ଘରେ ବ୍ୟବହାର ହେଉଥିବା ଏହି ଜିନିଷରୁ ଦୂରେଇକି ରୁହନ୍ତୁ, ନହେଲେ ହୋଇପାରେ କ୍ୟାନ୍ସର ଭଳି ଘାତକ ରୋଗ

କ୍ୟାନ୍ସର ରୋଗ ବହୁତ ଘାତକ ରୋଗ ଅଟେ, ଏହି ରୋଗ ରେ ଶରୀର ର କୌଣସି ଭାଗର ଅନିୟମିତ ପ୍ରକାର ରେ ବିଭାଜନ ହୋଇଥାଏ । ଏହି ରୋଗରୁ ସବୁ ବର୍ଷ ଲଖେ ଲଖେ ଲୋକ ମୃତ୍ୟୁ ପାଇ ଥାନ୍ତି, କୁହାଯାଏ କି କ୍ୟାନ୍ସର ରୋଗ ମଦ, ସିଗ୍ରେଟ ଓ ଗୁତ୍କା ଖାଇଲେ ହୁଏ କିନ୍ତୁ ଏହା ଭୁଲ ଧାରଣ୍ଡା । ଏହି ସବୁ ଖରାପ ଜିନିଷ କ୍ୟାନ୍ସର ରୋଗ ର କାରଣ ହୋଇଥାଏ କିନ୍ତୁ ଏହା ଛାଡି ଅନ୍ୟ କେତୋଟି ଜିନିଷ ଏହି ରୋଗ ପାଇଁ କାରଣ ହୋଇଥାନ୍ତି ଯାହା ଆମ ଘରେ ଉପସ୍ଥିତ ଥାଏ ।  ଆସନ୍ତୁ ଆଜି ଜାଣିବା ଏହି ଜିନିଷମାନଙ୍କ ବିଷୟ ରେ

ମାଇକ୍ରୋୱେବ ପାପକୋର୍ନ :

ଫିଲ୍ମ ଦେଖିବା ସମୟ ରେ ଲୋକଙ୍କୁ ପାପକୋର୍ନ ଖାଇବା ବହୁତ ପସନ୍ଦ ଥାଏ, କିନ୍ତୁ ମାଇକ୍ରୋୱେବ ରେ ଗରମ କରାଯାଇଥିବା ପାପକର୍ନ କ୍ୟାନ୍ସର ରୋଗ ପରି ଘାତକ ରୋଗ ର କାରଣ ହୋଇପାରେ । ଯେତେବେଳେ ମାଇକ୍ରୋୱେବ ରେ ପାପକର୍ନ ଗରମ କରାଯାଏ ସେହି ପେକେଟରୁ ଭୟଙ୍କର କେମିକ୍ଲ୍ସ ଛାଡେ ଯାହା ଦ୍ଵାରା ଶରୀର ରେ ରୋଗ ହୋଇଥାଏ ।

ପ୍ଲାଷ୍ଟିକ ଉପଯୋଗ :

ଘରେ ପ୍ରାୟତଃ ଲୋକ ଜିନିଷ ରଖିବା ପାଇଁ ପ୍ଲାଷ୍ଟିକ ଉପଯୋଗ କରନ୍ତି, କୁହାଯାଏ କି ପ୍ଲାଷ୍ଟିକ ତିୟାରି ପାଇଁ ବହୁତ ପ୍ରକାର ର କେମିକାଲ୍ସ ଉପଯୋଗ ହୋଇଥାଏ । ଏହି କିଛି କେମିକ୍ଲ୍ସ କାରଣରୁ ମନୁଷ୍ୟ ଶରୀର ରେ କେତେ ପ୍ରକାର ରୋଗ ହୋଇଥାଏ । ଏହି କେମିକ୍ଲ୍ସ ଶରୀର ଭିତରେ ଯାଇ ଇମୁନ ସିଷ୍ଟମ ଓ ହାର୍ମୋନ୍ସ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

କାର୍ବୋନେଟେଡ ଡ୍ରିଂକ୍ସ :

କାର୍ବୋନେଟେଡ ଡ୍ରିଂକ୍ସ ଆଜି କାଲୀ ଲୋକ ବହୁତ ପସନ୍ଦ କରୁଛନ୍ତି, କିନ୍ତୁ ଏହା ତିରେ ହାଇ-ଫୃଟୋଜ କାର୍ନ ସିର୍ପ, କେତେ ପ୍ରକାର କେମିକ୍ଲ୍ସ କାରକ ରୋଗ ପାଇଁ ଯଥେଷ୍ଟ ଅଟେ ।

ଆଳୁ ଚିପ୍ସ ଏବଂ ଫ୍ରେଞ୍ଚ ଫ୍ରାଇଜ :

ଏହି ଭଳି ଚିପ୍ସ ଖାଦ୍ୟ ଲୋକଙ୍କୁ ବହୁତ ପସନ୍ଦ ଥାଏ, କିନ୍ତୁ ଏହା ଆମ ଶରୀର ପାଇଁ ଜମା ବି ଉଚିତ ନୁହେଁ ।

ରେଫୀଇନ୍ ତେଲ :

ରୋଷେଇ ତେଲ ପ୍ରସ୍ତୁତ କରିବା ପ୍ରକ୍ରିୟା ରେ ବହୁତ ପ୍ରକାର କେମିକ୍ଲ୍ସ ଉପଯୋଗ ହୋଇଥାଏ, ଏହି କେମିକ୍ଲ୍ସ ତେଲ କୁ ବହୁତ ଦିନ ଯାଏଁ ଭଲ ରଖିବା ପାଇଁ ଏବଂ ରିଫାଇନ କରିବା ପାଇଁ ପ୍ରୟୋଗ କରାଯାଏ ।

ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *