ଏହି ସିନ କରିବା ପରେ ରାତି ସାରା କାନ୍ଦୁଥିଲେ Shweta Tiwari, ଝିଅକୁ ପଚାରିକି କରିଥିଲେ ଏହି ସିନ

ଟିଭି ଇଣ୍ଡଷ୍ଟ୍ରି, ଭୋଜପୁରୀ ଇଣ୍ଡଷ୍ଟ୍ରି ଓ ବଲୀଉଡ ଇଣ୍ଡଷ୍ଟ୍ରିରେ ରାଜ କରିସାରିଥିବା ଅଭିନେତ୍ରୀ ଶ୍ୱେତା ତିବାରୀ ସବୁବେଳେ କୌଣସି ନା କୌଣସି ବିଷୟକୁ ନେଇ ଚର୍ଚାରେ ରହିଥାନ୍ତି । ଅଭିନେତ୍ରୀଙ୍କ ଦୁଇଟି ବିବାହ ହୋଇଥିଲା । କିନ୍ତୁ ଦୁଇଟି ବିବାହର ଅନ୍ତ ଛାଡପତ୍ର ଦ୍ଵାରା ହେଲା । ଅଭିନେତ୍ରୀ ଶ୍ୱେତା ତିବାରୀ ଆଜି ବି ନିଜର ବିବାହକୁ ନେଇ ବିବାଦ ମଧ୍ୟରେ ଘେରି ରୁହନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଶ୍ୱେତା ତିବାରୀ ନିଜର ବୋଲ୍ଡ ଅନ୍ଦାଜକୁ ନେଇ ବହୁତ ଅଧିକ ପପୁଳାର ଓ ପ୍ରସିଦ୍ଧ ହୋଇସାରିଛନ୍ତି ।

’କସୋଟି ଜିନ୍ଦେଗି କେ’ରେ ଅଭିନୟ କରିବା ପରେ ଶ୍ୱେତା ତିବାରୀ ଇଣ୍ଡଷ୍ଟ୍ରିରେ ନିଜର ଏକ ଏମିତି ଛବି କରି ଦେଇଥିଲେ ଯେଉଁଠି ତାଙ୍କୁ ଲୋକମାନେ ଗୋଟିଏ ସଂସ୍କାରୀ ବୋହୁ ଓ ଝିଅ ରୂପରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଉପରେ ନଜର ପକାଇବେ ତେବେ ସେ ବର୍ତ୍ତମାନ ସବୁବେଳେ ନିଜର ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏମିତି ବହୁତ ଫଟୋ ଅଛି ଯେଉଁଠି ଅଭିନେତ୍ରୀ ନିଜର କ୍ଳେଭେଜକୁ ଶୋ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଟିଭି ସିରିଏଲରେ ସଂସ୍କାରୀ ବୋହୁ ରୋଲରେ ନଜର ଆସିସାରିଥିବା ଅଭିନେତ୍ରୀ ଶ୍ୱେତା ତିବାରୀ ଯେତେବେଳେ ୱେବ ସିରିଜରେ ନଜର ଆସିଲେ ତେବେ ସେ ବହୁତ ବୋଲ୍ଡ ଅନ୍ଦାଜ ଯୋଗୁ ଚର୍ଚାରେ ରହିଲେ । ୱେବସିରିଜ ‘ହମ ତୁମ ଏଣ୍ଡ ଦେମ’ରେ ଅଭିନେତ୍ରୀ ଶ୍ୱେତା ତିବାରୀ ବହୁତ ଇଣ୍ଟିମେଟ ସିନ ଓ ବୋଲ୍ଡ ସିନ ଦେଲେ ।

ଯେତେବେଳେ ଏହି ସିରିଜର ଟ୍ରେଲର ରିଲିଜ ହେଲା ତେବେ ଅଭିନେତ୍ରୀଙ୍କ ବୋଲ୍ଡ ଅନ୍ଦାଜକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରଥମ ଥର ସଂସ୍କାରୀ ବୋହୁର କିରଦାରରୁ ବାହାରି ଶ୍ୱେତା ତିବାରୀ ଏହିଭଳି ବୋଲ୍ଡ ଓ ଇଣ୍ଟିମେଟ ସିନ ଦେଲେ । ଯାହାକୁ ଦେଖି ଅଭିନେତ୍ରୀଙ୍କ ଫ୍ୟାନ ଅଳ୍ପ ଆଶ୍ଚର୍ଯ୍ୟ ହୋଇଗଲେ । ଶ୍ୱେତା ତିବାରୀ ଆଜି ବି ନିଜର ବୋଲ୍ଡ ଫଟୋସୁଟକୁ ନେଇ ବହୁତ ଚର୍ଚାରେ ରୁହନ୍ତି । କିଛି ଦିନ ପୂର୍ବେ ଅଭିନେତ୍ରୀ ନିଜର ଏତେ ବୋଲ୍ଡ ଫଟୋସୁଟ କରିଥିଲେ ଯେଉଁଥିରେ ତାଙ୍କର କ୍ଳେଭେଜ୍ସ ପୂରାପୂରି ନଜର ଆସୁଥିଲା ।

ଯେତେବେଳେ ହମ ତୁମ ଏଣ୍ଡ ଦେମ ୱେବ ସିରିଜ ରିଲିଜ ହୋଇଥିଲା ସେହି ସମୟରେ ସେ ବହୁତ ଚର୍ଚିତ ରହିଥିଲେ । ଥରେ ଏକ ଇଣ୍ଟରଭିୟୁରେ ଶ୍ୱେତା ତିବାରୀ କହିଲେ କି ଇଣ୍ଟିମେଣ୍ଟ ସିନ ଦେବା ପରେ ଅଭିନେତ୍ରୀ ଭ୍ୟାନୀଟି ଭ୍ୟାନକୁ ଯାଇ ବହୁତ କାନ୍ଦୁଥିଲେ ।

ଶ୍ଵେତା କହିଲେ କି ତାଙ୍କୁ ଲାଗୁଥିଲା ସେ ଏହିଭଳି ବୋଲ୍ଡ ସିନ ସେ କେବେ ବି କରିବାକୁ ଚାହୁଁ ନ ଥିଲେ । କିନ୍ତୁ ତାଙ୍କର ଝିଅ ପଲକ ତିବାରୀ ଓ ତାଙ୍କର ସହ କଳାକାର ତାଙ୍କୁ ଏଏଥିପାୟନ ବହୁତ ସପୋର୍ଟ କରିଥିଲେ । କିନ୍ତୁ ଯେତେବେଳେ ବି ଶ୍ୱେତା ତିବାରୀ ଏହି ସିରିଜରେ ବୋଲ୍ଡ ସିନ କରୁଥିଲେ ସେହି ସମୟରେ ଅଭିନେତ୍ରୀ ସେଟରୁ ଘରକୁ ଯାଇ ବହୁତ କାନ୍ଦୁ ଥିଲେ ।

Leave a Reply

Your email address will not be published. Required fields are marked *