Ollywood ଅଭିନେତ୍ରୀ Jhilik Bhattacharya କଲେ ଅନୁରୋଧ! Abhishek ଙ୍କୁ ସାହାର୍ଯ୍ୟ ପାଇଁ , କହିଲେ କିଛି ଏମିତି କି…ଆପଣ ବି ଶୁଣି କରିବେ ପ୍ରଶଂସା, ଦେଖନ୍ତୁ ଭାଇରାଲ Video

ଝିଲିକ ଭଟ୍ଟାଚାର୍ୟ ଯିଏକି ଓଡିଆ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ସେ ବି ଅଭିଷେକଙ୍କ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି । କହିବାକୁ ଗଲେ ଝିଲିକ ଭଟ୍ଟାଚାର୍ୟଙ୍କୁ ଆପଣମାନେ ଓଲିଉଡର ବହୁତ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ।

କିନ୍ତୁ ବିବାହ କରିବା ପରେ କ୍ୟାମେରା ସାମ୍ନାରେ ସେ ବହୁତ କମ ନଜର ଆସୁଛନ୍ତି । କହିଦେଉଛୁ କି ସେ ପ୍ରୀତିରଞ୍ଜନ ଘଡେଇଙ୍କୁ ବିବାହ କରିଛନ୍ତି । ଯିଏକି ଜଣେ ରାଜନେତା ଅଟନ୍ତି । ଗତକାଲି ସେ ଏକ ମିଡିଆ ଚ୍ୟାନେଲ ମାଧ୍ୟମରେ ଅଭିଷେକଙ୍କୁ ସାହାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଥିବାର ନଜର ଆସୁଥିଲେ । ସେ ନିଜର ଏହି ଭିଡିଓରେ କହୁଛନ୍ତି କି କିଛି ଦିନ ହେବ ଆମେ ସମସ୍ତେ ଗୋଟିଏ ନ୍ୟୁଜକୁ ବାରମ୍ବାର ଦେଖୁଛୁ ।

ଅଭିଷେକ ମହାପାତ୍ର ଯିଏକି ଜଣେ ନୂତନ ବିବାହିତ ବ୍ୟକ୍ତି ସେ ଦୁଇ ଦିନ ପୂର୍ବରୁ ଏୟାରଲିଫ୍ଟ କରି କଲିକତା ଚିକିତ୍ସା କରିବା ପାଇଁ ଯାଇଛନ୍ତି । ଯେତେବେଳେ ତାଙ୍କର ସ୍ତ୍ରୀ ନିଜ ସ୍ଵାମୀଙ୍କର ଚିକିତ୍ସା ନିମନ୍ତେ ଆର୍ଥିକ ରୂପରେ ସମସ୍ତଙ୍କୁ ସାହାର୍ଯ୍ୟ ମାଗୁଛନ୍ତି ତେବେ ମୋତେ ବହୁତ କଷ୍ଟ ହେଲା । ଏମିତିରେ ମୁଁ ବି ଆଗକୁ ଆସି ତାଙ୍କୁ ସାହାର୍ଯ୍ୟର ହାତ ବଢାଇଛି । ଝିଲିକ ଭଟ୍ଟାଚାର୍ୟ ଆଗକୁ କହିଲେ କି ସେ ନିଜର ସାମର୍ଥ୍ୟ ଅନୁସାରେ ମୌସୁମୀଙ୍କୁ ସାହାର୍ଯ୍ୟ କରିଛନ୍ତି ।

ଏହା ସହିତ ସେ ଅନ୍ୟ ସମସ୍ତଙ୍କୁ ଅନୁରୋଧ ବି କରିଛନ୍ତି ସମସ୍ତେ ଅଳ୍ପ ଅଳ୍ପ କରି ତାଙ୍କୁ ସାହାର୍ଯ୍ୟ କରନ୍ତୁ । ସେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି କି ଅଭିଷେକ ବହୁତ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ । ସେ ଆଗକୁ କହିଲେ ସେ ଆମ ଓଡିଶାର ପିଲା ଓ ସେ ବହୁତ ଜଲ୍ଦି ନିଜ ଘରକୁ ଫେରି ଆସନ୍ତୁ ମୁଁ ଏହି କାମନା କରୁଛି । ଆମେ ସମସ୍ତେ ଅଳ୍ପ ଅଳ୍ପ ସାହାର୍ଯ୍ୟ କରି ତାଙ୍କ ନିକଟରେ ଛିଡା ହୋଇ ପାରିବା ।

ଏହା ସହିତ କୋବିଡ ଭଳି ମହାମାରୀ ମଧ୍ୟରେ ଯଦି ଆମେ କାହାକୁ ସାହାର୍ଯ୍ୟ କରୁଛୁ ତେବେ ଏହା ଠାରୁ ବଡ କଥା ଆଉ କିଛି ନୁହେଁ । ଯଦି ଆଜି ଆମେ କାହାକୁ ସାହାର୍ଯ୍ୟ କରୁଛୁ ତେବେ କାଲି ଯଦି ଆମେ କୌଣସି ଅସୁବିଧାରେ ପଡିବା ତେବେ ଭଗବାନ ବି ଆମ ନିକଟରେ କାହାକୁ ନା କାହାକୁ ସାହାର୍ଯ୍ୟ କରିବା ପାଇଁ ପଠାଇବେ ।

ସେ ସମସ୍ତଙ୍କୁ ଅନୁରୋଧ କରି ଶେଷରେ କହିଲେ କି ଦୟାକରି ଆପଣ ସମସ୍ତେ କିଛି କିଛି ସାହାର୍ଯ୍ୟ କରନ୍ତୁ । କହିଦେଉଛୁ କି ଅଭିଷେକଙ୍କ ଚିକିତ୍ସା କଲିକତାରେ ଆରମ୍ଭ ହୋଇଯାଇଛି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ କେମିତି ଅଛି ଏହାକୁ ନେଇ ସଠିକ କୌଣସି ସୂଚନା ମିଳି ନାହିଁ ।

ଆପମେ ଆପଣଙ୍କୁ କହି ରଖୁଚୁ କି ବର୍ତ୍ତମାନ ସମୟରେ ମଧ୍ୟ ଅଭିଷେକ ଙ୍କୁ ଆପଣଙ୍କ ସହାୟତା ଏକ ନୂତନ ଜୀବନ ଦାନ ଦେଇପାରେ । ଦୟାକରି ତାଙ୍କୁ ସହାୟତାର ହାତ ବଢାନ୍ତୁ ଓ ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯେପରି ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *