Interesting GK Questions – ଏମିତି କଣ ଜିନିଷ ଅଛି ଯାହା ପୁରା ମାସରେ ୪-୫ ଥର ଆସେ ଓ ୨୪ ଘଣ୍ଟା ପୁରା ହେବା ପରେ ଚାଲିଯାଏ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ମୁମ୍ବାଇର ତାଜ ହୋଟେଲର ମାଲିକର ନାମ କଣ ?

ଉତ୍ତର- ଜାମସେଦଜି ଟାଟା

୨- ଭାରତର କେଉଁ ପ୍ରଧାନମନ୍ତ୍ରୀ ବିବାହ କରି ନାହାନ୍ତି ?

ଉତ୍ତର- ମନମୋହନ ସିଂ

୩- ଦୁନିଆର ସବୁଠାରୁ ଅଧିକ ବିଦ୍ୟାଳୟ କେଉଁଠାରେ ଅଛି ?

ଉତ୍ତର- ଭାରତ

୪- ଭାରତ ଦେଶରେ ଦେଶ କୋଡ ଓ କ୍ଷେତ୍ର କୋଡ କଣ ?

ଉତ୍ତର- +୯୧

୫- ବରଫରେ ତିଆରି ଘରକୁ କଣ କୁହାଯାଏ ?

ଉତ୍ତର- ଇଗଲୁ

୬- ଦୁନିଆର କେଉଁ ଦେଶରେ ଅଧିକ ସୁଧ ପାଣି ମିଳିଥାଏ ?

ଉତ୍ତର- ଡେନ୍ମାର୍କ

୭- କେଉଁ ଭାରତୀୟ ବ୍ଯାଙ୍କରେ ଅଧିକ ଶାଖା ରହିଛି ?

ଉତ୍ତର- ଭାରତୀୟ ଷ୍ଟେଟ ବ୍ଯାଙ୍କ

୮- ଏମିତି କଣ ଖାଇବା ଜିନିଷ ଅଛି ଯାହାର ବ୍ୟବାହାର କରିବା ପୂର୍ବରୁ ତାହା ଭଙ୍ଗାଯାଏ ?

ଉତ୍ତର- ଅଣ୍ଡା ବା ନଡିଆ

୯- ଭାରତର ସବୁଠାରୁ ଧନୀ ରାଜ୍ଯର ନାମ କଣ ?

ଉତ୍ତର- ମହାରାଷ୍ଟ୍ର

୧୦- ୩ ଜଣ ଲୋକ ନଦୀରେ ସ୍ନାନ କରିବାକୁ ଗଲେ କିନ୍ତୁ ଯେବେ ବାହାରୁ ଆସିଲେ ତେବେ ୨ ଜଣଙ୍କର କେଶ ଓଦା ଥିଲା କିନ୍ତୁ ୩ୟ ଲୋକର ଓଦା ନ ଥିଲା କେମିତି କୁହ ?

ଉତ୍ତର- ତୃତୀୟ ଲୋକର ମୁଣ୍ଡରେ କେଶ ନ ଥିଲା

୧୧- କେଉଁ ଫଳକୁ ଖାଇଲେ ଲାମ୍ବା ଅଧିକ ବଢିଥାଏ ?

ଉତ୍ତର- ସିଟରସ

୧୨- ଦୁନିଆର ସବୁଠାରୁ ଲମ୍ବା ଘାସ କଣ ?

ଉତ୍ତର- ବାଂଶ

୧୩- ଦୁନିଆର ଏମିତି କେଉଁ ଜୀବ ଅଛି ଯିଏ ବହୁତ ରାଗି ହୋଇଥାଏ ?

ଉତ୍ତର- ସିଂହ

୧୪- ଦୁନିଆର ସବୁଠାରୁ ମହଙ୍ଗା ଚାହାର ନାମ କଣ ?

ଉତ୍ତର- ଦ ହଙ୍ଗ ପାଓ ଟି

୧୫- କେଉଁ ଦେଶରେ ମାଛ ମାନଙ୍କର ବର୍ଷା ହୋଇଥାଏ ?

ଉତ୍ତର- ହେଦୁରସ

୧୬- ଗାଡିର ଚକର ଆବିଷ୍କାର କେଉଁ ସ୍ଥାନରେ ହୋଇଥିଲା ?

ଉତ୍ତର- ନବପାଷାଣ କାଳରେ

୧୭- ହୱାଇ ଜାହାଜରେ ଫୋନରେ କଣ ନ କରିଲେ ଆପଣଙ୍କ ଠାରୁ ଲକ୍ଷ ଟଙ୍କା ଆଦାୟ କରି ହୁଏ ?

ଉତ୍ତର- ଫ୍ଲାଇଟ ମୋଡ

୧୮- ପହଲିବାନଙ୍କର କାନର ହାଡ କଣ ପାଇଁ ଭାଙ୍ଗି ଦିଆଯାଏ ?

ଉତ୍ତର- ଲଢେଇ ସମୟରେ ନିଜେ ଭାଙ୍ଗିଯାଏ

୧୯- ଭାରତର ଦିତୀୟ ସବୁଠାରୁ ଧନୀ ବ୍ୟକ୍ତି କିଏ ?

ଉତ୍ତର- ହିନ୍ଦୁଜା ବରଦାର

୨୦- ଭାରତରେ ପ୍ରଥମ ବିସ୍କୁଟର ନିର୍ମାଣ କିଏ କରିଥିଲେ ?

ଉତ୍ତର- ପାର୍ଲେ ଜି

୨୧- ଏସିୟାର ସବୁଠାରୁ ବଡ ଓ ନମ୍ବର ୱାନ ୟୁଟୁବର ନାମ କଣ ?

ଉତ୍ତର- କେରିମ୍ୟାନେଟି

୨୨- ପେଟ୍ରୋଲ ପମ୍ପରେ ମୋବାଇଲ ଫୋନ ବ୍ୟଭର କାହିଁକି ମନା ହୋଇଥାଏ ?

ଉତ୍ତର- ନିଆଁ ଲାଗିବାର ସମ୍ଭାବନା ଯୋଗୁ

୨୩- ଏମିତି କଣ ଜିନିଷ ଅଛି ଯାହା ପୁରା ମାସରେ ୪-୫ ଥର ଆସେ ଓ ୨୪ ଘଣ୍ଟା ପୁରା ହେବା ପରେ ଚାଲିଯାଏ ?

ଉତ୍ତର- ସପ୍ତାହର ଦିନ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *