ଏହି ଭୁଲ ଗୁଡିକ ପାଇଁ ଭଗବାନ ଶିବ ଆପଣଙ୍କୁ କେବେ କ୍ଷମା କରିବେ ନାହିଁ, ଆଜି ହି ସୁଧାରନ୍ତୁ ନିଜର ଏହି ଭୁଲ- ନଚେତ…

ଦେବତାଙ୍କ ମଧ୍ୟରୁ ଶିବ ଠାକୁରଙ୍କର ଗୋଟେ ବିଶେଷ ସ୍ଥାନ ଅଛି ଏବଂ କୁହା ଯାଏ ଯେ ସୋମବାର ଦିନ ଶିବଙ୍କର ଦିନ ଅଟେ । ଠାକୁର ମାନଙ୍କ ମଧ୍ୟରୁ ସିବ ଠାକୁର ବହୁତ ଦାନବୀର ହୋଇ ଥାନ୍ତି, ଭଗବାନ ଶିବ ବହୁତ ଦୟାଳୁ ଅଟନ୍ତି କିନ୍ତୁ ରାଗିଲେ ଭଗବାନ ଶିବ କାହାରି ନୁହନ୍ତି । ଭଗବାନ ଶିବଙ୍କ ତୃତୀୟ ଆଖି ବିଷୟରେ ଆପଣ ସମସ୍ତେ ଜାଣିଥିବେ ଶିବଙ୍କ ରାଗ ବହୁତ ଭୟଙ୍କର ଅଟେ ।

ତେବେ ଆସନ୍ତୁ ଜାଣିବା କେଉଁ କାମ କଲେ ଭଗବାନ ଶିବ ରାଗି ଥାନ୍ତି, ଯଦି ଆପଣ ଶିବ ପୁରାଣ ପଢିବେ ତେବେ ଆପଣ ଶିବ ଠାକୁରଙ୍କ ବିଷୟରେ ବହୁତ କିଛି ଜାଣିବାକୁ ପାଇବେ ।

– ଶିବପୁରାଣ ଅନୁଯାଇ କୌଣସି ଲୋକ ଯିଏ ଭାବି ଚିନ୍ତି ପାପ କରି ଥାଏ ଭଗବାନ କେବେ ତାଙ୍କୁ କ୍ଷମା କରନ୍ତି ନାହିଁ । ଯଦି ଆପଣ ଅଜାଣତ ରେ କିଛି ଭୁଲ ବା ପାପ କରିଛନ୍ତି ତେବେ ଭଗବାନ ଆପଣଙ୍କୁ କ୍ଷମା କରି ପାରିବେ କିନ୍ତୁ ଜାଣି ବୁଝି କରୁଥିବା ଲୋକଙ୍କୁ କେବେ ନୁହଁ ।

– ଶିବ ପୁରାଣ ଅନୁଯାଇ ଯେଉଁ ଲୋକ ଅନ୍ୟ କାହା ଧନ, ସ୍ଵାମୀ ବା ସ୍ତ୍ରୀ ଉପରେ ଖରାପ ନଜର ପକାନ୍ତି ଠାକୁର ତାଙ୍କୁ ପାପୀ ଶ୍ରେଣୀ ରେ ରଖନ୍ତି ତେବେ ଭୁଲ ରେ ବି ଏମିତିକା କାମ କରନ୍ତୁ ନାହିଁ ।

– କୌଣସି ଗର୍ଭବତୀ ମହିଳାଙ୍କୁ ଖରାପ କଥା ବା କଷ୍ଟ ହଉଥିବା କଥା କହିବା ପାପ କୁହା ଯାଏ । ଶିବ ଠାକୁରଙ୍କ ଅନୁଯାଇ ଏମିତି ଲୋକ ଅକ୍ଷମୟ ଅପରାଧ ଅଟେ ।

– କୌଣସି ଲୋକ ଯଦି ଅନ୍ୟକୁ ଠକି ନିଜେ ବଡ ହେବା ର ଚେଷ୍ଟା କରେ ଭଗବାନ ଭୋଲେନାଥ ତା ଉପରେ ରୁଷ୍ଟ ହୋଇ ଥାନ୍ତି । ଏଭଳି ଲୋକର ଦଣ୍ଡ ଭଗବାନ ନିଜେ ଠିକ୍ କରନ୍ତି ।

ତେବେ ଆପଣମାନେ ମଧ୍ୟ ଏହି ସବୁ ଭୁଲ କମ କରିବାରୁ ବଞ୍ଚନ୍ତୁ, ନଚେତ ଭଗବାନ ଶିବ କେବେ ବି ଆପଣଙ୍କୁ ଖ୍ଯାମା କରିବେ ନାହିଁ । ଏବଂ ତାଙ୍କ କୋପ ସହିବା କ୍ପୌଣସି ଛୋଟ କଥା ନୁହେଁ । କୁହା ଯାଏ ଭୋଲେ ନାଥ ଯେତିକି ଭୋଳା ସେତିକି ରାଗି । ସେଥି ପାଇଁ ତ ତାଙ୍କର ଅନ୍ୟ ଏକ ନାମ ରୁଦ୍ର ଅଟେ । ଯଦି ଠାରେ ସେ କୋପୁନଶୀ ବ୍ୟକ୍ତି ଉପରେ ରଗନ୍ତି ତେବେ ତାର ସର୍ବନାଶ ସୁନିଶ୍ଚିତ ।

Leave a Reply

Your email address will not be published. Required fields are marked *