ଏହି ଛୋଟ ଉପାୟ ଦ୍ଵାରା ସେହି ବ୍ୟକ୍ତି ଯାହାକୁ ଆପଣ ପସନ୍ଦ କରୁଛନ୍ତି, ଚୁମ୍ବକ ଭଳି ଆପଣଙ୍କ ପାଖକୁ ଟାଣି ହୋଇ ଆସିବ

ଯଦି ଆପଣ ଅତୀତ ର ଇତିହାସକୁ ଦେଖିବେ ଆଗ କାଳରେ ଅଧିକ ଲୋକଙ୍କୁ ଉପାୟ ବିଦ୍ୟାର ଜ୍ଞାନ ରହୁଥିଲା । ହେଲେ ସମୟ ସହିତ ସବୁ କିଛି ବଦଳି ଯାଇଛି । ଲୋକମାନେ ଏବେ ଅନ୍ଧ ବିଶ୍ବାସ ରୁ ବାହାରି ମର୍ଡ଼ନ ଦୁନିଆ ସହ ବଢି ଚାଲିଛନ୍ତି । ଏହା ଛଡା ଲୋକମାନେ ବାବାଙ୍କ ଉପରେ ବିଶ୍ବାସ କରିବା ବି କମ କରିଦେଲେଣି । ଆଜି ବି ବାବା ମାନଙ୍କର ଏମିତି କିଛି ବିଦ୍ୟା ଅଛି ଯାହା ଏବେବି ସତ ବୋଲି ପ୍ରମାଣିତ ହେଉଛି । ଆପଣ ଜାଣିକି ଆଶ୍ଚର୍ଯ ହେବେ କି ଏହି ଉପାୟ ଦ୍ଵାରା ଆପଣ ଘରେ ବସି କେବଳ ୫ ମିନିଟ ରେ କାହାକୁ ବି ନିଜର ଆୟତରେ କରିପାରିବେ ।

Image Courtesy: Google

ଯଦି ଆପଣ ଏହାକୁ ଭଲ କାମରେ ଲଗାଇବେ ତ ବହୁତ ଭଲ ହେବ । ଆପଣଙ୍କୁ ଆମ କଥା ଉପରେ ବିଶ୍ବାସ ନ ହେଇପାରେ କିନ୍ତୁ ଏହା ସତ ଯାହାକୁ ଆପଣ ଚାହୁଞ୍ଚନ୍ତି ଓ ସେ ଆପଣଙ୍କ ଉପରେ ନାରାଜ ଅଛି ଆପଣ ଏହି ଜାଦୁ ଦ୍ୱାରା ତାକୁ ନିଜର ଅଧୀନ କରିପାରିବେ । ଏହା ଭିତରେ ଏମିତି କିଛି ସତ ଅଛି ଯାହା ଦ୍ଵାରା ଆପଣଙ୍କ ଜୀବନ ବଦଳି ଯାଇପାରେ । ଏହା ଜରୁରୀ ନୁହେଁ କି ଆପଣ ଏହି ଉପାୟ କୁ କେବଳ ଖରାପ କାମ ରେ ଲଗାଇ ପାରିବେ । କିଛି ଉପାୟ କୁ ଜୀବନକୁ ଖୁସି କରିବା ପାଇଁ ବ୍ୟବହାର କରାଯାଏ । ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଚାଲନ୍ତୁ ଏହା ବିଷୟରେ ଜାଣିବା ।

Image Courtesy: Google

ଚାଉଳର ଦାନାରେ ବଶୀକରଣ କରିବା

ଆପଣ ଯେଉଁ ବ୍ୟକ୍ତିକୁ ବଶୀକରଣ କରିବାକୁ ଚାହୁଞ୍ଚନ୍ତି ପ୍ରଥମେ ଏକ କାଗଜ ଉପରେ ସ୍କେଚ ପେନ ରେ ତାର ନାମ ଲେଖନ୍ତୁ । ଏହା ସାଙ୍ଗରେ ତାର ବୟସ ଓ ତାର ମାତା ପିତାଙ୍କ ନାମ ଲେଖନ୍ତୁ । ଏହା ପରେ ଚାଉଳର ଏକ ଦାନା ନିଜ ଡାହାଣ ହାତର ପାପୁଲିରେ ରଖି ୨୧ ଥର ମନ୍ତ୍ର ଉଚ୍ଚାରଣ କରନ୍ତୁ । ତା ପରେ ଦୀପ ଉପରେ ହାତକୁ ୫ ଥର ବୁଲାନ୍ତୁ । ତାପରେ ଆପଣଙ୍କୁ ମା କାମାକ୍ଷା ଦେବୀଙ୍କ ନାମ ନେବାକୁ ହେବ । ଦୀପ ଉପରେ ହାତ ବୁଲାଇ ସାରିବା ପରେ ଚାଉଳରେ ସିନ୍ଦୁର ଲଗାନ୍ତୁ ।

Image Courtesy: Google

ଏହାକୁ ପୁଣି ଥରେ ଦୀପ ଉପରେ ବୁଲାଅ ଏବଂ ତାକୁ କାଗଜ ଉପରେ ରଖିଦିଅ । ଏହାପରେ କାଗଜକୁ ବନ୍ଦ କରିଦିଅ । ପୁଣି ଏ କାଗଜକୁ ଗଙ୍ଗାଜଳ ବୋତଲରେ ପକାଇଦିଅ । ଏହି ଉପାୟକୁ ରାତି ୧୨ ଟା ପରେ ହିଁ କରିବା ଉଚିତ । ଏହା କରିବା ପରେ ଏହାକୁ ଶ୍ମଶାନକୁ ନେଇ ସେହି ବୋତଲ କୁ ଗଛ ତଳେ ପୋତିଦିଅ ।

Image Courtesy: Google

ଏହି ଉପାୟ ଦ୍ୱାରା ସେହି ବ୍ୟକ୍ତି ଯାହାକୁ ଆପଣ ପସନ୍ଦ କରନ୍ତି, ସେ ଚୁମ୍ବକ ପରି ତୁମ ପାଖକୁ ଟାଣି ହେଇ ଆସିବ । ଏବେ ଆମେ ଭାବୁଛୁ କି ଏହି ଉପାୟ ଦ୍ୱାରା ଆପଣଙ୍କୁ ଆପଣଙ୍କର ଭଲ ପାଇବା ନିହାତି ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *