ଦୁନିଆରେ ସମସ୍ତ ମଣିଷ ଜୀବନରେ କେବେ ସୁଖ ତ କେବେ ଦୁଃଖ ସମୟ ଆସିଥାଏ, ଆପଣଙ୍କ ଜୀବନରେ ଆସୁଥିବା ଏହି ସୁଖ ଓ ଦୁଃଖ ଆପଣଙ୍କ ରାଶି ସହ ଜଡିତ ଆପଣଙ୍କ ଗ୍ରହ ନଖେତ୍ର ଚଳନ ହୋଇଥାଏ । ତେବେ ଗ୍ରହ ଓ ନଖେତ୍ର ସଠିକ ସ୍ଥାନରେ ରହିଲେ ଆପଣଙ୍କୁ ବିନା ପରିଶ୍ରମରେ ବହୁତ କିଛି ମିଳି ଯାଇଥାଏ କିନ୍ତୁ ଯଦି ଗ୍ରହ ନଖେତ୍ର ଖରାପ ଚାଲିଛି ତେବେ ଆପଣଙ୍କ ସବୁ ପରିଶ୍ରମ ବେକାର ହୋଇଥାଏ ଓ ଆପଣ ନିଜ ଉପରେ ରାଗି ଥାନ୍ତି ।
ଗ୍ରହ ଚଳନ ଦ୍ଵାରା ଏହା କୁହା ଯାଇଛି ଯେ ଆସନ୍ତା ସମୟ କିଛି ରାଶି ପାଇଁ ବହୁତ ଭୟଙ୍କର ହବାକୁ ଯାଉଛି ଆପଣଙ୍କୁ ସାବଧାନ ହୋଇ ରହିବା ଉଚିତ ଆଜି ଆମେ ଆପଣଙ୍କୁ ଏହି ରାଶିଙ୍କ ବିଷୟରେ ସ୍ପଷ୍ଟ ଭାବରେ କିଛି କଥା କହିବୁ ।
୧. ବୃଷ ରାଶି :
ଆସନ୍ତା ସମୟରେ ଏହି ରାଶି ଲୋକଙ୍କ ଜୀବନରେ ଆର୍ଥିକ ସମସ୍ଯା ହବାକୁ ଯାଉଛି ସେଥିପାଇଁ ଧନ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ବହୁତ ଭାବି ଚିନ୍ତି କରିବା ଉଚିତ । ତେବେ ଧାନ ବହୁତ ପ୍ରକାରରେ ହାନି ହୋଇପାରେ ସେଥିପାଇଁ ସତର୍କ ରହିବା ବହୁତ ଆବଶ୍ୟକ ଅଟେ । ଏହି ରାଶି ଲୋକଙ୍କୁ ନିଜ ମୁଲ୍ୟବାନ ବସ୍ତୁକୁ ସମ୍ଭାଳି ରଖିବା ଉଚିତ ନଚେତ ହଜିବାର ଯୋଗ ହେଉଅଛି । ତେବେ ଯଦି ଆପଣ କିଛି ଉପାୟ କରିବାକୁ ଚାହନ୍ତି ତେବେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ହଳଦିଆ ଭୋଗ ଅର୍ପଣ କରି ଆରାଧନା କରନ୍ତୁ ଓ ଏହି ଭୋଗ କୌଣସି ଧଳା ଗାଈକୁ ଖାଇବାକୁ ଦିଅନ୍ତୁ ଏହା ପରେ ଆପାନ ଏହି ଭୋଗ ସେବନ କରି ପାରିବେ ।
୨. ସିଂହ ରାଶି :
ଏହି ରାଶି ଲୋକଙ୍କୁ ନିଜ ବାଣୀ ଉପରେ କଣ୍ଟ୍ରୋଲ କରିବା ବହୁତ ଆବଶ୍ୟକ ଅଟେ ନଚେତ ବେକାର କଥାରେ ବାଦ ବିବାଦ କରି ଆପଣ ନିଜ ସମୟ ନଷ୍ଟ କରିବେ ଯାହା ଉଚିତ ନୁହ । ତେବେ ଆସନ୍ତା ସମୟ ଆପଣଙ୍କ ପରିବାର କୌଣସି ସଦସ୍ୟ ସହ ଆପଣଙ୍କ ଝଗଡା ହୋଇପାରେ ଯାହା ପରେ ଆପଣଙ୍କ ଜୀବନ ସବୁଦିନ ପାଇଁ ବଦଳିଯିବ । ତେବେ ଆପଣଙ୍କୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ଦୁଇଟି ଧୂପକାଠି ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ ଓ କଥା ଉପରେ ନିୟନ୍ତ୍ରଣ ମଧ୍ୟ ରହିବ ।
୩. ମକର ରାଶି :
ଆସନ୍ତା ସମୟ ଏହି ରାଶିଙ୍କ ପାଇଁ ବହୁତ ସମସ୍ଯା ପୂର୍ଣ୍ଣ ଅଟେ । ଏହି ରାଶି ଜାତକଙ୍କ ସ୍ୱାସ୍ଥ୍ୟ ଖରାପ ହବାକୁ ଯାଉଛି, ତେବେ ନିଜ ଓ ନିଜ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦବା ବହୁତ ଆବଶ୍ୟକ ଅଟେ । ତେବେ ଏହି ରାଶି ଲୋକଙ୍କୁ କୌଣସି ରୋଗ ଛୋଟ ବୋଲି ଭାବିବା ଉଚିତ ନୁହ ଏହା ଛଡା ବାହାର ଜିନିଷ ଖାଇବା ବା ଦୂର ଯାତ୍ରା କରିବା ଏହି ରାଶିଙ୍କ ପାଇଁ ଜମା ବି ଉଚିତ ନୁହ । ବୁଧବାର ଦିନ ଗଣେଶ ଭଗବାନଙ୍କ ପାଖରେ ଦୀପ ଲଗାଇଲେ ଆପଣଙ୍କ ଜୀବନ ସବୁ କଷ୍ଟ ଦୂର ହବ ।