ଝିଅ ମାନଙ୍କର ଏହି ୩ଟି ଅଙ୍ଗ ବଡ଼ ଥିଲେ ସେମାନେ ହୋଇଥାନ୍ତି ଖୁବ୍ ଭାଗ୍ୟଶାଳୀ- ଜାଣନ୍ତୁ ନାରୀ ମାନଙ୍କ ବିଷୟରେ କିଛି ଖାସ

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ କି ନାରୀ ମାନଙ୍କର କେଉଁ ଅଙ୍ଗ ୫ଟି ଅଙ୍ଗ ଯଦି ବଡ ଥାଏ ତେବେ ସେମାନେ ହୋଇଥାନ୍ତି ଭାଗ୍ୟଶାଳୀ । ଆମ ଶାସ୍ତ୍ର ପୁରାଣରେ ଏ ବିଷୟରେ ବହୁତ କିଛି ଦେଖିବାକୁ ମିଳେ । କେଉଁ ନାରୀ କେମିତି, କାହାର ଅଙ୍ଗ କେମିତିକା ହୋଇଥିଲେ ସେ କେଉଁ ଚରିତ୍ରର ହୋଇଥିବା । ଏମିତି ବହୁତ କଥା ଅଛି ଯାହା ଆମେ ନାରୀ ମାନଙ୍କ ଅଙ୍ଗରୁ ଜାଣିପାରିବା । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ୩ଟି ଅଙ୍ଗ ଯଦି ନାରୀ ମାନଙ୍କର ବଡ ଥାଏ ତେବେ କଣ ହୁଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟେ ନାରୀ ତା ଘର ଓ ପରିବାର ପାଇଁ ବହୁତ ଭାଗ୍ୟବତୀ ହୋଇଥାଏ । ଝିଅଟି ବିବାହ କରିବା ପରେ ତାର ଭାଗ୍ୟ ତା ସ୍ବାମୀର ଭାଗ୍ୟ ସହ ଯୋଡି ହୋଇଯାଏ ।  ତେଣୁ ଯଦି ଗୋଟେ ଭାଗ୍ୟଶାଳୀ ଝିଅକୁ ଗୋଟେ ପୁରୁଷ ବିବାହ କରେ ତେବେ ବିବାହ ପରେ ତାର ଭାଗ୍ୟରେ ବହୁତ ପରିବର୍ତ୍ତନ ଆସେ । ତେବେ ଆପଣ ମାନଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ ଆପଣ କେମିତି ଜାଣିବେ କେଉଁ ଝିଅ ଭାଗ୍ୟଶାଳୀ ବୋଲି । ଏବେ ଆସନ୍ତୁ ଜାଣିବା ଭାଗ୍ୟଶାଳୀ ନାରୀ ମାନଙ୍କ ବିଷୟରେ ।

ଗଭିର ନାଭି:

ଗଭୀର ନାଭି ଥିବା ନାରୀ । ଯେଉଁ ନାରୀର ନାଭି ବହୁତ ଗଭୀର ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜର ସ୍ଵାମୀ ପାଇଁ ବହୁତ ଭାଗ୍ୟବତୀ ଅଟନ୍ତି । ଏ ଭଳି ଝିଅକୁ ଯିଏ ବିବାହ କରେ ତାର ଜୀବନ ବହୁତ ଖୁସିରେ କେଟ । ଏମାନେ ନିଜ ସ୍ବାମୀଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କ ପାଇଁ କିଛି  ବି କରି ପାରନ୍ତି ।

ଲମ୍ବା କେଶ:

ଯାହାର କେଶ ବହୁତ ଲମ୍ବା ସେମାନେ ସାକ୍ଷାତ ଲକ୍ଷ୍ମୀବନ୍ତ ବୋଲି କୁହାଯାଏ । ଯେଉଁ ନାରୀର ଲମ୍ବା ଓ ଘନ କେଶ ଥାଏ ସେହି ନାରୀ ନିଜ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏମାନେ ଆସିବା ପରେ ତାଙ୍କ ସ୍ବାମୀଙ୍କର ଖୁବ ଉନ୍ନତି ହୋଇଥାଏ ।

ବଡ଼ ଆଖି:

ଯେଉଁ ମହିଳା ମାନଙ୍କ ଆଖି ବଡ଼ ହୋଇଥାଏ ସେମାନେ ବିଶ୍ୱାସ ପ୍ରିୟ ହୋଇଥାନ୍ତି।ଏମାନଙ୍କୁ ଆପଣ ବିନା ଦ୍ବିଧାରେ ରେ ବିଶ୍ୱାସ କରିପାରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *