ନିଜ ଶ୍ଵଶୁର ଙ୍କୁ ଏ କାହିଁକି କହିଲେ ଯୁଗର ଯମ? ଦେଖନ୍ତୁ କଣ କହୁଛନ୍ତି Tapaswini

ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ବ୍ରଂହପୁରର ଘଟଣା ରେ ତପସ୍ଵୀନି ଦାସ ଓ ଡାକ୍ତର ସୁମିତା ସାହୁଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘ ଦିନ ହେବ ଯେଉଁ ସମସ୍ୟା ଲାଗି ରହିଥିଲା ବର୍ତ୍ତମାନ ଏହି ଘଟଣା ରେ ଆସିଛି ନୂଆ ମୋଡ । କାରଣ କୋର୍ଟର ନିର୍ଦେଶ ଅନୁସାରେ ତପସ୍ଵିନୀ ଓ ସୁମିତ ଦୀର୍ଘ ୭ ଦିନ ଯାଏଁ ଏକାଠି ରହିବା କଥା । ଦୁହେଁ ଏକାଠି ରହିଲେ ମଧ୍ୟ । କିନ୍ତୁ ଯେତେବେଳେ ୭ ଦିନ ପୁରି ଗଲା ସେହି ସମୟରେ ସୁମିତ ହସ୍ପିଟାଲ ନାଁ କହି କୁଆଡେ ପଳାଇ ଯାଇଛନ୍ତି ବୋଲି ତପସ୍ଵିନୀ ଅ-ଭି-ଯୋ-ଗ କରିଥିଲେ ।

କିନ୍ତୁ ଏବେର ବଡ ଖବର ହେଉଛି ତପସ୍ଵିନୀ ତାଙ୍କ ସ୍ଵାମୀ ସୁମିତଙ୍କ ଗାୟବ ହେବା ପଛରେ ବ ଲୁଚି ରହିବା ପଛରେ ତାଙ୍କ ଶଶୁରଙ୍କର ହାତ ରହିଛି ବୋଲି ଖୁଲାସା କରିଛନ୍ତି । ତପସ୍ଵିନୀ କହିଛନ୍ତି ଯେ ତାଙ୍କ ଶଶୁର ସୁମିତଙ୍କୁ ଧମକାଇ ରଖିଛନ୍ତି । ଯଦି ସେ ତାଙ୍କ ପାଖକୁ ଆସନ୍ତି ତେବେ ତାଙ୍କର ଡାକ୍ତରୀ ଚାକିରି ଚାଲି ଯାଇପାରେ । ଯାହା ଭୟରେ ସୁମିତ କେଉଁ ଠାରେ ଲୁଚିକି ରହିଛନ୍ତି ।

ଯଦି ସୁମିତ ଓ ତପସ୍ଵିନୀଙ୍କର ଜୀବନ ପ୍ରତି ବିପଦ ଆସେ ତେବେ ଏଥିପାଇଁ ପୋଲିସ ପ୍ରସସାନ ଠାରୁ ଆରମ୍ଭ ଅଋ ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁ, ପ୍ରମିତ କୁମାର ସାହୁ ଯିଏ ତପସ୍ଵିନୀଙ୍କର ଦେଢଶୁର ଓ ଶାଶୁ ସ୍ମିତାରାଣୀ ସାହୁ ବୋଲି ତପସ୍ଵିନୀ ମତ ଦେଇଛନ୍ତି ।

ନିଜ ସ୍ଵାମୀ ସୁମିତଙ୍କ ଜୀବନ ପ୍ରତି ବିପଦ ଥିବା କଥା ଜାଣିବା ପରେ ତପସ୍ଵିନୀ ବହୁତ ଭୟଭୀତ ହୋଇ ପଡିଛନ୍ତି । ତପସ୍ଵିନୀ ସୁମିତଙ୍କୁ ଅନୁରୋଧ କରିଛନ୍ତି ଯେ ସୁମିତ ତୁମେ ଜମା ବି ଡରନି, ତୁମେ ଯେଉଁଠି ଅଛ ଭଲରେ ଥାଅ । ମୁଁ ଏ ଲଢେଇ ଆଗରୁ ଯେମିତି ଜାରି ରଖିଥିଲି ଆଗକୁ ମଧ୍ୟ ଜାରି ରଖିବି ।

ମୁଁ ତୁମକୁ ମୋ ପାଖକୁ ପୁଣି ଥରେ ଫେରାଇ ଆଣିବି ବୋଲି ବୋଲି ତପସ୍ଵିନୀ ସୁମିତଙ୍କୁ ନିବେଦନ କରି କହିଛନ୍ତି । ସୁମିତ ଭାବୁଛନ୍ତି ଯଦି ସେ ତପସ୍ଵିନୀଙ୍କ ପାଖକୁ ଫେରି ଆସିଲେ ତାଙ୍କ ମାଙ୍କର ହାର୍ଟ ସମସ୍ୟା ହୋଇଯିବ ବା ବାପା ତାଙ୍କର ଚାକିରି ଉପରେ କୌଣସି ଚା-ପ ପକାଇବେ ତେବେ ଏହା ଭୁଲ ଧାରଣା ବୋଲି ତପସ୍ଵିନୀ ଖୁଲାସା କରିଛନ୍ତି ।

ଯେତେ ବଡ ମନ୍ତ୍ରୀଙ୍କର ଚା-ପ ପଡୁ ବା ପୋଲିସର ସାହାଜ୍ଯ ନ ମିଳୁ ତଥାପି ତପସ୍ଵିନୀ ଲଢିବେ ବୋଲି କହିଛନ୍ତି । ତପସ୍ଵିନୀ କହିଛନ୍ତି ଗୋଟେ ଯୁଗରେ ସାବିତ୍ରୀ ତାଙ୍କ ସ୍ଵାମୀଙ୍କୁ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ ।

କିନ୍ତୁ ଆଜିର କଲି ଯୁଗରେ ତାଙ୍କ ଶଶୁର ପ୍ରମୋଦ ସାହୁ ହେଉଛନ୍ତି ଯମ ବୋଲି ତପସ୍ଵିନୀ କହିଛନ୍ତି । ନିଜ ଶଶୁରଙ୍କ ସହ ଲଢେଇ କରି ଯେତେ ବାଧା ଆସିଲେ ମଧ୍ୟ ନିଜର ଲଢେଇ ଜାରି ରଖିବା ସହ ନିଜର ସିନ୍ଦୁରକୁ ଫେରିବା ପାଇଁ ଅଣ୍ଟା ଭିଡିଛନ୍ତି ତପସ୍ଵିନୀ । ତପସ୍ଵିନୀ କେବେ ବି ପଛ ଘୁଞ୍ଚା ଦେବେ ନାହି ବୋଲି କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *