ଏହି ୬ଟି ରାଶିକୁ ପ୍ରଭୁ ଶନି ଦେବ କରିବେ ମହାଧନୀ- Jyotisha Shastra

ଭଗବାନ ଶନିଦେବ ଯାହା ଉପରେ ନିଜ କୃପା ଦ୍ରୁଷ୍ଟି ଦେଇଥାନ୍ତି, ତାହାର ଜୀବନର ସ୍ଥିତି ସଂପୂର୍ଣ୍ଣ ବଦଳିଯାଇଥାଏ । ଭଗବାନ ଶନିଦେବଙ୍କର କିଛି ଏହିଭଳି ସବୁଠାରୁ ପ୍ରିୟ ରାଶି ଅଛନ୍ତି, ଯାହାଙ୍କ କୁଣ୍ଡଳୀରେ ଶନିଦେବ ସର୍ବଦା ଶୁଭ ସ୍ଥିତିରେ ରୁହନ୍ତି । ଏହା ଫଳରେ ଏହି ରାଶି ମାନଙ୍କ ବ୍ୟକ୍ତିଙ୍କୁ ତାଙ୍କ ସବୁ କାମରେ ସଫଳତା ମିଳିଥାଏ ।

ଯଦି କୌଣସି କାରଣ ବଶତ ଏମାନଙ୍କ ଜୀବନରେ ସଙ୍କଟ ଆସିଥାଏ ତେବେ ଭଗବାନ ଶନିଙ୍କ କୃପା ରୁ ତାହା ଅଳ୍ପ ଦିନ ମଧ୍ୟରେ ଦୂର ମଧ୍ୟ ହୋଇଯାଇଥାଏ । ଆସନ୍ତୁ ଏବେ ଜାଣିବା ଯେ ସେହି ଭାଗ୍ୟ ଶାଳି ରାଶି ଗୁଡିକ କିଏ ଅଟନ୍ତି ଯାହାଙ୍କ ଉପରେ ଶନି ଦେବଙ୍କ ଅପାର କୃପା ରହିଅଛି ।

ମେଷ ରାଶି :

ଆସନ୍ତା ସମୟ ସନ୍ତାନ ଆରୋଗ୍ୟ ଚିନ୍ତା ଆପଣଙ୍କୁ ବ୍ଯାକୁଳ ରହିବ, ବ୍ୟବସାୟ ରେ କିଛି ବଡ ଉନ୍ନତି ଲାବ ପ୍ରାପ୍ତ କରି ପାରିବେ । ଆସନ୍ତା ସମୟ ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।

ସିଂହ ରାଶି :

ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ । ଆସନ୍ତା ସମୟ ବହୁତ ଲୋକଙ୍କର ଆପଣଙ୍କ ଉପରେ ଆସା ରହିବା ଏବଂ ଆପଣ ନିଜ ଡାଇତ୍ଵ ଭଲ ଭାବରେ ପୂର୍ଣ କରି ପାରିବେ, ଚାକିରିଆ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ଅଟେ ।

କନ୍ୟା ରାଶି :

ଆସନ୍ତା ସମୟ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ । ଏହି ରାଶି ଲୋକ ଆସନ୍ତା ସମୟ ଜୀବନସାଥୀ ଦ୍ଵାରା ବହୁତ ସାହାଜ୍ଯ ପ୍ରାପ୍ତ କରିବେଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ।ଆସନ୍ତା ସମୟ ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ ।

ତୁଳା ରାଶି :

ଆସନ୍ତା ସମୟ ଆପଣଙ୍କୁ ନିଜ ତରଫରୁ ଆଗକୁ ଯାଇ ଲୋକଙ୍କ ସହ ମିସିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ । ଆସନ୍ତା ସମୟ କୌଣସି ନୂଆ କାମ ଆରମ୍ଭ ହବ, ଆସନ୍ତା ସମୟ ଆପଣଙ୍କ ରୋଜଗାର ଆଜି ବଢିବାର ସମ୍ଭାବନା ଅଛି, ଆସନ୍ତା ସମୟ ଆପଣଙ୍କ ପାଇଁ ଲାଭକାରୀ ଅଟେ ।

କର୍କଟ ରାଶି :

ଏହି ରାଶି ଲୋକଙ୍କ ସବୁ ମନସ୍କାମନା ପୂର୍ଣ ହବ କେବଳ ଭଗବାନ ଶନିଦେବଙ୍କ ଉପରେ ମନ ଧ୍ୟାନ ଦେଇ ପୂଜା କରନ୍ତୁ । ସ୍ୱାସ୍ଥ୍ୟ ବିଷୟରେ ଆପଣ କିଛି ଚିନ୍ତା ରେ ରହିବେ, ଆସନ୍ତା ସମୟ ସାହିତ୍ଯ ଏବଂ କଳାକାରମାନଙ୍କ ପାଇଁ ଦିନ ବହୁତ ଭଲ ରହିବ ।

କୁମ୍ଭ ରାଶି :

କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି । ଶନିଦେବଙ୍କ କୃପାରୁ ଆସନ୍ତା ସମୟ ଆପଣଙ୍କ ଜୀବନରୁ ସବୁ ବିନାଶକାରୀ ଶକ୍ତି ଦୂର ହୋଇଯିବେ । ଯାତ୍ରା ରେ କିଛି ବିଶେଷ ଲୋକଙ୍କ ସହ ଦେଖା ସାକ୍ଷାତ ହୋଇପାରେ ।

Leave a Reply

Your email address will not be published. Required fields are marked *