଣ ହୋଇଥାଏ ତେବେ ସେମାନେ ବହୁତ ଅହଂକାର ଭାବନାର ହୋଇଥାନ୍ତି, ଏହି ଭଳି ଝିଅଙ୍କୁ ବାଛିବାରେ ଧ୍ୟାନ ରଖିବେ ।

ରହି ରହି ହସିବା ବାଲା

ବହୁତ ଝିଅ ମାନେ ରହି ରହି ହସନ୍ତି କିମ୍ବା ଗୋଟେ କଥାକୁ ନେଇକି ବହୁତ ସମୟ ପର୍ଯ୍ୟନ୍ତ ଧରିକି ହସନ୍ତି । ଏହି ପ୍ରକାରର ଝିଅଙ୍କ ମାନସିକ ଶକ୍ତି ବହୁତ ଦୁର୍ବଳ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି ଝିଅମାନେ ଅଳସୁଆମୀ ଓ ଦୁର୍ବଳ ହୋଇଥାନ୍ତି ।

ଶାନ୍ତ ଭାବରେ ହସିବାବାଲା

ଯେଉଁ ଝିଅମାନେ ଶାନ୍ତ ଭାବରେ ହସିଥାନ୍ତି ସେମାନେ ନିଜ ମନର ପ୍ରସନ୍ନତା ଜଣେଇଥାନ୍ତି । ଏହି ପ୍ରକାରର ଝିଅ ବହୁତ ଗମ୍ଭୀର, ଧର୍ଜ୍ୟବାନ ଓ ବିଶ୍ଵାସୀ ହୋଇଥାନ୍ତି । ଏହି ଝିଅଙ୍କ ଉପରେ ଆପଣ ଆରମରେ ବିଶ୍ବାସ କରିପାରିବେ ।

ଜୋରଜୋର କରି ହସିବା

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଘୋଡା ଭଳିଆ ଶବ୍ଦ ବ ଜୋର ଜୋର  କରି ହସିବା ବାଲା ଝିଅ କେବଳ ନିଜ କାମ ବାହାର କରିବାରେ ମାହିର ହୋଇଥାନ୍ତି । ଏହି ଝିଅମାନେ ସୁଯୋଗର ଫାଇଦା ଉଠେଇବା ଭଲରେ ଜାଣିଥାନ୍ତି । ତ ଏହି ଝିଅଙ୍କ ଠାରୁ ଦୂରରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *