କେବଳ ଗୋଟିଏ ଦିନ କରନ୍ତୁ ଏମିତି, ପେଟ ହୋଇଯିବ ପୁରା ସଫା- Health Tips

ବନ୍ଧୁଗଣ ୧୦୦% ରୁ କେବଳ ୫% ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଧ୍ୟାନ ଦେଇଥାନ୍ତି । ବନ୍ଧୁଗଣ ସ୍ୱାସ୍ଥ୍ୟ ଏକ ଏମିତି ମୂଲ୍ଯବାନ ସମ୍ପଦ ଅଟେ ଯାହାର ଯତ୍ନ ନେବା ବହୁତ ଆବଶ୍ୟକ ହୋଇଥାଏ । କାରଣ ଯଦି ମନୁଷ୍ୟର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ ତେବେ ତାହାର କୌଣସି କାମରେ ମନ ଲାଗିବା ନାହିଁ । ଏହା ଫଳରେ ନାନା ପ୍ରକାରର ସମସ୍ଯା ମାନ ଉପୁଜିବ । ଆଜିଭଳି ଦିନରେ ୯୫% ବ୍ୟକ୍ତି ପେଟ ସମସ୍ଯା ଭଳି ସମସ୍ୟାରେ ଜଡିତ ଅଛନ୍ତି । ଏହି ସବୁର କାରଣ ହେଉଛି ନୀତିଦିନ ବଦଳୁଥିବା ଲାଇଫ ଷ୍ଟାଇଲ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଯଦି ପେଟ ସମସ୍ଯା ବାରମ୍ବାର ହେଉଥାଏ ତେବେ କେଉଁ ଉପାୟ କରିବା ଆବଶ୍ୟକ ।

ବନ୍ଧୁଗଣ ଆଜିଭଳି ଦିନରେ ସମସ୍ତେ ବ୍ୟସ୍ତତା ମଧ୍ୟରେ ନିଜର ଜୀବନ ଅତିବାହିତ କରୁଛନ୍ତି । ଏହା ଫଳରେ ନିଜର ଖାଦ୍ୟ-ପେୟରେ କେହି ମଧ୍ୟ ଧ୍ୟାନ ଦେଉ ନାହାନ୍ତି । ବନ୍ଧୁଗଣ ଆଜିକାଲି ବହୁତ ଖାଦ୍ଯ ପଦାର୍ଥରେ ଅପମିଶ୍ରଣ ହେଉଛି ଏହା ଫଳରେ ପେଟ ସମସ୍ଯା ଅଧିକ ମାତ୍ରାରେ ବୃଦ୍ଧି ହୋଇଛି । ବନ୍ଧୁଗଣ ମନୁଷ୍ୟ ନିଜ ଜୀବନରେ କେତେ ସମ୍ଭାଳି ବାଟ ଚାଲିବ । କେଉଁ ନା କେଉଁ ମାଧ୍ୟମରୁ ରୋଗ ହେବା ସୁନିଶ୍ଚିତ । ବନ୍ଧୁଗଣ ଆମକୁ ଧ୍ୟାନ ରଖିବାକୁ ହେବ ଯେ ଅପରିଷ୍କାରତା ଆମ ଶରୀରରେ ନ ରହୁ ।

ଏଥିପାଇଁ ସପ୍ତାହରେ ୨ ରୁ ୩ ଥର ନିଜ ପେଟର ସଫା କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆୟୁର୍ବେଦରେ ଅପରିଷ୍କାର ପଦାର୍ଥ ନିଷ୍କାସିତ କରିବାର ବହୁତ ପଦ୍ଧତି କୁହାଯାଇଛି । ଏହି ଉପାୟ କାହାଠାରୁ ପଚାରି କରାଯାଇଥାଏ କିମ୍ବା ନିଜ ଘରେ ଏହାକୁ ଆପଣ କରିପାରିବେ । ବନ୍ଧୁଗଣ ଏବେ ଆପଣଙ୍କୁ ଆମେ କିଛି ଅଦଦ୍ଭୂତ ଉପାୟ କହିବାକୁ ଯାଉଛୁ, ଏହା ଫଳରେ ଆପଣ ନିଜ ପେଟ ଘରେ ୨ରୁ୩ ଥର ସଫା କରି ପାରିବେ । ବନ୍ଧୁଗଣ ଏହି ଉପାୟଟି ୧୦୦୦ ଲୋକଙ୍କ ଉପରେ ପ୍ରୟୋଗ କରାଯାଇ ସାରିଲାଣି ।

ଏହି ଉପାୟଟି ହେଉଛି “ତ୍ରିଫଳା ୟୋଗ” ଯାହାକୁ ବନାଇବା ଏବଂ ତିଆରି କରିବା ବହୁତ ସହଜ ହୋଇଥାଏ । ଅଧିକାଂଶ ଲୋକ ଏହାର ଲାଭ ଉଠାଇ ପାରନ୍ତି ନାହିଁ । କାରଣ ଆୟୁର୍ବେଦରେ ସବୁ ଜିନିଷ ଖାଇବାର ଏତେ ସହଜ ହୋଇନଥାଏ । ବହୁତ ଆୟୁର୍ବେଦ ଔଷଧ ଅଧିକ କଡା ଅଥବା ପିତା ହୋଇଥାଏ । ଏଣୁ ସହଜରେ ଏହାକୁ କେହି ସେବନ କରି ପାରନ୍ତି ନାହିଁ । ବନ୍ଧୁଗଣ ତ୍ରିଫଳା ଖାଇବା ଦ୍ଵାରା ଆପଣଙ୍କ ବହୁତ ଉପକାର ହୋଇଥାଏ । ବନ୍ଧୁଗଣ ଏହାକୁ ଖାଇବାର ପଦ୍ଧତି ମଧ୍ୟ ରହିଅଛି ।

ଉଚିତ ପଦ୍ଧତିରେ ଏହାକୁ ଖାଇଲେ ଆପଣଙ୍କର ବହୁତ ଉପକାର ହୋଇଥାଏ । ଏହାକୁ ପଣି ସାହାଯ୍ୟରେ ଆପଣ ସେବନ କରିପାରିବେ । ମାତ୍ର ଏହାକୁ ଘରେ ତିଆରି କରି ପାରୁଥିବାର ଉଚିତ ପ୍ରଣାଳୀ ଆସୁଥିବା ଦରକାର । ଏହା ସହିତ ଆପଣ ନୀତିଦିନ ସକାଳେ ଏବଂ ରାତିରେ ତ୍ରିଫଳା କୁ ସେବନ କରନ୍ତୁ ଆପଣଙ୍କର ବହୁତ ଉପକାର ହେବ ଏହା ଦ୍ଵାରା । ବନ୍ଧୁଗଣ ଆପଣଙ୍କୁ ଏହି ବିଷୟ ବସ୍ତୁଟି ଭଲ ଲାଗିଲେ ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ ।

Leave a Reply

Your email address will not be published. Required fields are marked *