ଟପ 7ଟି ଯୋଡି ଯେଉଁମାନେ ରିଲ ଲାଇଫ ରୁ ରିୟଲ ଲାଇଫରେ ଏକାଠି ହୋଇଛନ୍ତି

ଚଳଚିତ୍ର ବା ଅଭିନୟ ଦୁନିଆ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ କିନ୍ତୁ ଏଠି କେତେ ପରିଶ୍ରମ ପରେ ସଫଳତା ପ୍ରାପ୍ତ ହୋଇଥାଏ ତାହା କେବଳ ପରିଶ୍ରମ କରୁଥିବା ଲୋକ ଜାଣିଥାନ୍ତି, ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଡି ବିଷୟରେ କହିବାକୁ ଯାଉଛୁ ଯିଏ ରିଲ ଲାଇଫ ରୁ ରିଅଲ ଲାଇଫରେ ଏକାଠି ହୋଇଥିଲେ । ଦର୍ଶକ ମାନଙ୍କୁ ଏହି ଯୋଡି ରିଲ ଲାଇଫରେ ବହୁତ ପସନ୍ଦ ଥିଲା ଓ ରିଅଲ ଲାଇଫରେ ଏହି ଯୋଡିମାନଙ୍କୁ ଦେଖିଲା ପରେ ଦର୍ଶକ ମାନେ ବହୁତ ଖୁସି ହୋଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଯୋଡିମାନଙ୍କୁ ବିଷୟରେ ।

Image Courtesy: Google

୧. ମେଘନା ଓ ଚନ୍ଦନ :

ମେଘନା ଓ ଚନ୍ଦନ ଦୁହେଁ ସିରିଏଲ କଥା କହିଲେ ସାହି ହବନିରେ ଏକାଠି କାମ କରୁଥିଲେ ଓ ସିରିଏଲରେ ଦୁହେଁ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଥିଲେ ତେବେ ଏହି ସିରିଏଲ ମାଧ୍ୟମରେ ଦୁହେଁ ଦେଖା ହେଲେ ଓ ଦୁହିଙ୍କୁ ଭଲ ପାଇବା ହେଲା ଏହି ସିରିଏଲ ସମାପ୍ତ ହେଲା ପରେ ଦୁହେଁ ବିବାହ କରିଥିଲେ ଓ ଅଭିନୟ ଦୁନିଆ ଠାରୁ ଦୁହେଁ ବହୁତ ଦୂରେଇ ଯାଇଛନ୍ତି ତାଙ୍କର ଗୋଟେ ଝିଅ ଅଛନ୍ତି ଓ ଦୁହେଁ ନିଜ ଲାଇଫରେ ବହୁତ ଖୁସି ଅଛନ୍ତି ।

Image Courtesy: Google

୨. ଆଦି ଓ ଭକ୍ତି :

ଆଦି ଓ ଭକ୍ତି ଏହି ଦୁହିଙ୍କୁ ଆପଣ ତୁ ମୋ ଜୀବନ ସାଥି ସିରିଏଲରେ ଅଭିନୟ କରିଥିବାର ଦେଖିଛନ୍ତି । ଏହି ଦୁହିଙ୍କ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଦୁହେଁ ଏହା ପରେ ବିବାହ କରିଥିଲେ ଓ ବହୁତ ଖୁସିରେ ଜୀବନ ବଞ୍ଚୁଛନ୍ତି ।

୩. ରୁଦ୍ର ଓ ଜିନା :

ରୁଦ୍ର ଓ ଜିନା ଗୋଟେ ସିରିଏଲ ଜୀବନସାଥୀରେ ଦେଖା ହୋଇଥିଲେ ଯାହା ପରେ ଦୁହେଁ ପରସ୍ପର କୁ ପସନ୍ଦ କରି ବିବାହ କରିଥିଲେ ।

Image Courtesy: Google

୪. ଏନି ଓ ସୁବାସିସ :

ଆପଣ ସୁବାସିସ ବା ମାଣ୍ଟୁକୁ ଦୂର୍ଗା ସିରିଏଲରେ ମୁଖ୍ୟ ଅଭିନେତା ଅଭିନୟ କରୁଛନ୍ତି ଓ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଛି ତେବେ ଏନି ମଧ୍ୟ ବହୁତ ସିରିଏଲରେ କାମ କଋଛନ୍ତି । ଦୁହେଁ ବହୁତ ଖୁସିରେ ଅଛନ୍ତି ଓ ଭଲ ପାଇ ବିବାହ କରିଛନ୍ତି ।

Image Courtesy: Google

୫. ସୁଭାସିସ ଓ ପୁଷ୍ପାଞ୍ଜଳି :

ଏହି ଦୁଇ ଜଣ ବଡ ଘର ବଡ ଗୁମ ର କଥାରେ ଏକାଠି ମୁଖ୍ୟ ଅଭିନେତା ଅଭିନେତ୍ରୀ ରୂପରେ କାମ କରିଥିଲେ । ଦୁହେଁ ଏହି ଶିରେଲ ପରେ ବିବାହ କରିଥିଲେ ତେବେ ବର୍ତମାନରେ ସୁବାସିସ ଯାତ୍ରା ଦୁନିଆରେ ନିଜ କାମାଲ ଦେଖାଉଛନ୍ତି ଓ ପୁଷ୍ପାଞ୍ଜଳି ଆଉଥରେ ସିରିଏଲ ଦୁନିଆକୁ ଫେରିବା ଚେଷ୍ଟାରେ ଅଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *