ଏମିତି ଆଇନ ଅଧିକାର ଯାହା ସବୁ ଭାରତୀୟ ଲୋକଙ୍କୁ ଜାଣିବା ଉଚିତ

ଆଇନ କାନୁନ ଭାରତରେ ବହୁତ ସକ୍ରିୟ ଅଟେ, ତେବେ ଭାରତୀୟ ଜନତାକୁ ନିଜ ଶକ୍ତି ଓ ଅଧିକାର ବିଷୟରେ ଜାଣିବା ଉଚିତ ନଚେତ ଅନ୍ୟ ଲୋକ ଏହାର ଲାଭ ଉଠାଇ ଥାନ୍ତି ଓ ଆପଣଙ୍କୁ ଅସୁବିଧା ରେ ପକାଇ ପାରନ୍ତି । ତେବେ ଦୁନିଆ ରେ ବହୁତ କମ ଏମିତି ଲୋକ ଅଛନ୍ତି ଯିଏ ନିଜ ମୌଳିକ ଅଧିକାର ବିଷୟରେ ଜାଣିଛନ୍ତି ।

Image Courtesy: Google

୧. ଡ୍ରାଇଭିଙ୍ଗ କରିବା ସମୟରେ ଯଦି ଆପଣଙ୍କ ୧୦୦ଏମଏଲ ବ୍ଲଡ ରେ ଅଲ୍କୋହଲ ଲେବଲ ୩୦ଏମଜି ଠାରୁ ଅଧିକ ଥାଏ ତେବେ ପୋଲିସ ବିନା ୱାରନ୍ତ ଆପଣଙ୍କୁ ଗିରଫତାର କରି ପାରିବେ। ସେକ୍ସନ – ୧୮୫, ୨୦୨

୨. କୌଣସି ମହିଳାଙ୍କୁ ସନ୍ଧ୍ୟା ୬ରୁ ପରେ ଓ ସକାଳେ ୬ ଆଗରୁ ଗିରଫତାର କରା ଯାଇ ପାରିବ ନାହିଁ । ସେକ୍ସନ – ୪୬

୩. କୌଣସି ପୋଲିସ ଅଫିସର ଏଫଆଇଆର ଲେଖିବାରୁ ମନା କରି ପାରିବେ ନାହିଁ, ଏମିତି କରିବା ଦ୍ଵାରା ସେହି ପୋଲିସକୁ ୬ ମାସ ଠାରୁ ୧ ବର୍ଷ ପାଇଁ ଜେଲ ହୋଇଯିବ । ସେକ୍ସନ – ୧୬୬ ଏ

Image Courtesy: Google

୪. କୌଣସି ହୋଟେଲ ହେଉ ୫ ଷ୍ଟାର ହେଉ ବା ଅନ୍ୟ ହୋଟେଲ କେହି ଆପନାଙ୍କୁ ଫ୍ରି ପାଣି ପିବାରୁ ଓ ବସରୁମ ବ୍ୟବହାର କରିବାରୁ ଅଟକେଇ ପାରିବ ନାହିଁ ।

ଅଧିନିୟମ ୧୮୮୭

୫. କୌଣସି ବିବାହିତ ବ୍ୟକ୍ତି ଅବିବାହିତ ଝିଅ ବା ବିଧବା ମହିଳା ସହ ତାଙ୍କ ସହମତି ଠାରୁ ଶାରୀରିକ ସମ୍ବନ୍ଧ ରଖନ୍ତି ତେବେ ଏହା ଅପରାଧ ଶ୍ରେଣୀ ରେ ଆସିନଥାଏ । ଧାରା ୪୯୮

୬. ଯଦି କୌଣସି ବାଳିକ ଝିଅ ଓ ପୁଅ ନିଜ ଇଛା ରେ ଲିଭ ଇନ ରିଲେସନ ରେ ରହିବା ପାଇଁ ଚାହନ୍ତି ତେବେ ଏହା କୌଣସି ଅପରାଧ ନୁହ, ଗେର କାନୁନି ନୁହ । ଏହି ଭଳି ଦୁଇ ଜଣଙ୍କ ସନ୍ତାନ କେବେ ଗେର କାନୁନି ନାହିଁ ଆଉ ଏହା ଦ୍ଵାରା ଜନ୍ମ ହୋଇଥିବା ସନ୍ତାନକୁ ନିଜ ବାପା ସମ୍ପତ୍ତି ଉପରେ ଅଧିକାର ହୋଇଥାଏ ।

Image Courtesy: Google

୭. ଜଣେ ପୋଲିସ ଅଧିକାରୀ ସବୁବେଳେ ଡ୍ଯୁଟି ରେ ଥାନ୍ତି, ତେବେ ସେ ୟୁନିଫର୍ମ ପିନ୍ଧିବା ବା ନୁହ, ଯଦି କୌଣସି ବ୍ୟକ୍ତି ଏହି ଅଧିକାରୀକୁ ଅଭିଯୋଗ କରୁଛନ୍ତି ତେବେ ଅଧିକାରୀ କେବେ ପୀଡିତକୁ ମନା କରି ପାରିବେ ନାହିଁ ସେ ଡ୍ଯୁଟିରେ ନାହାନ୍ତି ଏହାର ବାହାନା କରି ପାରିବେ ନାହିଁ ।

୮. କୌଣସି କମ୍ପାନି ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର କରି ପାରିବେ ନାହିଁ, ଏମିତି କରିବା ଦ୍ଵାରା ୩ ବର୍ଷ ପର୍ଯ୍ୟନ୍ତ ସଜା ହୋଇପାରେ ।

Leave a Reply

Your email address will not be published. Required fields are marked *