ଦୁଇ ପ୍ରେମୀ ଯୁଗଳଙ୍କ ଆକୁଳ ନିବେଦନ! ବାପାଙ୍କୁ ଅନୁରୋଧ କରି କିଛି ଏମିତି କହିଲା ଝିଅ ଶୁଣି ଆପଣ ବି କାନ୍ଦି ପକାଇବେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପ୍ରେମିକ ସହ ଝିଅଟି ପଳାୟନ କରିବା ପରେ ନିଜ ବାପାଙ୍କୁ ଏହି ଭଳି କହିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଟି ହେଉଛି ବୈଶାଳୀ ଜିଲ୍ଲାରେ ପ୍ରେମୀ ଯୁଗଳଙ୍କ ଏହି ଭିଡିଓ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ହୋଇଛି । ଏହି ଭିଡିଓ ରେ ଝିଅଟି ନିଜକୁ ସାଂସଦଙ୍କ ଭଉଣୀ ବୋଲି ପରିଚୟ ଦେଇଛନ୍ତି । ଏହା ସହ ନିଜ ଜୀବନ ପ୍ରତି ବିପଦ ଥିବାର ଝିଅଟି କହିଛନ୍ତି । ସୂଚନା ଯୋଗ୍ୟ କି ଝିଅଟି ଜିମ ଟ୍ରେନରଙ୍କ ସହ ଘରୁ ପଳାୟନ କରି ବିବାହ କରି ସାରିଛନ୍ତି । ଏହି ଦୁଇ ପ୍ରେମୀ ଯୁଗଳ ରାଜସ୍ଥାନରେ ରୁହନ୍ତି ।

ଦୁହେଁ ରାଜସ୍ଥାନରୁ ଖସି ଆସି ବିହାରରେ ଲୁଚି ରହିଥିଲେ । ବିହାର ପୋଲିସ ତାଙ୍କୁ ଖୋଜିବା ସହ ତାଙ୍କ ପ୍ରତି ନି-ର୍ଯା-ତ-ନା ହେଉଛି ବୋଲି ଝିଅଟି ରାଏ ଦେଇଛନ୍ତି । ଏହା ସହ୍ୟ ନ କରିପାରି ଝିଅଟି ଏପରି ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଝିଅଟି କହିଛନ୍ତି ଯେ ବାପା ମୁଁ ମାନୁଛି ବହୁତ ବଡ ଭୁଲ ମୋ ଦ୍ଵାରା ହୋଇଛି । ମୁଁ ଆପଣଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଏହି ପୁଅ ସହ ପଳାଇ ଆସି ବିବାହ କରିଛି । କାରଣ ମୁଁ ସେ ପୁଅକୁ ବହୁତ ଭଲ ଆପେ ତା ବିନା ମୁଁ ବଞ୍ଚି ପାରିବିନି ।

ଆପଣ ଯେଉଁ ସାଂସଦ ଲଗାଇ ପାୱାର ଦେଖାଇ ଆମକୁ ହଇରାଣ କରୁଛନ୍ତି ତାହା ବନ୍ଦ କରି ଦିଅନ୍ତୁ । ପାପା ପ୍ଳିଜ ଏ ସବୁ ବନ୍ଦ କରି ଦିଅ । କାରଣ ପୋଲିସ ଆମ ଦୁହିଙ୍କୁ ସବୁଠାରେ ଖୋଜୁଛି । ଆମେ ଦୁହେଁ ହାଇଆରଣ ହେଉଛି ଓ ନି-ର୍ଯା-ତ-ନା ସହୁଛୁ ତେଣୁ ଏ ସବୁ ବନ୍ଦ କରି ଦିଅନ୍ତୁ । ଆମେ ଚାରି ଦିନ ହେବ କିଛି ଖାଇନୁ କି ପିଇନୁ । ଆମେ କେବଳ ଲୁଚିକି ରାହୁଛୁ । ମୋତେ ଏହି ପୁଅ ସହ ସାରା ଜୀବନ ରହିବାକୁ ଦିଅ ପ୍ଳିଜ ପାପା । ଆପଣ ଆଗରୁ ମୋତେ ଘରେ ଯେମିତି ନି-ର୍ଯା-ତ-ନା ଦେଇ ଘରେ ବନ୍ଦୀ କରି ଅନ୍ୟ ପିଲା ସହ ବିବାହ କରିବାକୁ ଚାହୁଁଥିଲେ ତାହା ମୁଁ ଚାହୁଁ ନ ଥିଲି ।

କାରଣ ମୁଁ ଏ ପିଲାକୁ ଭଉତ ଭଲ ପାଏ । ପ୍ଳିଜ ପାପା ଆମକୁ ନି-ର୍ଯା-ତ-ନା ଦେବା ବନ୍ଦ କରନ୍ତି ଓ ଆମକୁ ଖୋଜିବା ବନ୍ଦ କରି ଦିଅନ୍ତୁ । ଏହିଭଳି ଭାବେ ଝିଅଟି ନିଜର ପ୍ରତିକ୍ରିୟା ଏହି ଭିଡିଓରେ ଦେଇଛନ୍ତି । ସୂତ୍ରରୁ ଜଣା ପଡିଛି ପୋଲିସ ଏହି ଦୁଇ ପ୍ରେମୀଙ୍କୁ ବୁଝାଇ ପରିବାରକୁ ହସ୍ତାନ୍ତର କରିଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି କଣ ଦୁଇ ପରିବାର ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରିବେ ? ଆଗକୁ ଆଉ କଣ ତାଙ୍କ ପରିବାର ଲୋକେ କରିବେ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ତେବେ ଏହି ଘଟଣାରୁ ଆଜିକାଲିର ଯୁବପିଢି ଓ ତାଙ୍କର ପରିବାର କଣ କରିବା ଉଚିତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *