ଯେତବେଳେ ଗୋଟେ ଝିଅ କୌଣସି ପୁଅକୁ ଭଲ ପାଇ ବସେ ସେତବେଳେ ଦେଇଥାଏ ଏହି ୭ ଟି ସଂକେତ- ନିଶ୍ଚୟ ଜାଣନ୍ତୁ

ଭଲପାଇବା ଗୋଟିଏ ଅଜୀବ ଜିନିଷ ହୋଇଥାଏ । ଯେତବେଳେ ଏହା ହୋଇଥାଏ ମଣିଷ ଦୁନିଆର ସବୁ ଟେନସନକୁ ଭୁଲିଯାଇ ଥାଏ ଏବଂ ଜଣେ ଖାସ ବ୍ୟକ୍ତି କଥା ଭାବୁଥାଏ । କୁହାଯାଏ ଯେତବେଳେ କାହାକୁ ଭଲ ପାଇବା ହୋଇଥାଏ ତାର ରାତିରେ ନିଦ ଉଡିଯାଇ ଥାଏ । ତାକୁ ସମସ୍ତଙ୍କ ଚେହେରାରେ ତାର ଭଲ ପାଇବା ଦେଖା ଯାଇଥାଏ । ଯେତବେଳେ ଗୋଟେ ପୁଅକୁ ପ୍ରେମ ହୋଇଥାଏ ସେତବେଳେ ସେ ଡେରି ନକରି ନିଜର ଭଲ ପାଇବାକୁ ପ୍ରକାଶ କରିଥାଏ । କିନ୍ତୁ ଝିଅ ମାନଙ୍କ ମାମଲାରେ ଏପରି ହୋଇନଥାଏ । ଯଦି ଗୋଟେ ଝିଅ କୌଣସି ପୁଅକୁ ଭଲ ପାଏ ସେ ତା ଭଲପାଇବାକୁ ସହଜରେ କହି ପାରନ୍ତି ନାହିଁ ।

Image Courtesy: Google

ସେଥି ପାଇଁ କେତକ ପୁଅ ମାନେ ଏହି କଥା ଜାଣି ନଥାନ୍ତି କି ତାଙ୍କୁ କେଉଁ ଝିଅ ତା ହୃଦୟ ଦେଇଛି ବୋଲି । ଆଜି ଆମେ ଆପଣଙ୍କୁ ଝିଅମାନଙ୍କ ବିଷୟରେ ଏମିତି କିଛି କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ସେ ଅପପଣଙ୍କୁ ଭଲ ପାଉଛି ବୋଲି ।

ଝିଅମାନଙ୍କର ଏହି ଇସାରା ଦେଇଥାଏ ଭଲ ପାଇବାର ସଂକେତ

୧ -ଆପଣଙ୍କର ସବୁ କଥା ମାନିବେ

ଯେତବେଳେ କେଉଁ ଝିଅ ଆପଣଙ୍କର ସବୁ କଥା ମାନୁଥିବେ ଏବଂ ଆପଣ କହିବା ଅନୁସାରେ ସବୁ କଥାରେ ଢଳି ଯାଉଥିବେ ତେବେ ବୁଝିଯିବ ସେ ଆପଣଙ୍କୁ ନିଜର ଖାସ ବୋଲି ମାନିଥାନ୍ତି ।

୨ -ଝଗଡା ପରେ ବି ସାଥ ଛାଡୁ ନଥିବା

ଯେତେବେଳେ କେଉଁ ଝିଅ ଆପଣଙ୍କ ସହ ବାରମ୍ବାର ଝଗଡା କରିବା ପରେ ବି ଆପଣଙ୍କ ସାଥ ଛାଡି ନଥାଏ ତାହେଲେ ଜାଣିବେ ସେ ଆପଣଙ୍କ ବିନା ରହି ପାରୁ ନାହିଁ ।

Image Courtesy: Google

୩ -ଆପଣଙ୍କ ସବୁ କଥାରେ ହସିବା

ଯଦି କେଉଁ ଝିଅ ଆପଣଙ୍କୁ ଭଲ ପାଉଥିବ ତାହେଲେ ସେ ଆପଣଙ୍କର ସବୁ ମଜାକ ରେ ହସୁଥିବ, ସେ ମଜାକ ଯେତେ ବି ବେକାର ହେଇଥାଉ ।

Loading...

୪ – ବାଳକୁ ବାରମ୍ବାର ସଜାଡିବା

ଯେତବେଳେ କେଉଁ ଝିଅକୁ ଜଣେ ପୁଅ ପସନ୍ଦ ହେଇଥାଏ ତାହେଲେ ସେ ତାର ଚେହେରାକୁ ନେଇ ବହୁତ ସଜାଗ ହୋଇଯାଏ ଏବଂ ନିଜ ବାଳକୁ ବାରମ୍ବାର ସଜାଡି ଥାଏ ।

୫ -ଆପଣଙ୍କ ସହ ସବୁବେଳେ ରହିଥିବ

ଯଦି କେଉଁ ଝିଅ ଆପଣଙ୍କୁ ପସନ୍ଦ କରେ ସେ ଦିନସାରା ଆପଣଙ୍କ ସହିତ ରହିବାକୁ ପସନ୍ଦ କରିଥାଏ । ସେ ଯେଉଁଠିକୁ ବି ଯିବ ଆପଣଙ୍କୁ ସାଙ୍ଗରେ ନେଇ ଯିବ ।

Image Courtesy: Google

୬ -ଆପଣଙ୍କ ସବୁ କଥାର ଧ୍ୟାନ ରଖୁଥିବ

ଯେତବେଳେ ଗୋଟେ ଝିଅ ଗୋଟେ ପୁଅକୁ ପସନ୍ଦ କରୁଥିବ ସେ ତାର ଅଧିକ ଯତ୍ନ ନେବା ଆରମ୍ଭ କରିଦିଏ । ତୁମେ ଖାଇଛ କି ନାହିଁ, ଏମିତି କରନି ଦେହ ଖରାପ ହୋଇଯିବ ଇତ୍ୟାଦି କଥାରେ ସେ ଆପଣଙ୍କର ବହୁତ ଯତ୍ନ ନେଉଥିବ ।

୭ -ଲାଜ ଓ ନରଭସ ହେବା

କିଛି ଝିଅ ଯେତବେଳେ ତାଙ୍କ ଭଲ ପାଇବା ପାଖକୁ ଯାଇଥାନ୍ତି ସେ ବହୁତ ଲାଜ କରିଥାନ୍ତି ଓ ନିଜ ମୁଁହ କୁ ତଳକୁ କରିଦିଅନ୍ତି ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Related Posts

About The Author

Add Comment