ମିଛ ପ୍ରେମକୁ କେମିତି ଚିହ୍ନିବେ- ଯଦି ଏମିତି ହେଉଛି ଆପଣଙ୍କ ସମ୍ପର୍କରେ ତେବେ ସାବଧାନ!

ଗୋଟେ ସମ୍ପର୍କ ଠିକ ନା ଭୁଲ ଏହା ଜାଣିବାର ବହୁତ ଉପାୟ ଅଛି , ଆଜି କାଲୀ ଯେମିତି ସମସ୍ତେ ଅନ୍ୟର ହୃଦୟ ସହ ଖେଳୁଛନ୍ତି କାହା ଉପରେ ବି ଭରସା କରିବା ଅସମ୍ଭବ ହୋଇଗଲାଣି । ତେବେ ଆଜି ଆମେ ଆପଣଙ୍କ ପାଇଁ କିକି ଏମିତି ଟ୍ରିକ ଆଣିଛୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ସମ୍ପର୍କ ସଚ୍ଚା ଅଟେ କି ନାହିଁ ।

ନୋ କମିଟମେଣ୍ଟ

Image Courtesy: Google

ଯଦି ତୁମର ସମ୍ପର୍କରେ କୌଣସି ପ୍ରକାରର କମିଟମେଣ୍ଟ ନାହିଁ ତ ଆପଣଙ୍କ ସମ୍ପର୍କ ବେସୀ ସମୟ ପର୍ଯ୍ୟନ୍ତ ରହିପାରିବ ନାହିଁ । ଶେଷରେ ଆପଣ ନୀରାସ ହୋଇବେ । କମିଟମେଣ୍ଟର ଅର୍ଥ ଦୃଢ ସଂକଳ୍ପ ନେବାକି ଆମେ ଜୀବନସାରା ସାଥିରେ ରହିବା ବହୁତ କିଛି ଯୋଜନା କରିବା ଭବିଷ୍ୟତକୁ ନେଇ । ଆପଣଙ୍କ ଜୀବନସାଥି ଯଦି ନ୍ୟାରୋ ମାଇଁଡେଡ କି ସବୁ କଥାକୁ ଧରି ବସେ ଓ କାହା ଆଗରେ କିଛି ସେୟାର କରୁନି । ଯଦି ସେ ଆପଣଙ୍କ ସହିତ କେବେ କମିଟମେଣ୍ଟ କି ପ୍ରମିଶ କରୁନି ତାହେଲେ କମିଟମେଣ୍ଟ କରାଅ ଓ ଯଦିଶେ ନକରିବା ପାଇଁ ଚାହୁଁଛି ତ ସେଠାରୁ ଜାଅ  ଭାରି ଆମକୁ ଏମିତି ସମ୍ପର୍କ ଦରକାର ନାହିଁ ।

Image Courtesy: Google

ନହେଲେ ଆଗକୁ ଯାଇ ବହୁତସାର କଷ୍ଟ ଦେବ । ସେଥିଲାଗି କମିଟମେଣ୍ଟ ନେବା ବହୁତ ଜରୁରୀ ଅଟେ । ଯେବେ ଆମେ କିଛି ଦେବା ନେବା କରିଥାଉ ସେଥିରେ ଥାର୍ଡ ପାର୍ଟି ଥାଏ କାରଣ ଏଇଆକି ଆମ ଭିତରେ ଦେବାନେବା ଚାଲିଛିକି କିଛି ଅସୁବିଧା ହେଲେ  ସେ ସାହାର୍ଯ୍ୟ କରିବ ସେହିଭଳି ସମ୍ପର୍କରେ ମଧ୍ୟରେ କମିଟମେଣ୍ଟ ଗୋଟେ ସାଖୀଭଳି କାମ କରିଥାଏ ।

Image Courtesy: Google

ପଇସାନେବା

ଯଦି ଆପଣଙ୍କ ଭିଆତରେ ଏହି ଫ୍ୟାକ୍ଟର ରହିଛି ଆପଣଙ୍କ ସାଥି ଆପଣଙ୍କଠାରୁ ପଇସା ନେଉଛି । ପଇସା ନେବାର ବହୁତ ଉପାୟ ହୋଇପାରେ ସେ ଇମୋସନାଲ ବ୍ଲାକମେଲିଙ୍ଗ କରି ହେଉ କି ଆଉ କିଛି ଅଲଗା ପ୍ରକାରରେ । ଯଦି ଏମିତି କିଛି ହେଉଛି ନିଜକୁ ସ୍ଟପ କରିବା ଦରକାର । ନିଜକୁ ବୁଝାଇବାକୁ ହେବ ଏହିଭଳି ସମ୍ପର୍କ ଶେଷରେ ଆସି ଖତମ ହୋଇଥାଏ ।

Image Courtesy: Google

ଯଦି ଜଣେ କହିବକି ଘରର ପରିସ୍ତିତି ଖରାପ ଚାଲିଛି କିଛି ପଇସା ଦରକାର ଅଛି ଗୋଟେଥର ପାଇଁ ଠିକ ଅଛି ଯଦି ଏହି ପଇସା ମାମଲା ବାର ବାର ରିପିଟ ହେବ । ତାହେଲେ ଏହା ଠିକ ନୁହେଁ । ତା ମାନେ ସେହିଲୋକ ତୁମକୁ ଠକୁଛି, ଖାଲି ପଇସା ପାଇଁ ସେ ଆପଣଙ୍କ ସହିତ ସମ୍ପର୍କ ରଖୁଛି ପଇସା ସରିଗଲେ ସେ ଆପଣଙ୍କୁ ଭୁଲିଯିବ । ସେଥିପାଇଁ ଏମିତି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଜଦିତାର ଡିମାଣ୍ଡ ପୁରା ହୋଇପାରିବ ନାହିଁ ସେ ଆପଣଙ୍କୁ ଧୋକଦେଇପାରେ ।

ରେସ୍ପେକ୍ଟ ଲେସ ଫିଲ୍ଲିଂସ

Image Courtesy: Google

ଏହାର ଦୁଇଟି ମାନେ ହୋଇପାରେ ତୁମର ଭାବନକୁ ବୁଝିପାରୁଥିବ କିନ୍ତୁ ତାର ସନମାନ କରୁନଥିବ । ଦିତୀୟତି ହେଲା ତୁମର ଭାବନକୁ ବୁଝୁ ନଥିବ । କୌଣସି ସମ୍ପର୍କରେ ଯଦି ଭାବନକୁ ସନମାନ ଦେଉନଥିବ ସେହିଭଳି ସମ୍ପର୍କରେ ରହି କିଛି ଲାଭ ନାହିଁ । ଏହିଭଳି ସମ୍ପର୍କ ବହୁତ ଟିପିକାଲ ହୋଇଥାଏ , ଏହିଭଳି ସମ୍ପର୍କ ବହୁତ ଶୀଘ୍ର ଖତମ ହୋଇଯାଏ ।

Image Courtesy: Google

ଏହିଭଳି ସମ୍ପର୍କରେ ଆପଣ କେବେବି ଖୁସିରେ ରହିପାରିବେ ନାହିଁ । ଭାବନକୁ ସନମାନ କରିବା ବହୁତ ଗୁରୁତ୍ବପୂର୍ଣ ଅଟେ ସେ ଆପଣଙ୍କ ସାଥି ହେଉକି ଦୁନିଆରା ଯେକୌଣସି ଲୋକ ହେଉ । ଜଣକର ଭାବନକୁ ନିହାରି ଭାବରେ ସନମାନ ଦେବା ଉଚିତ । ଯଦି ଆପଣଙ୍କ ଇଛା ଓ ଭଲ ମନ୍ଦ ସେ ବୁଝିପାରୁ ନାହିଁତ ଏହିଭଳି ସମ୍ପର୍କରେ ରହିବା କିଛି ଆବଶ୍ୟକ ନାହିଁ । ଯଦି ସମ୍ପର୍କ ଭଲ ଲାଗୁନି ତାହେଲେ ଛାଡିଦିଅ ଏହିଭଳି ସମ୍ପର୍କ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *