ଯେବେ Mahadev ଭୟାନକ କୁମ୍ଭୀରଠାରୁ ବଞ୍ଚାଇଲେ ନିଜ ଭକ୍ତର ଜୀବନ, ତା ପରେ ଯାହା ହେଲା ଦେଖନ୍ତୁ Video

ବନ୍ଧୁଗଣ, ଝାଡ଼ଖଣ୍ଡ ର ଏକ ଗାଁ ନିକଟରେ ଶୀତଳ ନାମର ଏକ ମହିଳା ରହୁଥିଲେ । ସେ ଭଗବାନ ଶିବ ଙ୍କର ମହାନ ଭକ୍ତ ଥିଲେ । ସେ ଦିନରାତି ଭକ୍ତି ରେ ଲୀନ ରହୁଥିଲେ । ସେ ନୀତିଦିନ ପ୍ରାତଃ କାଳରୁ ଉଠି ଭଗବାନ ଶିବଙ୍କ ଆକୃତି ତଥା ପାଖର ପୋଖଋ ନିକଟକୁ ଜଳ ଭରିବା ନିମନ୍ତେ ଯାଉଥିଲେ ।

ବନ୍ଧୁଗଣ ଏକ ଦିନ ଯେତେବେଳେ ପୋଖରୀରୁ ଜଳ ଭର୍ତ୍ତି କରୁଥିଲେ, ସେହି ସମୟରେ ତାଙ୍କ ପାଦ ପାଖ ର ପୋଖରୀର ଓଦା ମାଟି କାରଣରୁ ଖସିଗଲା । ଏହା ଫଳରେ ସେ ତାଲାବ ତଥା ପୋଖରୀରେ ଭିତରକୁ ଖସି ପଡିଲେ । ବନ୍ଧୁଗଣ ଯେତେବେଳେ ସେ ଛିଡା ହେବାର ପ୍ରୟାସ କରିଲେ, ସେତେବେଳେ ସେ ଦେଖିଲେ ଯେ ଏକ ବିଶାଳ ଭୟାନକ କୁମ୍ଭୀର ତାଙ୍କ ନିକଟକୁ ବଢୁଅଛି । ସେ ଏହା ଦେଖି ଅତ୍ୟଧିକ ବ୍ୟାୟାଭିତ ହୋଇଗଲେ । ଏହାପରେ ସେ ଭୟଭୀତ ହେବା କାରଣରୁ ତାଙ୍କ ଆଖି ସଂପୂର୍ଣ୍ଣ ରୂପେ ବନ୍ଧ ହୋଇଗଲା ।

ସେ ମାନିନେଲେ ଯେ, ଏବେ ତାଙ୍କର ଜୀବନ ବିପଦ ମଧ୍ୟରେ ରହିଅଛି । ସେହି ମହିଳା ଜଣକ ଚିନ୍ତା କଲେ ଯେ, ଶେଷ ସମୟରେ ସେ ଭଗବାନ ଶିବଙ୍କ ଆରାଧାନା କରିନେବି । ଏହାପରେ ମହିଳା ଜଣକ ନିଜ ପ୍ରାଣ ର ଗୁହାର ଭଗବାନ ଶିବ ଙ୍କ ଠାରେ ଲାଗାଇଲେ ଏବଂ କହିଲେ ଭଗବାନ ମୋର ରକ୍ଷା କରନ୍ତୁ । ଏହାପରେ ସେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପଢିବାକୁ ଲାଗିଲେ ।

ଏହାପରେ ସେ ଯେତେବେଳେ ଆଖି ଖୋଲିଲେ, ସେତେବେଳେ ଦେଖନ୍ତି ଯେ, ଦୂର ଦୂର ପର୍ଯ୍ୟନ୍ତ କେଉଁଠାରେ ମଧ୍ୟ କୁମ୍ଭୀର ଦୃଶ୍ୟମାନ ହେଉନାହିଁ । ସେ ଦେଖିବାକୁ ପାଇଲେ ଯେ, ସେହି ଭୟାନକ କୁମ୍ଭୀରଟି ତାଙ୍କ ୧୦ଫୁଟ ଦୁରରେ ଅଛି । ଏହାପରେ ସେ ଦେଖନ୍ତି ନା ପୋଖରୀ, ନା ଜଳ, ଏବଂ ନା ତାଙ୍କ ନିକଟକୁ ବଢୁଥିବା କୁମ୍ଭୀର । କେହି ମଧ୍ୟ ନାହାଁନ୍ତି । ବନ୍ଧୁଗଣ ମହିଳା ଜଣଙ୍କ ମନରେ ଚିନ୍ତା କରିବାକୁ ଲାଗିଲେ ଯେ ଏପରି କେଉଁ କାରଣ ବଶତ ହେଉଅଛି ।

ସେ ପୁନର୍ବାର ଚିନ୍ତା କରିଲେ ଯେ, ଏହି କ୍ଷଣି ତ ସେ ଜଳ ମଧ୍ୟାରେ ଥିଲେ, ମାତ୍ର ବର୍ତ୍ତମାନ ଜଳଠାରୁ ଅନେକ ଦୂରରେ କିଭଳି ? ସେ ସେଠାରୁ ଉଠିଲେ, ଏବଂ ନିଜ ଘରକୁ ଚାଲିଗଲେ । ଏହାପରେ ଘରେ ପହଞ୍ଚି ଯାହା ମଧ୍ୟ ଘଟଣା ଘଟିଲା ସେହି ସବୁ ସେ ତାଙ୍କ ସ୍ଵାମୀ ଙ୍କୁ କହିଲେ । ମହିଳାଙ୍କ ସ୍ଵାମୀ କହିଲେ, ସେହି ସମୟରେ ପୋଖରୀରେ କେହି ମଧ୍ୟ ରୁହନ୍ତି ନାହିଁ ।

ସେ ତୁମ୍ଭର ଏକ ଭ୍ରମ ଅଟେ । ମାତ୍ର ମହିଳା ଜଣକ ଜାଣିଥିଲେ ଯେ ଯେଉଁସବୁ ଘଟଣା ମାନ ଘଟିଲା ତାହା କୌଣସି ପ୍ରକାରର ଭ୍ରମ ନୁହେଁ । ତାହା ସତ୍ୟ ଘଟଣା ଅଟେ । ସେ ଏହା ମଧ୍ୟ ଅନୁଭବ କଲେ ଯେ, ଏହା ଭଗବାନ ଶିବ ଙ୍କର ଚମତ୍କାର ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *