ମାତ୍ର 1 ମିନିଟ ବାହାର କରି ଏହି Video ଥରେ ନିଶ୍ଚୟ ଦେଖନ୍ତୁ, ପୋଲିସ ମାନଙ୍କ ପ୍ରତି ଥିବା ଆପଣଙ୍କ ଚିନ୍ତାଧାରା ବଦଳିଯିବ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପୋ-ଲି-ସ ମାନଙ୍କ ନାଁ ଶୁଣିଲେ କିଛି ଲୋକେ ମାନେ ଏହାର ନି-ନ୍ଦା କରୁଛନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣା ନେଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ ମନରେ ପୋ-ଲି-ସ ପାଇଁ ଥିବା ଚି-ନ୍ତା-ଧା-ରା ବଦଳି ଯିବ । ପ୍ରଥମ ଘଟଣାରେ ରହିଛି ଜେଣ ଯୁବକ ବିନା କାରଣରେ ନଦୀ ଭିତରକୁ ଡେଇଁ ପଡିଲା ।

ଏହାକୁ ଦେଖି ସେଠାରେ ଜଣେ ଯବାନ ପୋ-ଲି-ସ ଅ-ଫି-ସ-ର ସେହି ଯୁବକକୁ ରକ୍ଷା କରିବା ପାଇଁ ୩୦ ଫୁଟ ତଳକୁ ଥିବା ନଦୀକୁ ଡେଇଁ ପଡି ସେହି ଯୁବକର ଜୀବନ ରକ୍ଷା କରିଛନ୍ତି ଯାହା ପ୍ରଶଂସାର ଯୋଗ୍ୟ ଅଟେ । ଅନ୍ୟ ଏକ ଭିଡିଓରେ କିଛି ଚୋ-ର ଏକା ଥିବା ମହିଳାଙ୍କୁ ଦେଖି ତାଙ୍କର ସୁନା ଚେନ ଛ-ଡେ-ଇ- ନେବାକୁ ଚେଷ୍ଟା କରୁଥିବା ସମୟରେ କିଛି ଲୋକ ମାନେ ପୋ-ଲି-ସକୁ ଏ ଘଟଣା ବା-ବ-ଦ-ରେ ସୂଚନା ଦେଇଥିଲେ ।

ପୋ-ଲି-ସ ତୁ-ର-ନ୍ତ ସେଠାରେ ପହଞ୍ଚି ଚୋ-ର ମାନଙ୍କୁ ଧ-ରି-ବା-ରେ ସଫଳ ହୋଇଥିଲା । ଏତେ କମ ସମୟ ମଧ୍ୟରେ ପୋ-ଲି-ସ ଘଟଣା ସ୍ଥଳରେ ଆସି ପହଞ୍ଚି ବୀରତ୍ବର କାମ କରିଛନ୍ତି । ସାଧାରଣତ ଫିଲ୍ମରେ ଦେଖାଯାଏ ପୋ-ଲି-ସ ଗୁ-ଣ୍ଡା ମାନଙ୍କର ଆ-ଡା-ରେ- ପହଞ୍ଚି ତାଙ୍କୁ ଧ-ରି-ଥା-ଏ । କିନ୍ତୁ ଏମିତି କିଛି ଦୃଶ୍ୟ ରିୟଲ ଲାଇଫରେ ଦେଖିବାକୁ ମିଳିଛି ଗୁଜୁରାଟର ଅମରପୁର ଗାଁ ରେ ଯେଉଁଠି କିଛି ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ପୋ-ଲି-ସ ସିଭିଲ ଡ୍ରେସରେ ଆସି ଧରିବାରେ ସଫଳ ହୋଇଛନ୍ତି ।

ଯାହା କୌଣସି ଫିଲ୍ମ ଆକାଶନ ଠାରୁ କମ ନୁହେ । ଅନ୍ୟ ଏକ ଭିଡିଓ ରେ ଜଣେ ଯୁବକ ନଦୀରେ ପହଁରିବା ସମୟରେ ବୁଡି ଯାଉଥିଲେ । ଏହି ଘଟଣାଟି ହରିଦ୍ଵାରର ଯେଉଁଠାରେ ଯୁବକକୁ ବୁଡି ଯିବାର ଦେଖି ପୋ-ଲି-ସ ଅଫିସର ଜଣକ ନିଜ ଜୀବନକୁ ବାଜି ଲଗାଇ ସେହି ଯୁବକର ପ୍ରାଣ ରକ୍ଷା କରିଛନ୍ତି ।

ଏହି ଘଟଣା ବିଷୟରେ କୁହାଯାଇ ପାରେ ଯେ ମା-ରି-ବା ଠାରୁ ବଞ୍ଚେଇବା ବ୍ୟକ୍ତି ମହାନ ହୋଇଥାଏ । କ-ଲି ଯୁ-ଗ-ରେ କିଛି ବି ହୋଇପାରେ । ଏହାର ଜ୍ଵ-ଳ-ନ୍ତ ଉଦାହରଣ ହେଉଛି କାନପୁରରେ ଦୁଇ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ପୁଅ ଓ ବୋହୁ ମିଶି ଘରୁ ବାହାର କରି ଦେଇଛନ୍ତି ।

ଏହା ପରେ ଦୁଇ ବୃଦ୍ଧ ଦମ୍ପତି ପୋ-ଲି-ସ କମିଶନରଙ୍କ ନିକଟରେ ଅ-ଭି-ଯୋ-ଗ କରିବାରୁ କମିଶନର ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ନିଜ ଘରେ ସୁରକ୍ଷାର ସହ ପହଞ୍ଚାଇବା ସହ ତାଙ୍କ ପୁଅ ବୋହୁକୁ ଶା-ନ୍ତି-ଭ-ଙ୍ଗ କରିବା ଅ-ଭି-ଯୋ-ଗ-ରେ ଗି-ର-ଫ କରିଛନ୍ତି । ଏହା ସହ ପୋ-ଲି-ସ କମିଶନର ଦୁଇ ଦମ୍ପତିଙ୍କ ପାଇଁ ଘର ବାହାରେ କିଛି ପୋ-ଲି-ସ ମାନଙ୍କୁ ନିଯୁକ୍ତ କରିଛନ୍ତି ଯାହା ପ୍ରଶଂସାର ବିଷୟ ଅଟେ ।

ଅନ୍ୟ ଏକ ଭିଡିଓରେ ଜଣେ ମହିଳା ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଛୁଆର ଅଚାନକ ଅକ୍ସିଜେନ ଲେବଲ କମ ହେବା ହେତୁ ସେ ନିଶ୍ଵାସ ନେଇ ପାରିଲା ନାହି । ଠିକ ସେହି ସମୟରେ ଜଣେ ପୋ-ଲି-ସ ଆସି ପିଲାକୁ ଓଲଟା କରି ତା ପିଠିକୁ ବାଡେଇବାରୁ ପିଲାଟି ନିଶ୍ଵାସ ନେଇ ପାରିଥିଲା । ପୋ-ଲି-ସ ଜଣକ ପିଲାକୁ ତୁ-ର-ନ୍ତ ହସପିଟାଲ ନେଇ ତାର ଚି-କି-ତ୍ସା କରାଇଥିଲେ ଯାହା ବାସ୍ତବରେ ପ୍ରଶଂସାର ବିଷୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *