ଯାହା ଚାହିଁବେ ସବୁ ପାଇବେ, ବାସ ୪୦ ଦିନ ପର୍ଯ୍ୟନ୍ତ କରନ୍ତୁ ଏହି ଉପାୟ

ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଆମ ଜୀବନରେ ଯାହା ସମସ୍ଯା ଆସିଥାଏ ତାହା ଆମ ଗ୍ରହ ନକ୍ଷତ୍ରର ଖରାପ ସ୍ଥିତି ପାଇଁ ଆସିଥାଏ, ତେବେ ଏହି ସବୁ ଅସୁବିଧାରୁ ମୁକ୍ତି ପାଇଁ ଆମେ ଆମ ପସନ୍ଦ ଅନୁଯାଇ ଭଗବାନଙ୍କ ପୂଜା କରିଥାଉ ଆଜି ଆମେ ଆପଣଙ୍କୁ ସୂର୍ଯ୍ୟଦେବ, ଗଣେଶ ଓ ହନୁମାନ ଭଗବାନଙ୍କୁ ପ୍ରସନ୍ନ କରିବା ଉପାୟ ବିଷୟରେ କହିବାକୁ ଯାଉଛୁ ।

ଆପଣଙ୍କୁ ଯେଉଁ ଭଗବାନ ଉପରେ ଅଧିକ ଶ୍ରଦ୍ଧା ଅଟେ ଆପଣ ତାଙ୍କ ପାଇଁ ଏହି ୪୦ ଦିନ ଆରାଧନା କରି ପାରିବେ ତେବେ ମନେ ରଖନ୍ତୁ ଯାହା ପାଇଁ ବି କରୁଛନ୍ତି ପୂର୍ଣ ଶ୍ରଦ୍ଧା ସହ କରିବେ ଉପାୟରେ କୌଣସି ତ୍ରୁଟି ହେଲେ ଏହାକୁ ପୁଣି ପ୍ରଥମ ଦିନରୁ ଆରମ୍ଭ କରିବାକୁ ହବ, ତେବେ ଆସନ୍ତୁ ଉପାୟ ବିଷୟରେ ଜାଣିବା ।

Image Courtesy: Google

୧. ଶ୍ରୀ ହନୁମାନ ଭଗବାନ :

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ହନୁମାନ ଭଗବାନ ଏମିତି ଗୋଟେ ଭଗବାନ ଅଟନ୍ତି ଯିଏ ଭଗବାନ ରାମଙ୍କ ବହୁତ ବଡ ଭକ୍ତ ତେବେ ଭକ୍ତ ମନ କଥା ସେ ବେସ ଭଲ ଭାବରେ ବୁଝି ଥାନ୍ତି ସେଥିପାଇଁ ଭଗବାନ ହନୁମାନ ବହୁତ ଶୀଘ୍ର ପ୍ରସନ୍ନ ମଧ୍ୟ ହୋଇଥାନ୍ତି । ତେବେ ଭଗବାନ ହନୁମାନାଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ ମଙ୍ଗଳବାର ଓ ଶନିବାର ଦିନ ବିଶେଷ ରୂପରେ ପୂଜା କରିବା ଉଚିତ ।

ଆପଣଙ୍କୁ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ହନୁମାନ ମନ୍ଦିର ଯାଇ ଶେଠୀ ପୂଜା ଅର୍ଚନା କଲା ପରେ ସୋରିଷ ଦୀପ ପ୍ରଜ୍ଵଳିତ କରିବାକୁ ହବ ତା ପରେ ସେଠି ବସି ହନୁମାନ ଚାଳିଶା ପାଠ କରିବାକୁ ହବ ଓ ଆସିବା ଆଗରୁ ହନୁମାନ ଭଗାବ୍ନଙ୍କ ପାଦରୁ ସିନ୍ଦୁର ମଠାରେ ମାରିବାକୁ ହବ କେବଳ ଏତିକି ୪୦ ଦିନ ପର୍ଯ୍ୟନ୍ତ ମନ ଧ୍ୟାନ ଦେଇ ଶ୍ରଦ୍ଧା ସହ କଲେ ହନୁମାନ ଭଗବାନ ପ୍ରସନ୍ନ ହୋଇବେ ଓ ଆପଣଙ୍କୁ ମନୋଇଛା ଫଳ ପ୍ରାପ୍ତି ହବ ।

Image Courtesy: Google

୨. ଯଦି ଆପଣଙ୍କ ମନରେ ସବୁବେଳେ ଚିନ୍ତା ରହୁଛି ଓ ଘର ପରିସ୍ଥିତି ମଧ୍ୟ ଭାଲ ରହୁ ନାହିଁ ତେବେ ଆପଣ ମଙ୍ଗଳବାର ଦିନ ଗୋଟେ ମାଟି ହାଣ୍ଡିରେ ଗହମ ରଖନ୍ତୁ ସେଥିରେ ୫ଟି ଗୋଲାପ ଫୁଲ ରଖନ୍ତୁ ଓ ଢାଙ୍କି ଛାତ କଣରେ ରଖି ଦିଅନ୍ତୁ ଆର ମଙ୍ଗଳବାର ଦିନ ଏହି ମାଟି ହାଣ୍ଡିକୁ ଖୋଲନ୍ତୁ ଓ ସେଥିରେ ଥିବା ଗହମ ଛାତ ଉପରେ ବିଞ୍ଚି ଦିଅନ୍ତୁ ଓ ଗୋଲାପ ଫୁଲ ଗୁଡିକ ଘରେ ମନ୍ଦିରରେ ଆଣି ରଖନ୍ତୁ ଦେଖିବେ ଆପଣଙ୍କ ସବୁ ଚିନ୍ତା ଓ ଘର କଳି ଝଗଡା ଦୂର ହୋଇଯିବ ।

Image Courtesy: Google

୩. ଯଦି ଆପଣ ନିଜ ଇଛାରେ କିଛି ଦାନ କରିବା ପାଇଁ ଚାହନ୍ତି ତେବେ ମଙ୍ଗଳବାର ଦିନ ଏହି ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭକାରୀ ଅଟେ, ନାଲି ଲଙ୍କା, କେସର, ଗୋଲାପ ଫୁଲ, ଗହମ, ତାମ୍ବା ଜିନିଷ, ନାଲି ଚନ୍ଦନ, କସ୍ତୁରୀ, ନାଲି ପଥର, ନାଲି ସିନ୍ଦୁର, ମହୁ ଓ ମାସୁରୀ ଡାଲି ଶାସ୍ତ୍ର ଅନୁଯାଇ ଏହି ସବୁ ଜିନିଷ ଦାନ କଲେ ହନୁମାନ ଭଗବାନ ଆପଣାଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *