ଦେଖନ୍ତୁ Video: ଏମିତି ବି ଆସେ ମୃତ୍ୟୁ ! ଚାହୁଁ ଚାହୁଁ ଚାଲିଗଲା ଜୀବନ । ମାତ୍ର ୩୦ ସେକେଣ୍ଡ ଭିତରେ ମାଡିଆସିଲା ମୃତ୍ୟୁ… CCTVରେ କଏଦ ହେଲା ଭୟଙ୍କର ଦୃଶ୍ୟ

ନମସ୍କାର ବନ୍ଧୁଗଣ । ମଣିଷ ଜୀବନ ହେଉଛି ପାଣି ଫୋଟକା ଭଳି । ମଣିଷର କେତେବେଳେ କେଉଁ ମୂହୁର୍ତ୍ତରେ କଣ ଘଟିବ ତାହା କେହି ଜାଣି ନାହାନ୍ତି । ମଣିଷ ଜୀବନ ଏବେ ଅଛି ତ ଆଉ କିଛି କ୍ଷଣ ପରେ ନ ଥିବ । ଏ କଥା ଟି ଯିଏ କହିଥାନ୍ତୁ ନାଁ କାହିଙ୍କି ତାହାର ଜ୍ଵଳନ୍ତ ଚିତ୍ର ବର୍ତ୍ତମାନ ସାମନାକୁ ଆସିଛି ।

ଆଖି ପିଛୁଳାକେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଛି ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରିବେ ନାହି । ଆଜିର ଆମର ଏହି ଲେଖାରେ ରହିଛି ଏଭଳି ଏକ ବିଚିତ୍ର ଓ ମ-ର୍ମ-ଦା-ୟ-କ ଘ-ଟ-ଣା । ତେବେ ଆସନ୍ତୁ ଜାଣିବା ପୁରା ଘ-ଟ-ଣା କଣ ରହିଛି ।

ଏହି ଭି-ଡି-ଓ ରେ ଜଣେ ବୃଦ୍ଧ ବ୍ୟକ୍ତି ଯାହାଙ୍କର ନାଁ ହେଉଛି ବାସୁଦେବ ବାରିକ । ତାଙ୍କର ଘର ହେଉଛି ଭୁବନେଶ୍ବର ଉପକଣ୍ଠ ପ୍ରତାପ ଶାସନ ପଞ୍ଚାୟତ ହନୁମନ୍ତ ପାଟଣା ଗାଁ ରେ ଯେଉଁଠାରେ ସେ ନିଜ ପରିବାର ସହ ବାସ କାରନ୍ତି । ସୂଚନା ଅନୁସାରେ ବାସୁଦେବ ବାରିକ କିଛି ଜରୁରୀ ସାମଗ୍ରୀ ପାଇଁ ଉତ୍ତରା ଛକକୁ ଆସିଥିଲେ । ଏହା ପରେ ସେ କିଛି ଜିନିଷ ନିଜ ସ୍କୁଟରରେ ରଖିଥିଲେ । ଏହା ପରେ ଅଚାନକ ସେ ରାସ୍ତାରେ ଅଚେତ ହୋଇ ପଡି ଯାଇଥିଲେ ।

ସେଠାରେ ଥିବା କିଛି ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ । ହସପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ମାତ୍ର ୩୦ ସେକେଣ୍ଡ ମଧ୍ୟରେ ବାସୁଦେବ ବାରିକଙ୍କର ଅଚାନକ ପ୍ରା-ଣ ବା-ୟୁ ଉ-ଡି-ଗ-ଲା ଯାହା କେହି କେବେ ଭାବି ନ ଥିବେ । ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ଜୀବନର ମୂଲ୍ୟ କଣ ରହିଛି । ପାଣି ଫୋଟକା ପରି ଜଣେ ଭଲ ଥିବା ବ୍ୟକ୍ତିଙ୍କର ଅଚାନକ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ମୃ-ତ୍ୟୁ ହୋଇଛି ।

ଏହି ଭି-ଡି-ଓ ରୁ ଜଣା ପଡୁଛି ଯେ ୩୦ ସେକେଣ୍ଡ ପୂର୍ବରୁ ସଚଳ ଥିବା ବ୍ୟକ୍ତି ଜଣକ କିଛି କ୍ଷଣକ ମଧ୍ୟରେ ନିସ୍ତେଜ ହୋଇ ରାସ୍ତାରେ ପଡିବା ଯୋଗୁ ତାଙ୍କର ହଟାତ ମୃ-ତ୍ୟୁ ହୋଇଛି । ସମସ୍ତଙ୍କ ଆଖି ଆଗରେ ଚାହୁଁ ଚାହୁଁ ଜୀବନ ଚାଲି ଯାଇଛି ।

ତେଣୁ ମଣିଷ ଜୀବନରେ କେତେବଳେ କଣ ହୋଇଯିବ ତାହା କହିବା ସମ୍ଭବ ନୁହେ । ଏହି ଭି-ଡି-ଓ ରୁ ସ୍ପଷ୍ଟ ହେଉଛି ଯେ ମୃ-ତ୍ୟୁ ଏମିତି ବି ହୋଇପାରେ ଯାହା କେହି କେବେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିବେ ।

ଏହି ଘ-ଟ-ଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *