ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଭାରତର ଛୋଟ ତାଜମହଲ କେଉଁ ମହଲକୁ କୁହାଯାଏ ?
ଉତ୍ତର- ବିବି କା ମକବାରା
୨- କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦେଇଥାଏ ?
ଉତ୍ତର- ଚିଲି
୩- ଭାରତର ସବୁଠାରୁ ଅଧିକ କେଉଁ ଆପର ବ୍ୟବହାର କାରାଯାଏ ?
ଉତ୍ତର- ୱ୍ହାଟସପ
୪- ଦୁନିଆରେ ସବୁଠାରୁ ଅଧିକ ପୁସ୍ତକାଳୟ କେଉଁ ଦେଶରେ ଅଛି ?
ଉତ୍ତର- ଭାରତ
୫- ପୃଥୁବୀ ସୂର୍ଯ୍ୟ ଠାରୁ ଅଧିକ ଦୂର କେଉଁ ତାରିଖରେ ରହିଥାଏ ?
ଉତ୍ତର- ଜୁଲାଇ ୪
୬- ଦୁନିଆର କେଉଁ ଦେଶରେ ଲୋକେ ଅଧିକ ପାଠ ପଢିଥାନ୍ତି ?
ଉତ୍ତର- କାନାଡା
୭- ବିଶ୍ଵର ସବୁଠାରୁ ଛୋଟ ମାଛର ନାମ କଣ ?
ଉତ୍ତର- ଅର୍ଥୱାର୍କ ଗୋବୀ
୮- କେଉଁ ଗଛର କାଠ ସୁନା ଠାରୁ ଅଧିକ ମଗଙ୍ଗା ହୋଇଥାଏ ?
ଉତ୍ତର- ଲାଲ ଚନ୍ଦନ କାଠ
୯- ଭାରତର କେଉଁ ବ୍ୟକ୍ତିଙ୍କର ପିତା, ପୁତ୍ର ଓ ସେ ନିଜେ ଭାରତର ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି ?
ଉତ୍ତର- ଇନ୍ଦିରା ଗାନ୍ଧୀ
୧୦- ଦୁନିଆର କେଉଁ ଦେଶରେ ସମୁଦାୟ ୩ଟି ରାଜଧାନୀ ଅଛି ?
ଉତ୍ତର- ସାଉଥ ଆଫ୍ରିକା
୧୧- ଭାରତର ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଅବିବାହିତ ଥିଲେ ?
ଉତ୍ତର- ଅଟଳ ବିହାରୀ ବାଜପେୟୀ

୧୨- ଦୁନିଆର ସବୁଠାରୁ ଛୋଟ ଯୁଦ୍ଧ କେତେ ମିନିଟ ଯାଏଁ ଚାଲିଥିଲା ?
ଉତ୍ତର- ୩୮ରୁ ୪୫ ମିନିଟ
୧୩- କେଉଁ ଜୀବ ଗୋଟିଏ ସମୟରେ ଦୁଇଟି ଅଲଗା ଅଲଗା ସ୍ଥାନ ଦେଖିପାରେ ?
ଉତ୍ତର- ଗିରଗୀଟ
୧୪- ଭାରତରେ ପ୍ରଥମେ ସୂର୍ଯ୍ୟ ଉଦୟ କେଉଁଠାରେ ହୋଇଥାଏ ?
ଉତ୍ତର- ହିମାଚଳ ପ୍ରଦେଶ
୧୫- ଭାରତର କେଉଁ ରାଜ୍ୟ କେବେ ବି ଇଂରେଜ ମାନଙ୍କର ଗୁଲାମି ହୋଇ ନାହି ?
ଉତ୍ତର- ଗୋବା
୧୬- ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପାସୱାର୍ଡ କଣ ?
ଉତ୍ତର- ୧୨୩୪୫୬
୧୭- ଦୁନିଆର ସବୁଠାରୁ ମହଙ୍ଗା ଫଳର ନାମ କଣ ?
ଉତ୍ତର- ଯୁବରୀ ଖରଗୁଜା
୧୮- ଦୁନିଆରେ ସବୁଠାରୁ ତୀବ୍ର ଗତି କେଉଁ ଜିନିଷର ଅଛି ?
ଉତ୍ତର- ପ୍ରକାଶ
୧୯- ଏମିତି କେଉଁ ଜୀବ ଅଛି ଯିଏ ୬ ଦିନ ଯାଏଁ ନିଜ ନିଶ୍ବାସକୁ ରୋକିପାରେ ?
ଉତ୍ତର- ବିଛା
୨୦- ଦୁନିଆର ପ୍ରଥମ ୱେବ ସାଇଟର ନାମ କଣ ?
ଉତ୍ତର- info.cern.ch
୨୧- ଏମିତି କେଉଁ ପକ୍ଷୀ ଆକାଶରେ ଉଡିପାରେ କିନ୍ତୁ ମାଟିରେ ଚାଲିପାରେ ନାହି ?
ଉତ୍ତର- ହାମିଙ୍ଗ ବାର୍ଡ
୨୨- ନାଲି ଘୋଡା ରହିଯାଏ, କଳା ଘୋଡା ଦୌଡିଥାଏ, କୁହ ଏହି ଢଗର ଅର୍ଥ କଣ ?
ଉତ୍ତର- ଧୂଆଁ

୨୩- ଖୁସବୁ ଅଛି କିନ୍ତୁ ଗୋଲାପ ନୁହେଁ, ରଙ୍ଗୀନ ଅଛି କିନ୍ତୁ ମଦ ନୁହେଁ, ସୁଗନ୍ଧ ଅଛି କିନ୍ତୁ ପ୍ରେମପତ୍ର ନୁହେଁ, ବିଷ ଅଛି କିନ୍ତୁ ଗୋଲାପ ନୁହେଁ ତାହା କଣ ?
ଉତ୍ତର- ଇତ୍ର
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
