474 ବର୍ଷ ପରେ ଏହି ରାକ୍ଷୀ ପୂର୍ଣ୍ଣିମାରେ ବନୁଛି ଦୁର୍ଲଭ ସଂଯୋଗ, ପୁରୁଣା ଝାଡୁ ରେ କରନ୍ତୁ ଏହି ଉପାୟ ହୋଇଯିବେ ମାଲାମାଲ

ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ଚାଲି ବର୍ଷ ଅଗଷ୍ଟ ୨୨ରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ । ଏହି ଦିନ ଝାଡୁ ର ଏମିତି ଏକ ଉପାୟ ରହିଛି ଯାହା କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବା ସହ ଧନ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ଓ କିପରି କରାଯିବ । ଆପଣ ଏମାନେ ଜାଣିଥିବେ ଝାଡୁ ହେଉଛି ମା ଲକ୍ଷ୍ମୀ ଙ୍କର ପ୍ରତୀକ ଅଟେ । ମାନାଯାଏ ଝାଡୁରେ ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି । କେବେ ବି ଝାଡୁ କୁ ଓଦା ଥିବାର ରଖାଯିବା ଠିକ ହୋଇ ନ ଥାଏ ।

ଝାଡୁ ଦ୍ଵାରା ଘରୁ ଅଳିଆ ଆବର୍ଜନା ସଫା କରିବାରେ ସାହାଜ୍ୟ କରିଥାଏ । ରାକ୍ଷୀ ପୂର୍ଣ୍ଣିମା ଶୁଭ ଅବସର ହୋଇ ଥିବାରୁ ଏହି ଦିନ ସକାଳେ କୌଣସି ଏକ ମନ୍ଦିରରେ ନୂଆ ଝାଡୁ କିଣି ସେଥିରେ ଓଳାଇ ଝାଡୁ କୁ ମନ୍ଦିର ରେ ଦାନ କରି ଦିଅନ୍ତୁ ।

ଏହା କରିବା ସମୟରେ ଯେପରି ଆପଣଙ୍କୁ କେହି ନ ଦେଖନ୍ତି ସେଥି ପ୍ରତି ଧ୍ୟାନ ଦେବେ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଖୁଶିର ଆଗମନ ହୋଇଥାଏ । କେବେ ବି ଝାଡୁ ଅନ୍ୟକୁ ଦାନ କରିବା ଅନୁଚିତ ଅଟେ । ଯାହାଡୁ କୁ କେବେ ବି ଠିଆ କରି ରଖିବା ଅନୁଚିତ ।

ଏପରି ହେବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କ ବାସ ରହେ ନାହି । ରାକ୍ଷୀ ପୂର୍ଣ୍ଣିମା ଦିନ ଯଦି ଆପଣଙ୍କ ପାଖରେ କଉଡି ତେବେ ଗୋଟେ ବା ଦୁଇଟି କଉଡି ନିଅନ୍ତୁ । କଉଡି କୁ ମା ଲକ୍ଷ୍ମୀ ଙ୍କ ପାଖରେ ଅର୍ପଣ କରନ୍ତୁ । ଏହା ପରେ କଉଡି କୁ ନାଲି କପଡାରେ ବାନ୍ଧି ଧନ ରଖୁଥିବା ଜାଗାରେ ରଖନ୍ତୁ । ଏପରି କରିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ଏହା ସହ ଘରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । କେବେ ବି ନିଜ ଘରର ଭାଙ୍ଗି ଯାଇଥିବା ଝାଡୁ ଦାନ କରିବା ଉଚିତ ନୁହେଁ । ଝାଡୁ କୁ କେବେ ବି ନିଜ ହାତରେ କୌଣସି ବ୍ୟକ୍ତି ବିଶେଷ ଙ୍କୁ ଦେବା ଉଚିତ ନୁହେଁ ।

ଏହା ଦ୍ଵାରା ଘରେ ଅଭାବ ଦରିଦ୍ରତା ଦେଖା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନୂଆ ଝାଡୁ ଘରକୁ ଆଣିବା ପରେ ସେଥିରେ ନାଲି କପଡା ବାନ୍ଧି ଏହାର ବ୍ୟବହାର କରିଲେ ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ଜୀବନରେ ଥିବା ସବୁ ସମସ୍ୟାର ସମାଧାନ ହୋଇଥାଏ । ଏହି ପରି ଭାବେ ଝାଡୁ ର ଉପୋଯୋଗ କରିଲେ ଜୀବନରେ ସମୃଦ୍ଧି ଆସିବା ସହ ଉନ୍ନତି ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *