Special Story: ଏମିତି ଏକ ଗାଁ ଯେଉଁଠି ଜନ୍ମ ହୁଅନ୍ତି କେବଳ IAS ଅଧିକାରୀ, କଣ ସେମାନଙ୍କ ସଫଳତାର ରହସ୍ୟ ଜାଣନ୍ତୁ !

ଅନେକ ପିଲା ମାନେ ଅଛନ୍ତି ଯେଉଁ ମାନେ ନିଜର ସ୍ଵପ୍ନ ପୂରଣ କରିବା ଖୁବ ପରିଶ୍ରମ କରନ୍ତି । ସେମାନେ ନିଜ ପରିଶ୍ରମରେ ନିଜ ଲକ୍ଷ କୁ ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଆମ ଦେଶରେ ଏଭଳି ଅନେକ ପିଲା ମାନେ ଅଛନ୍ତି ଯେଉଁ ମାନେ ପ୍ରଶାନ କ୍ଷେତ୍ରରେ ଚାକିରି ପାଇବା ପାଇଁ ଚାହାଁନ୍ତି । ଏବେ ଏହା ପାଇଁ UPSC ପରୀକ୍ଷାରେ ଅଧିକରୁ ଅଧିକ ପିଲା ମାନେ ଖୁବ ପ୍ରତିଯୋଗୀତା କରୁଛନ୍ତି ।

କିଛି ଛାତ୍ର ଛାତ୍ରୀ ଏଥିରେ ଉତ୍ତୀର୍ଣ୍ଣ ହେବା ବେଳେ । ଅନେକ ପିଲା ମାନେ ବିଫଳ ହୋଇ ଯାଇଥାନ୍ତି । ଆମେ ଆଜି ଏହି ଭଳି ଏକ ଗାଁ ନାମ କହିବା ପାଇଁ ଯାଉଛୁ କି ଯେଉଁ ଠାରେ ପିଲା ମାନେ କେବଳ ପ୍ରଶାସନ ଅଧିକାରୀ ହେବା ପାଇଁ ନିଜର ସ୍ଵପ୍ନ ଦେଖନ୍ତି ।

କେବଳ ସେତିକି ନୁହେଁ ସତରେ ଦେଖିବା କୁ ଗଲେ ଏହି ଗାଁ ର ଲୋକମାନେ ପ୍ରଶାନ ଅଧିକାରୀ ହୋଇ ଗାଁ ର ନାମ କୁ ଖୁବ ଉପରକୁ ନେଇଛନ୍ତି । ଏହା ସହ ଏବେ ମଧ୍ୟ ସେହି ଗାଁ ର ପିଲାମାନେ ପ୍ରଶାସନ ଅଧିକାରୀ ହେବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଏହି ଗ୍ରାମ ହେଉଛି ଉତ୍ତର ପ୍ରଦେଶ ଯୋଦ୍ଧପୁରାଜିଲ୍ଲାର ମାଲୋକୋଟି ଗାଁ ଏହି ଗାଁ ରେ ଅଧିକରୁ ଅଧିକ ପିଲା ମାନେ ପ୍ରଶାସନ ଅଧିକାରୀ ଅଛନ୍ତି ।

ଏହି ଗାଁ ରେ ମୋଟା ମୋଟି ୭୫ ଟି ଘର ଅଚ୍ଛି । କହିବା ପାଇଙ୍ଗଲେ ଏହି ଗାଁ ର ସବୁ ଘରୁ ଜଣେ ଜଣେ ପ୍ରଶାସନ ଅଧିକାରୀ ଅଛନ୍ତି । ଏହି ଗାଁ ରେ ଏବେ ଭି ପିଲା ମାନେ ପ୍ରଶାସନ ଅଧିକାରୀ ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ୧୯୫୨ ମଶିହାରେ ଏହି ଗାଁ ରେ ପ୍ରଥମ ପ୍ରଶାସନିକ ଆଧିକାରୀ ହେବାରେ ସଫଳ ହୋଇଥିଲା ।

ଏହା ପରେ ଏହି ଗାଁ ରେ ସବୁ ପ୍ରକାର ଘରେ ରହୁଥିବା ପିଲାମାନେ ଏହି ଚାକିରି କରିବା ପାଇଁ ଚାହିଁ ଥିଲେ । ଏହା ପରେ ଏହି ଗାଁ ରୁ ଗୋଟେ ପରିବାର ରୁ ୪ ଭାଇ ମାନେ ପ୍ରଶାସନ ଅଧିକାରୀ ହୋଇଥିଲେ । ପ୍ରଥମେ ୧୯୫୫ ରେ ବିନୟ ସିଂ ପ୍ରଶାସନ ଅଧିକାରୀ ଭାବେ ବଛା ହୋଇଥିଲେ ।

ଏହା ପରେ ୧୯୬୪ ମଶିହାରେ ତାଙ୍କର ଦୁଇ ଭାବି ଛାତ୍ରପାଲ ସିଂ ଓ ଅଜୟ ସିଂ ମଧ୍ୟ ଏହା କୁ ପାସ କରିଥିଲେ । ଏହା ପରେ ତାଙ୍କ ସାନ ଭାଇ ୧୯୬୮ ମସିହାରେ ଉତ୍ତିର୍ଣ ହୋଇ ଥିଲେ । ତେବେ ଏହି ଏତିହାସ ଦେଖିଲେ ଜଣା ପଡୁଛି କି ଏହି ଗାଁ ର ଛାତ୍ର ଛାତ୍ରୀ ମାନେ ପ୍ରଶାସନ ଅଧିକାରୀ ହେବା ପାଇଁ ଖୁବ ଆଗ୍ରହୀ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *