ଆଜି କଳି ଜିଆଗର ଏଇ ଜମାନାରେ ମଣିଷ ଏତେ ମ-ତ-ଲ-ବୀ ହୋଇଯାଇଛି ସେ କିଛି ପଇସା ଲୋଭରେ ବହୁତ ଅ-ନ୍ୟା-ୟ କରୁଛନ୍ତି । କିଛି ଲୋକ ନିଜ ଫା-ଇ-ଦା ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖ-ରା-ପ ପ୍ରଭାବ ପକାଇ ଥାନ୍ତି ଆଉ ବହୁତ ବି-ଷ-କ୍ତ ପ-ଦା-ର୍ଥ ମଧ୍ୟ ମିଶାଇ ଥାନ୍ତି ଯାହାକି ଶରୀର ପାଇଁ ବହୁତ କ୍ଷ-ତି କାରକ ହୋଇଥାଏ ।
ଖାଇବା ପିଇବା ଜିନିଷରେ ବହୁତ ବେକାର ଜିନିଷର ମି-ଶ୍ର-ଣ କରିଥାନ୍ତି । ବି-ଶୁ-ଦ୍ଧ କଞ୍ଚା ମାଲରେ ବନାଉଥିବା ଜିନିଷ ବନାଉଥିବା ବେଳେ ଲୋକଙ୍କର ପ-ର୍ଦା ଫା-ର୍ଶ କରିବାରେ ସକ୍ଷମ ହୋଇଛନ୍ତି । ଦେଶର ଜନତାଙ୍କୁ ଜା-ଗୃ-ତ କରିବା ପାଇଁ ଆପଣଙ୍କ ପାଇଁ ଗୋଟିଏ ସି-ରି-ଜ ଚାଲୁ କରାଯାଇଛି ।
ଯେବେ ଆମେ ଘର ଖାଇବା ଖାଇ ଖାଇ ବୋର ହୋଇଯାଇଥାଉ ତେବେ ଆମେ ଟେଷ୍ଟ ବଦଳାଇବା ପାଇ ବାହାରକୁ ଖାଇବା ପାଇଁ ଯାଇଥାଉ । ଯେଉଁଠି ଖାଇବା ପାଇଁ ତନ୍ଦୁରୀ ରୁଟି ସବୁଠୁ ଅଧିକ ପସନ୍ଦ କରାଯାଇଥାଏ । କିନ୍ତୁ ବିନା ଜାଣି ବା ପରଖି ସେଇ ହୋଟେଲରେ ଖାଇବା ପୂର୍ବରୁ ଗୋଟେ ଥର କିଚେନରେ ନଜର ମା-ର-ନ୍ତୁ । ଗୋଟିଏ ଘ-ଟ-ଣା ରହିଛି 18 ମାର୍ଚ ୨୦୨୧ ର ଦିଲ୍ଲୀର ଖାୟାଲା ରେ ଚାନ୍ଦ ନାମକ ଗୋଟିଏ ଢାବରେ ବହୁତ ଘୃ-ଣି-ତ ଘ-ଟ-ଣା ଦେଖିବାକୁ ମିଳିଥିଲା । ଏଠାରେ ଦୁଇଟି ଲୋକ ରୋଟି ବନାଉଥିବା ସମୟରେ ରୋଟିରେ ଛିପ ଲଗାଇ ତାକୁ ବନାଉ ଥିଲେ ।
ଆଉ ଏହି ଭି-ଡି-ଓ ବହୁତ ଭା-ଇ-ରା-ଲ ହୋଇଥିଲା । ଆଉ ସେଇ ଦୁଇଟି ଲୋକଙ୍କୁ ଗି-ର-ପ୍ତା-ର କରଯାଇଥିଲା । ଆଉ ଏମିତି ଗୋଟେ ଘ-ଟ-ଣା ୧୧ ମାର୍ଚକୁ ଉତ୍ତର ପ୍ରଦେଶରେ ଗଜିଆବାଦ ସ୍ଥିତ ଭୋଜପୁରର ଗୋଟିଏ ଘ-ଟ-ଣା ସାମ୍ନାକୁ ଆସିଥିଲା । ଯେଉଁଠି ଗୋଟିଏ ଶଗାଇ ପ୍ରୋ-ଗ୍ରା-ମ-ରେ ତନ୍ଦୁରୀ ରୁଟି ବନାଉ ଥିବା ଯୁବକ ଛିପ ଲଗାଇ ତନ୍ଦୁରୁ ବନାଉଥିଲେ । ଏମାନଙ୍କର ମଧ୍ୟ ଭି-ଡି-ଓ ଭା-ଇ-ରା-ଲ ହେଲା ପରେ ଏମାନଙ୍କୁ ଜେ-ଲ ଯିବାକୁ ପଡି ଥିଲା ।
ଠିକ ଏହି ପ୍ରକାର ମେ-ରେ-ଟ-ର ଆରୋମା ଗାର୍ଡେନରେ ଗୋଟିଏ ପା-ର୍ଟି ଚକିଥିବା ସମୟରେ ଲୋକଟି ଛିପ ପକାଇ ରୁଟି ବନାଉଥିଲା । ଏହା ପରେ ଲୋକ ମାନେ ତାକୁ ବହୁତ ପି-ଟି-ଲା ପରେ ପୋ-ଲି-ସ-କୁ ଦେଇଥିଲେ । ଖାଲି ଟିକେ ଭାବନ୍ତୁ ଏହି ମ-ହା-ମା-ରୀ ସମୟରେ ଏମିତି ଖାଇବା ଆମ ପାଇଁ କେତେ କ୍ଷ-ତି କାରକ ହୋଇପାରେ ।
ଆମର ସଜେସନ ଏହା ରହିବ ଆପଣ ବାହାର ଖାଦ୍ଯ ଖାନ୍ତୁ କିନ୍ତୁ ଖାଇବା ପୂର୍ବରୁ ଥରେ ହୋଟେଲ ବା ରେଷ୍ଟୁରାଣ୍ଟ ଉପରେ ନଜର ଥରେ ମା-ର-ନ୍ତୁ । ଆଉ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏମିତି ଲୋକଙ୍କୁ କଣ ସଜା ଦେବା ଦରକାର ।
ଆଉ ଗୋଟେ ଜାଗାରେ ଆପଣ ଦେଖିବେ ଜଣେ ମହିଳା ରେଷ୍ଟୁରାଣ୍ଟ ମାଲିକାଣୀ ନିଜ କ-ଷ୍ଟ-ମ-ର ସ ଅ-ଭ-ଦ୍ର ବ୍ୟବହାର କରିବାର ଦେଖିବାକୁ ମିଳୁଛି । ଏହାର କାରଣ ଜାଣିବା ପାଇଁ ଭି-ଡି-ଓ ଦେଖନ୍ତୁ ।
ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।