ACFO Somya ଙ୍କ ମା’ ଖୋଲିଲେ ବିଦ୍ୟାଙ୍କର ଏହି ସାଂଘାତିକ ରହସ୍ୟ, କଣ ଅଟେ ଏହି ନାଲି ପୁଟୁଳା ରହସ୍ୟ ?

ବର୍ତ୍ତମାନ ACF ସୋମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ନ୍ୟୁଜ ଚ୍ୟାନେଲ ଗୁଡିକରେ ହେଡଲାଇନ ହୋଇ ଯାଇଛି । ସୋମ୍ୟ ରଞ୍ଜନର ଘର ଲୋକମାନେ ACF ସୋମ୍ୟ ରଞ୍ଜନର ପତ୍ନୀ ଓ ତାଙ୍କର ବୋହୁ ବିଦ୍ୟାଭାରତୀ ହିଁ ତାଙ୍କର ପୁଅର ହ-ତ୍ୟା ପଛରେ ହାତ ଅଛି ବୋଲି ଅ-ଭି-ଯୋ-ଗ କରିଛନ୍ତି ।

ସେ ବର୍ତ୍ତମାନ ବିଦ୍ୟାଭାରତୀଙ୍କ ହାତରେ ଥିବା ନାଲିପୁଟୁଳିକୁ ନେଇ ସ-ନ୍ଦେ-ହ କରୁଛନ୍ତି ବିଦ୍ୟାଭାରତୀଙ୍କ ଉପରେ । ସୋମ୍ୟ ରଞ୍ଜନଙ୍କ ବାପା ମାଙ୍କ ଅ-ଭି-ଯୋ-ଗ ଅଟେ କି ହସ୍ପିଟାଲରେ ବିଦ୍ୟାଭାରତୀଙ୍କ ହାତରେ ଗୋଟିଏ ପୁଟୁଳି ଥିଲା । ଯେଉଁଥିରେ ସୁନା, ଟଙ୍କା ଓ ଦୁଇଟି ମୋବାଇଲ ଥିଲା । ଯାହାକୁ ବିଦ୍ୟାଭାରତୀ ତାଙ୍କ ମାଙ୍କୁ ଦେଉଥିଲେ ଓ କହିଲେ କି ଏହାକୁ ଖୋଜୁ ଖୋଜୁ ଡେରି ହୋଇଗଲା ।

ସୋମ୍ୟ ରଞ୍ଜନର ମା କହିଲେ କି ଯେଉଁଦିନ ମୋ ପୁଅକୁ ନେଇ ଆସିଲେ ସେହି ସମୟରେ ମୋ ପୁଅକୁ ଗାଡି ଭିତରୁ ବାହାର କରିଲେ ଓ ସେହି ସମୟରେ ମୁଁ ପୁଅକୁ ଦେଖୁ କାନ୍ଦି ପକାଇଲି । ମୋ ପୁଅ ମୋତେ ଦେଖି କାନ୍ଦି ପକାଇଲା ଓ କିଛି କହିବାକୁ ଚାହୁଁ ଥିଲା କିନ୍ତୁ କହି ପାରିଲା ନାହିଁ । ସେ ତାର ମାମୁଁ ହାତକୁ ଆଣି ନିଜ ଛାତି ଉପରେ ରଖିଲା । ସେହି ସମୟରେ ମୋର ବୋହୁ ତାର ମା ହାତାକୁ ସେହି ନାଲି ପୁଟୁଳି ଦେଉଥିଲା ଓ କହିଲା କି ଏଥିରେ ସୁନା ଅଛି ଓ ଏହାକୁ ଖୋଜୁ ଖୋଜୁ ଡେରି ହୋଇଗଲା ।

ବିଦ୍ୟାଭାରତୀଙ୍କ ମା କହୁଛନ୍ତି କି କଣ କରିଲୁରେ ଝିଅ । ଏମିତିରେ ପ୍ରଶ୍ନ ଉଠୁଛି କି ସ୍ଵାମୀ ମୃ-ତ୍ୟୁ ଶଯ୍ୟାରେ ଶୋଇ ଯ-ନ୍ତ୍ର-ଣାରେ ଛଟପଟ ହେଉଥିବା ସମୟରେ ସ୍ତ୍ରୀ ତା ମା ହାତାକୁ ଦେଉଛି ଟଙ୍କା, ସୁନା ଓ ମୋବାଇଲ ଓ କହୁଥିଲା କି ଏହାକୁ ଖୋଜୁ ଖୋଜୁ ଡେରି ହୋଇଗଲା ।

କେବଳ ସୋମ୍ୟଙ୍କ ପରିବାର ଲୋକମାନେ ନୁହନ୍ତି ପାରଳାଖେମୁଣ୍ଡିର SDFO ରାମକୃଷ୍ଣଙ୍କ ପତି ବି କହିଲେ କି ବିଦ୍ୟାଭାରତୀ ଅଧା ରାସ୍ତାରେ ଓଲାହି ଘରକୁ ଯାଇ ମୋବାଇଲ ଓ ଟଙ୍କା ଆଣିବା ପାଇଁ ଯାଇଥିଲେ ।

କେବଳ ସୋମ୍ୟଙ୍କ ମା ଓ SDFO ନୁହନ୍ତି ସୋମ୍ୟଙ୍କ ବାପା ବି ନିଜ ବୋହୁ ବି-ରୁ-ଦ୍ଧ-ରେ ସମାନ ଅ-ଭି-ଯୋ-ଗ କରିଛନ୍ତି । ଏହା ପରେ ପୁଅର ବାପା କହିଲେ କି ବିଦ୍ୟାଭାରତୀଙ୍କ ବାପା ମା ନିଜ ଜ୍ଵାଇଁର ମୃ-ତ୍ୟୁ ପରେ ସେମାନଙ୍କୁ ସମବେଦନ ଜଣାଇବା ପରିବେର୍ତ୍ତେ ସେମାନେ ନିଜ ଝିଅକୁ ନେଇ ନିଜ ଘରକୁ ଚାଲିଗଲେ ।

ବିଦ୍ୟାଭାରତୀ ବି ତାଙ୍କ ସହ ଅତି ସହଜରେ ଗାଡିରେ ବସି ଚାଲିଗଲା । କହିବାକୁ ଗଲେ ସ୍ଵାମୀ ମୃ-ତ୍ୟୁ ଶଯ୍ୟାରେ ଶୋଇଥିବା ସମୟରେ ସ୍ତ୍ରୀର ମୋବାଇଲ ଓ ଟଙ୍କା ଓ ଗହଣା କଥା ଚିନ୍ତା କରିବା ଏକ ଆଶ୍ଚର୍ଯ୍ୟ କର କଥା ଅଟେ । ଏମିତିରେ ବିଦ୍ୟାଭାରତୀଙ୍କ ସମସ୍ତ ଗତିବିଧି ଓ ତାଙ୍କ ହାତରେ ଥିବା ନାଲି ପୁଟୁଳି ବିଦ୍ୟାଭାରତୀଙ୍କ ଉପରେ ସ-ନ୍ଦେ-ହ କରିବାକୁ ବାଧ୍ୟ କରୁଛି ।

Leave a Reply

Your email address will not be published. Required fields are marked *