ସୁବର୍ଣ୍ଣ ସୁଯୋଗ ହରାନ୍ତୁ ନାହିଁ ଏହି ସିନେମା ଦେଖିଲେ ଆପଣଙ୍କୁ ମିଳିବ ୧ଲକ୍ଷ ଟଙ୍କା !

ଆଜିକାଲି ର ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ ନିଜକୁ ଏତେ ବ୍ୟସ୍ତ ରଖୁଛନ୍ତି କି ନିଜର ମନୋରଞ୍ଜନ ପାଇଁ ସମୟ ବାହାର କରିପାରୁ ନାହାନ୍ତି । କିନ୍ତୁ କିଛି ଲୋକ ମାନେ ନିଜର ମନୋରଞ୍ଜନ ପାଇଁ ଫିଲ୍ମ ଦେଖିବାକୁ ବହୁତ ଭଲ ପାଆନ୍ତି । ଲୋକ ଏମାନେ ସିନେମା ହଲ କୁ ଯାଇ ସହ ସହ ଟଙ୍କା ଖର୍ଚ୍ଚ କରିଥାନ୍ତି ନିଜର ମନୋରଞ୍ଜନ ପାଇଁ । କିଛି ଲୋକଙ୍କୁ କମେଡି ଫିଲ୍ମ ଭଲ ଲାଗେ ତ ଆଉ କେତେ ଲୋକଙ୍କୁ ଆକସନ ଫିଲ୍ମ ଦେଖିବା ପାଇଁ ପସନ୍ଦ ଥାଏ । ଫ୍ୟାମିଲି ଘଟଣା ବା ସତ ବିଷୟ ବସ୍ତୁ ଉପରେ ଆଧାରିତ ଥିବା ଫିଲ୍ମ ଦେଖିବା ପାଇଁ ଲୋକ ମାନେ ପସନ୍ଦ କରିଥାନ୍ତି ।

ଆପଣ ମାନେ କେବେ ଭାବିଛନ୍ତି କି ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ଗୋଟେ ତାଙ୍କ ଖର୍ଚ୍ଚ କରିବାକୁ ପଡିବ ନାହି ବରଂ ଫିଲ୍ମ ଦେଖିବା ବଦଳରେ ଆପଣଙ୍କୁ ହଜାର ନୁହେଁ କି ଦୁଇ ଯାହାର ନୁହେଁ ବରଂ ୧ ଲକ୍ଷ ଟଙ୍କା ପୁରସ୍କାର ଭାବେ ମିଳିବ । ଏହି କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହି କଥା ଟି ସତ ଅଟେ । ଆପଣ ସିନେମା ହଲ କୁ ଯାଇ ୧୩ଟି ଫିଲ୍ମ ଦେଖିଲେ ଆପଣଙ୍କୁ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର । ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଏହା କଣ ସତରେ ସମ୍ଭବ । ଆପଣ ମାନଙ୍କୁ କମେଡି ବା ଆକ୍ସନ ଫିଲ୍ମ ନୁହେଁ ବରଂ ହରର ବା ଭୁତ ଫିଲ୍ମ ଦେଖିବାକୁ ପଡିବ । ଏକ କମ୍ପାନୀ ପକ୍ଷ ରୁ ଏହି ନୂଆ କଥା ଘୋଷଣା କରା ଯାଇଛି ।

ଏହି କମ୍ପାନୀ ୧୩ଟି ହରଡ଼ ବା ଭୁତ ଫିଲମର ତାଲିକା ପ୍ରସ୍ତୁତ କରିଛି । ଯାହାକୁ ଦେଖିବା ପରେ ସମ୍ପୃକ୍ତ ବ୍ୟକ୍ତି କୁ ପ୍ରାୟ ୧ ଲକ୍ଷ ଟଙ୍କା ମିଳିବ । ଏହି ପୁରସ୍କାର ଦେବ ଫାଇନାନ୍ସ ବଜ କମ୍ପାନୀ । ଏ ନେଇ ୱେବ ସାଇଟ ରେ ଘୋଷଣା କରା ଯାଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ଫିଲ୍ମ ଦେଖିବା ସମୟରେ କମ୍ପାନୀ ତରଫରୁ ସେହି ବ୍ୟକ୍ତି ର ହୃତସ୍ପନ୍ଦନ ମପାଯିବ । ଏହି ଫିଲ୍ମ ଗୁଡିକର ନାମ ହେଉଛି “ଦ ଅମିଟି ହରର”, “ଏ କ୍ୟୁଇଟ ପ୍ଲେସ”, “ଏ କ୍ୟୁଇଟ ପ୍ଲେସ ପାର୍ଟ-୨’, “କ୍ଯାଣ୍ଡିମ୍ୟାନ”, “ଇନ୍ସିଡିୟସ”, “ଦ ବ୍ଲେୟର ୱିଚ ପ୍ରୋଜେକ୍ଟ”, “ଗେଟ ଆଉଟ”, “ସିନିଷ୍ଟର”, “ଦ ଫଲିନ ପାର୍କ”, “ହାଲୋୱିନ”, “ଅନାବେଲ’ ଇତ୍ୟାଦି ।

ଏହି ସବୁ ଭୁତ ଫିଲ୍ମ ଦେଖିବା ସମୟରେ ବ୍ଯକ୍ତିର ହୃତ ସ୍ପନ୍ଦନ ମପାଯିବା ପାଇଁ ଫିଡ ବିଟ ଡିଭାଇସର ବ୍ୟବହାର କରାଯିବ । ଯେଉଁ ବ୍ୟକ୍ତି ଏହି ୧୩ଟି ଫିଲ୍ମ ଦେଖିବାରେ ବିଜେତା କରିବେ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରାଇଜ ମିଳିବ । ଫିଲ୍ମ ଦେଖିବା ସମୟରେ ଫିଡ ବିଟ ବାନ୍ଧିବା ସମୟରେ କମ୍ପାନୀ ୫୦,୦୦୦ ଡଲାର ଏକ ଉପହାର ଅଲଗା ଭାବେ ପ୍ରଦାନ କରିବ । ଏଥିପାଇଁ ଆବେଦନ ହୋଇଯିବା ବେଳେ ସେପ୍ଟେମ୍ବର ୨୬ ତାରିଖ ଯାଏଁ ଶେଷ ସମୟ ରହିଛି । ଯେଉଁ ବ୍ୟକ୍ତି ବିଜେତା ହେବ ତାର ଘୋଷଣା ଅକ୍ଟୋବର ୧ରେ କରାଯିବ ବୋଲି କମ୍ପାନୀ ପକ୍ଷ ରୁ ୱେବ ସାଇଟ ରେ ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଆମ ଲେଖାଟି ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *