ମା’ ସାଜିଲା ରା-କ୍ଷ-ସୀ, ନିଜ 2 ବର୍ଷର ଛୁଆକୁ ପି-ଟି ପି-ଟି କରୁଥିଲା ଭିଡିଓ, ପୁରା ଭାଇରାଲ Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

ଯଦି କୌଣସି ପୁଅ କିମ୍ବା ଝିଅକୁ ଦୁନିଆରେ ସବୁଠୁ ଅଧିକ ଭଲ ପାଏ ତେବେ ସେ ହେଉଛି ତାର ମା । ମା ନିଜର ସନ୍ତାନ ପାଇଁ କୌଣସି ବି ସୀମା ପାର କରି ପାରେ । ଯାହାର କି ବହୁତ ଉଦାହରଣ ବି ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଗୋଟିଏ ମା ନିଜର ହିଁ ସନ୍ତାନକୁ ମା-ରୁ-ଛି । ଏହି ମହିଳା ଜଣକ ମା ର ମମତାରେ କ-ଳ-ଙ୍କ ଲଗାଇ ଦେଇଛି ।

ନିଜ ପେଟର ସନ୍ତାନକୁ ହିଁ ଏହି ମହିଳା ଜଣକ ନି-ର୍ଯା-ତ-ନ ଦେଉ ଥିଲା । ଯାହା ବିଷୟରେ କୌଣସି ମା କେବେ ଚିନ୍ତା ବି କରେ ନାହିଁ, କିନ୍ତୁ ଏହି ମହିଳା ଜଣକ ଏହିଭଳି କାମ କରୁଛି । ମହିଳା ଜଣକ ନିଜ ସ୍ଵାମୀ ଠାରୁ ପ୍ର-ତି-ଶୋ-ଧ ନେବା ପାଇଁ ନିଜର ପିଲାକୁ ମା-ରୁ-ଥି-ଲା ।

ଯଦି ଆପଣ ଏହାର ଭି-ଡି-ଓ ଦେଖିବେ ତେବେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ ଓ ମହିଳା ପ୍ରତି ରା-ଗ । ଗୋଟିଏ ଭି-ଡି-ଓରେ ମହିଳା ଜଣକ ନିଜ ପିଲାର ମୁହଁକୁ ମା-ରି ମା-ରି ତାକୁ ର-କ୍ତା-କ୍ତ କରି ଦେଉଛି । ବିଚାରା ପିଲାଟି ଚି-ତ୍କା-ର କରି କାନ୍ଦୁଛି । ଅନ୍ୟ ଏକ ଭି-ଡି-ଓରେ କୁନି ପିଲାର ଛୋଟ ଛୋଟ ଗୋଡକୁ ମା ମା-ରି ଚାଲିଛି । ନିଜର ହିଁ ସନ୍ତାନକୁ ଏହିଭଳି ନି-ର୍ଯା-ତ-ନା ଦେବା ଘଟଣା ବର୍ତ୍ତମାନ କେବଳ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ନୁହେଁ ପୁରା ଭାରତରେ ଚ-ର୍ଚା-ର ବିଷୟ ହୋଇ ଯାଇଛି ।

Loading...

ଏହି ଭି-ଡି-ଓ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଏହି ମହିଳାଙ୍କୁ ଗି-ର-ଫ କରାଯାଇଛି । ମହିଳା ଜଣକ ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲା ଗାଁର ଅଟେ ଓ ମହିଳାର ନାଁ ତୁଲସୀ କିନ୍ତୁ କାମ ପୁରା ବିଛୁଆତି ପତ୍ର ଭଳି । ମହିଳା ଜଣକ ତାମିଲନାଡୁର ଏକ ଯୁବକକୁ ବିବାହ କରିଥିଲେ । ବିବାହ ପରେ ଦୁଇ ଜଣଙ୍କର ଗୋଟିଏ ଚାରି ବର୍ଷର ଓ ଦୁଇ ବର୍ଷର ପୁଅ ଅଛି । କିଛି ମାସ ତଳେ ଉଭୟଙ୍କ ମଧ୍ୟରେ ଝ-ଗ-ଡା ହେବା ପରେ ତୁଲସୀ ନିଜ ଗାଁକୁ ଫେରି ଆସିଲା ।

ସେ ନିଜର ସ୍ଵାମୀ ଠାରୁ ପ୍ର-ତି-ଶୋ-ଧ ନେବା ପାଇଁ ନିଜର ହିଁ ସନ୍ତନାମାନଙ୍କୁ ନି-ର୍ଯା-ତ-ନା ଦେଇ ତାହାର ଭି-ଡି-ଓ କରି ସ୍ଵାମୀକୁ ଛାଡୁ ଥିଲା । କିନ୍ତୁ ଏହି ମାମଲାରେ ତୁଲସୀର ସ୍ଵାମୀ ଚୁପ ନ ବସି ପୋ-ଲି-ସ-କୁ ସହୟତା ମା-ଗି ଥିଲା । କିନ୍ତୁ ଅଲଗା ଅଲଗା ରାଜ୍ୟ କାରଣରୁ ବହୁତ ଅସୁବିଧା ହୋଇଥିଲା ।

ଏହା ପରେ ସେ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ସମସ୍ତ ଭି-ଡି-ଓକୁ ଛାଡି ଦେଲେ । ଏହି ଭି-ଡି-ଓ ବିଷୟରେ ଜାଣିବା ପରେ ତାମିଲନାଡୁର ମୁଖ୍ୟ ମନ୍ତ୍ରୀ ଏମ କେ ଷ୍ଟା-ଲି-ନ ମହିଳାଙ୍କୁ ଗି-ର-ଫ କରିବାକୁ ପାଇଁ ପୋ-ଲି-ସ-କୁ ଆଦେଶ ଦେଲେ ଓ ପୋ-ଲି-ସ ଆନ୍ଧ୍ର ଆସି ମହିଳାଙ୍କୁ ଗି-ର-ଫ କରିବା ସହ ପିଲାମାନଙ୍କୁ ଉ-ଦ୍ଧା-ର କରି ବାପା ନିକଟକୁ ଦେଇଛନ୍ତି ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *