Breaking News: ସରକାରଙ୍କର ମହିଳା ମାନଙ୍କ ପାଇଁ ବଡ ଖବର, ଏଣିକି Maternity ଛୁଟି ମିଳିବ ବର୍ଷେ…. ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଯେଉଁ ମହିଳା ଏମାନେ ଚାକିରି କରିଥାନ୍ତି ସେମାନେ ପ୍ରେ-ଗ-ନେ-ଣ୍ଟ ହେବା ପରେ ତାଙ୍କୁ ୬ ମାସ ଯାଏଁ ଛୁଟି ମିଳିଥାଏ । ଏହା ପରେ ସେହି ମହିଳା ମାନଙ୍କୁ ୬ ମାସ ପରେ ନିଜ ଚାକିରି ରେ ଯୋଗ ଦେବାକୁ ପଡିଥାଏ । କିଛି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ନୂଆ ଖବର ନେଇ ଆସିଛୁ । ଖବର ଅନୁଯାୟୀ ପ୍ରେ-ଗ-ନେ-ଣ୍ଟ ମହିଳା ମାନଙ୍କୁ ଏବେ ୬ ମାସ ବଦାଳରେ ଗୋଟେ ବର୍ଷ ଯାଏଁ ମାତୃତ୍ଵ କାଳୀନ ଛୁଟି ମିଳିବ । ପୂର୍ବ ରୁ ୬ ମାସ ଜାଣେ ଛୁଟି ମିଳୁଥିବା ବେଳେ ବର୍ତ୍ତମାନ ଏକ ବର୍ଷ ଜାଣେ ମା ହୋଇଥିବା ମହିଳା ମାନେ ଅ-ଫି-ସ-ରେ କାମ କରିବେ ନାହି ।

ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇ ସାରିଛି । ଏହି ନିୟମ ଲାଗୁ ହେବା ପରେ ଖୁସି ବ୍ୟକ୍ତି କରିଛନ୍ତି ମା ମାନେ । କିନ୍ତୁ ସୂଚନା ଅନୁସାରେ ଏହି ନୂଆ ନିୟମ କେବଳ ତେଲେଙ୍ଗନା ସରକାର ଲାଗୁ କରିଛନ୍ତି । ଭାରତର ଅନ୍ୟ କୌଣସି ସ୍ଥାନରେ ଏହି ନିୟମ ଲାଗୁ ହୋଇ ନାହି । ତେଣୁ ଯେଉଁ ମହିଳା ମାନେ ତେଲେଙ୍ଗେନା ରେ ରହୁଥିବେ ସେମାନେ ଏହି ସୁବିଧା ପାଇ ପାରିବେ । ପୂର୍ବ ରୁ ସରକାରୀ ଓ ବେସରକାରୀ ଅଫିସରେ ମାତୃତ୍ଵ କାଳୀନ ଛୁଟି ୬ ମାସ ଯାଏଁ ରହିଥିଲା । ଆଜିକାଲି ଦମ୍ପତି ମାନେ ନିଜର କାମରେ ବ୍ୟସ୍ତ ରହୁ ଥିବାରୁ ପିଲାର ଯତ୍ନ ନେବା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି ।

ଯାହା ଦ୍ଵାରା ନବଜାତ ଶିଶୁ ନିଜ ବାପା ମା ଠାରୁ ଦୂରେଇ ରହୁଛି । ଏହାର ସିଧା ସଳଖ ପ୍ରଭା ପିଲା ଉପରେ ପଡୁଛି । ଏହି ସମୟା କୁ ନେଇ ବିଶେଷଜ୍ଞ ମାନେ ଅନେକ ସମୟରେ ବ୍ୟସ୍ତ ବିବ୍ରତ ହୋଇଥାନ୍ତି । ମାତୃତ୍ଵ କାଳୀନ ଛୁଟି କୁ ବଢାଇବା ପାଇଁ ଅନେକ ସମୟରେ ଦମ୍ପତି ମାନେ ଦାବି କରିଛନ୍ତି । ଏହାକୁ ଆଖି ଆଗରେ ରଖି ତେଲେଙ୍ଗେନା ସରକାର ଏହି ଭଳି ନିଷ୍ପତି ନେଇଛନ୍ତି । କର୍ମଜୀବି ମହିଳାଙ୍କ ପାଇଁ ୨୦୧୬ ମସିହା ମ୍ଯାଚରୀଟି ବେନିଫିଟ ଆଇ ୧୯୬୧ ରେ ସଂଶୋଧନ କରିଥିଲେ କେନ୍ଦ୍ର ସରକାର ।

ଏହି ସଂଶୋଧନ ୨୦୧୭ରେ ଆଇନ ରେ ପରିଣୀତ ହୋଇଥିଲା । ସେବେ ଠାରୁ ମହିଳା ମାନଙ୍କୁ ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ଯାଏଁ ଛୁଟି ମଞ୍ଜୁର ହୋଇଛି । ଡାକ୍ତର ଏମାନେ ନବଜାତ ଶିଶୁ ପାଖରେ ମା ଅନ୍ତତ ଗୋଟେ ବର୍ଷ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ପରେ ସବୁ କ୍ଷେତ୍ର ରୁ ଦ୍ରୁଷ୍ଟି ରେ ରଖି ତେଲେଙ୍ଗନା ସରକାର ପ୍ରଥମେ ଏହି ନୂଆ ନିୟମ ଲାଗୁ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *