Odia Jokes: ଗୋଟେ ଚାକରାଣୀ ତା ମାଲିକାଣୀକୁ କହିଲା- ମେମ ସାହାବ ମୁଁ ଗର୍ଭବତୀ ଅଛି, ମତେ ଲାମ୍ବା ଛୁଟି ଦରକାର, ମାଲିକାଣୀ କହିଲା…

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଆମକୁ ବିଶ୍ଵାସ ଅଛି କି ଏହି ଜୋକ୍ସ ପଢି ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ । କହିବାକୁ ଗଲେ ଆମର ଏହି ଜୋକ୍ସ ପଢି ଆପଣ ନିଜର ବ୍ୟସ୍ତମୟ ଜୀବନରେ ଅଳ୍ପ ସମୟ ହେଲେ ବି ହସି ପାରିବେ ।

ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଭଲ ଅଟେ । ତେବେ ଚାଳନ୍ତୁ ଆରମ୍ଭ କରିବା ଆଜିର ଜୋକ । ଜୋକ – ୧, ରିନା – ମୋ ବାପା କହିଛି କି ଯଦି ମୁଁ ପରୀକ୍ଷାରେ ଫେଲ ହୋଇଯିବି, ତେବେ ସେ ମୋର ବାହାଘର ରିକ୍ସାବାଲା ସହ କରିଦେବେ । ପପୁ – ଆରେ ଭଲ ! ମୋ ବାପା କହିଛନ୍ତି କି ଯଦି ମୁଁ ଫେଲ ହୁ, ତେବେ ମୋତେ ସେ ରିକ୍ସା କିଣି ଦେବେ ……

ଜୋକ – ୨

ସ୍ଵାମୀ – ଜାନୁ ମୁଁ ତୁମକୁ କ୍ଷମା ମାଗିବାକୁ ଚାହୁଁଛି….!

ସ୍ତ୍ରୀ – କାହିଁକି…?

ସ୍ଵାମୀ – ଯେତେବେଳେ ମୁଁ ତୁମକୁ ପ୍ରେମ କରିଥାଏ ତେବେ ପଡୋଶୀ ବିଷୟରେ ଚିନ୍ତା କରିଥାଏ…!

ସ୍ତ୍ରୀ – ତୁମେ ମୋତେ ଧୋଖା ଦେଲ ?

କାରଣ ମୁଁ ତ ଯେତେବେଳେ ବି ପଡୋଶୀ ସହ ପ୍ରେମ କରୁଥାଏ ତେବେ….

ତୁମ ବିଷୟରେ ହିଁ ଚିନ୍ତା କରୁଥାଏ…!

ସ୍ଵାମୀ ବେହୋସ….!!

ଜୋକ – ୩

ମଣିଷର ମୁଣ୍ଡ ୨୪ ଘଣ୍ଟା କାମ କରିଥାଏ…

ସେ କେବଳ ୨ ଥର ବନ୍ଦ ହୋଇଥାଏ…

ପ୍ରଥମ ଥର ପରୀକ୍ଷା ସମୟରେ

ଦ୍ଵିତୀୟ ଥର ସ୍ତ୍ରୀ ପସନ୍ଦ କରୁଥିବା ଜିନିଷ ସମୟରେ ।

ଜୋକ – ୪

ପିଲାଦିନ ବି

ବହୁତ ସୁନ୍ଦର ଥିଲା

ଆଣ୍ଟି ନିଜେ କହୁଥିଲେ…

ଆଜି ମୋ ଝିଅ ସହ

ଖେଳି ନେ !

ଜୋକ – ୫

ଗୋଟିଏ ଝିଅ ବସ ସ୍ଟପରେ ଛିଡା ହୋଇ

ମୋବାଇଲରେ କଥା ହେଉଥିଲା !

ପୁଅ ତାକୁ ଦେଖି କମେଣ୍ଟ କରିଲା :

ମୁଁ ମୋବାଇଲ ହୋଇଥାନ୍ତି

ତୋ ଗାଲରେ ଲାଗି ହୋଇ ଥାନ୍ତି….

ଝିଅ : ପୁଣି ମୁଁ ଘରକୁ ଯାଇ ତୋ ପଛରେ ଚାର୍ଜାର ଲଗାଇ ଥାନ୍ତି…

ଜୋକ – ୬

ସ୍ତ୍ରୀ – ମୋତେ ସୁନାର ହାର ଦିଅ

ମୁଁ ତୁମକୁ ୭ ଜନ୍ମ ପର୍ଯ୍ୟନ୍ତ ଭଲ ପାଇବି….

ସ୍ଵାମୀ – ହାର ସହିତ ଚୁଡି ବି ଦେବୀ

କିନ୍ତୁ ଏହି କଥା ଏହି ଜନ୍ମ ପର୍ଯ୍ୟନ୍ତ ଥାଉ….

ଜୋକ – ୭

ଝିଅ – Activa କାହିଁକି ? ଅନ୍ୟ କୌଣସି ବାଇକ ନିଅ

ପୁଅ – କାରଣ ଚାଖଣା, ମଦ ଓ ସୋଡା ଆଣିବା ପାଇଁ ବାଇକରେ ଡିକି ନ ଥାଏ ।

ତୁ କଣ ସବୁ ଧରି ବସିବୁ ?

ଝିଅ – Active ନେଇ ନିଅ ମୁଁ ବି ଚଲେଇବି ।

ଜୋକ – ୮

ଗୋଟିଏ ପୁଅ କାନ୍ଥରେ ସୁ ସୁ କରୁଥିଲା…!

ଉପରୁ ଗୋଟିଏ ମହିଳା କହିଲା…

ଦେଖା ଯାଉ ନାହିଁ

କାନ୍ଥ ଅଛି ?

ପୁଅ କହିଲା….

ସାଇଡ ହୋଇ ଦେଖ ସବୁ ଦେଖାଯିବ !

ଜୋକ –୯

ଚାକରାଣୀ କହିଲା- ମେମ ସାହାବ

ମୁଁ ଗର୍ଭବତୀ ଅଛି,

ମତେ ଲାମ୍ବା ଛୁଟି ଦରକାର

ମାଲିକାଣୀ- ଆରେ ବାଃ! ବହୁତ ବଢିଆ

ଯାଆ… ଆଉ ନିଜ ଧ୍ୟାନ ରଖ

ଚାକରାଣୀ- ଧାନ ତ ତୁମେ ନିଜର ରଖ, ମେମ ସାହାବ

ଆଜିକାଲି ସାହାବଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *