ଏହି Video ଦେଖି ଆପଣଙ୍କର ବି ବିଶ୍ଵାସ ହୋଇଯିବ ଭଗବାନ ସତରେ ଅଛନ୍ତି, ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଥାଏ । କିଛି ଘଟଣା ଏମିତି ଘଟିଥାଏ ଯାହା ପାଇଁ ଲୋକ ମାନଙ୍କର ଜୀବନ ହା-ନି ହୋଇଥାଏ । ଏହା ସହ ଲୋକ ମାନେ ଦୁ-ର୍ଘ-ଟ-ଣା ରେ କ୍ଷ-ତ ବି-କ୍ଷ-ତ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ବାବଦରେ ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ରହିଛି । ଏହି ଭି-ଡି-ଓ ରେ ଯେଉଁ ଘଟଣା ଦେଖା ଯାଉଛି ତାହା ଘଟିଛି ଜାରକା ଅଞ୍ଚଳରେ । ଯେଉଁଠାରେ ଜଣେ ବ୍ୟକ୍ତି ଓଭର ଟ୍ରକ ତଳେ ଫ-ଶୀ ଯାଇଛନ୍ତି ।

ଏହି ଭି-ଡି-ଓ ରେ ଫ-ଶୀ ଯାଇଥିବା ବ୍ୟକ୍ତି ଙ୍କୁ ଉ-ଦ୍ଧା-ର କରିବା ପାଇଁ ଅନେକ ଲୋକ ମାନେ ପ୍ରୟାସ ଜାରି ରଖି ଥିବାର ଦୃଶ୍ୟ ହେଉଛି । ତେବେ ଟ୍ରକ ତଳେ ବ୍ୟକ୍ତି ଟି ଏତେ ଖ-ରା-ପ ଅବସ୍ଥାରେ ଫ-ଶୀ ଯାଇଛନ୍ତି ଯେ ତାଙ୍କୁ ସେଠାରୁ ଉ-ଦ୍ଧା-ର କରିବା ସହଜ ହେଉ ନାହି । ତେବେ ଏହି ଦୁ-ର୍ଘ-ଟ-ଣା ଘଟିବା ପରେ ସେଠାରେ ଲୋକ ମାନଙ୍କର ଭିଡ ଜମିଛି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି । ତେବେ କିଛି ଲୋକ ମାନେ ଟ୍ରକ ତଳୁ ସେହି ବ୍ୟକ୍ତି ଙ୍କୁ ଉପରକୁ ଉଠାଇବାକୁ ଚେଷ୍ଟା କରୁ ଥିବାର ଦୃଶ୍ୟ ଏହି ଭି-ଡି-ଓ ରେ ଜଣା ପଡୁଛି ।

ଏହି ଭି-ଡି-ଓ ରେ ଟ୍ରକ କୁ ଉପରକୁ ଉଠାଇବା ପାଇଁ ରୋଲର ମଧ୍ୟ ଆସିଛି । କିନ୍ତୁ ଅନେକ ଚେଷ୍ଟା ପରେ ସେହି ଟ୍ରକ କୁ ଠିକ ଭାବେ ଉପରକୁ ଉଠାଯାଇ ପାରୁ ନାହି । ଟ୍ରକ ଟି ଏତେ ଖ-ରା-ପ ଅବସ୍ଥାରେ ଓ-ଲ-ଟି ପଡିଛି ଯାହା ଆପଣ ଏମାନେ ଏହି ଭି-ଡି-ଓ ଜରିଆରେ ଦେଖିପାରିବେ । ଘଟଣା ସ୍ଥଳରେ ପୋ-ଲି-ସ ମଧ୍ୟ ଆସି ପହଞ୍ଚିବାର ଦୃଶ୍ୟ ହେଉଛି ।

ଏହି ଘଟଣା ଟି ଯେଉଠାରେ ଘଟିଛି ସେଠାରେ କୋଇଲା ଖଣି ଥିବାର ଜଣା ପଡୁଛି । ତେବେ ଯେଉଁ ବ୍ୟକ୍ତି ଟ୍ରକ ତଳେ ଫ-ଶୀ ଯାଇଛନ୍ତି ତାଙ୍କର ନିଶ୍ଵାସ ନେବାରେ କ-ଷ୍ଟ ହେଉଥିବାରୁ କିଛି ଲୋକ ମାନେ ତାଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ କିଛି ଉପାୟ କରୁ ଥିବାର ଦୃଶ୍ୟ ଏହି ଭି-ଡି-ଓ ରେ ଜଣା ପଡୁଛି । ତେବେ ଏତେ ପରେ ଵି ସେହି ବ୍ୟକ୍ତି ଜୀବିତ ଅଛନ୍ତି । ଏହା ଭଗବାନଙ୍କ ଚମତ୍କାର ନୁହେଁ ତ ଆଉ କଣ ?

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *