Interesting Gk Questions – ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବ ଲୋକେ ଫୋପାଡି ଦେଇଥାନ୍ତି ଓ ଧନୀ ଲୋକେ ନିଜ ପକେଟରେ ରଖିଥାନ୍ତି ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କଣ ଅଛି ଯାହା ଶୁଖିବା ସମୟରେ ଓଦା ହୋଇଯାଏ ?

ଉତ୍ତର- ଟାୱେଲ

୨- ରାତିର ରାଣୀ, ଆଖିରୁ ଝରେ ପାଣି କୁହ ତାହା କଣ ?

ଉତ୍ତର- ମହମବତୀ

୩- ଏମିତି କଣ ଜିନିଷ ଅଛି ଝିଅ ଖାଇଥାଏ ଓ ପିନ୍ଧିଥାନ୍ତି ?

ଉତ୍ତର- ଲବଙ୍ଗ

୪- ଏମିତି କଣ ଜିନିଷ ଅଛି ଯାହା ଝିଅ ବିବାହ ପୂର୍ବରୁ ପିନ୍ଧି ପାରିବ ନାହି ?

ଉତ୍ତର- ମଙ୍ଗଳସୂତ୍ର

୫- ବିନା ଲାଇଟରେ ଏମିତି କଣ ଅଛି ଯାହା ଜଳିଥାଏ ଓ ବନ୍ଦ ହୋଇଥାଏ ?

ଉତ୍ତର- ଜୁଗୁନୁ

୬- ଯେତେ ଆପଣ ତା ଠାରୁ ବାହାର କରୁଥିବେ ତାହା ଅଧିକ ବାହାରୁଥିବା କୁହ ତାହା କଣ ?

ଉତ୍ତର- ଗାତ

୭- ବିଶ୍ଵର ପ୍ରଥମ ବିଶ୍ଵବିଦ୍ୟାଲାୟ ନାମ କଣ ?

ଉତ୍ତର- ତକ୍ଷଶିଳା

୮- ଏମିତି କେଉଁ ଗଛ ଅଛି ଯାହା ଉପରେ ଛାଡି ହେବ ନାହି ?

ଉତ୍ତର- କଦଳୀ ଗଛ

୯- ଦୁନିଆରେ ସବୁଠାରୁ ଅଧିକ ଡାକଘର କେଉଁଠାରେ ଅଛି ?

ଉତ୍ତର- ଭାରତ

୧୦- ଭାରତର ସବୁଠାରୁ ନିକଟତର ରାଜ୍ଯର ନାମ କଣ ?

ଉତ୍ତର- ଛତିଶଗଡ

୧୧- ଭଗବାନ ରାମ ତାଙ୍କର ପ୍ରଥମ ଦୀପାବଳି କେଉଁଠାରେ ପାଳନ କରିଥିଲେ ?

ଉତ୍ତର- ସମୁଦ୍ର

୧୨- ମାଉଣ୍ଟ ଏଭରେଷ୍ଟ ସନ୍ଧାନ ପୂର୍ବରୁ କେଉଁ ଉଚ୍ଚ ମାଉଣ୍ଟ ଥିଲା ?

ଉତ୍ତର- ମାଉଣ୍ଟ ଆବୁ

୧୩- ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିବା ବ୍ୟକ୍ତିଙ୍କ ନାମ କଣ ?

ଉତ୍ତର- ରାଧାନାଥ ସିକନ୍ଦର

୧୪- ଏସିଆର ସବୁଠାରୁ ବଡ ନଦୀର ନାମ କଣ ?

ଉତ୍ତର- ୟଙ୍କଚି

୧୫- ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?

ଉତ୍ତର- ୱିଲିୟମ ବେଣ୍ଟିକ

୧୬- ଭାରତର ପ୍ରଥମ ମହିଳା ଶାସିକା କିଏ ଥିଲେ ?

ଉତ୍ତର- ରାଜିୟା ସୁଲତାନ

୧୭- ରୁଷର ରାଷ୍ଟ୍ରୀୟ ଖେଳର ନାମ କଣ ?

ଉତ୍ତର- ଚେସ

୧୮- କେଉଁ ପ୍ରାଣୀ ଉଭୟ କ୍ଷୀର ଓ ଅଣ୍ଡା ଦେଇଥାଏ ?

ଉତ୍ତର- ପ୍ଲେଟିପଶ

୧୯- ଫାଶୀ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କଣ ପାଇଁ ଦିଆଯାଏ ?

ଉତ୍ତର- କାରଣ ଜେଲର ଅନ୍ୟ କାମ ଆରମ୍ଭ ହୋଇଥାଏ

୨୦- ଭାରତରେ କେଉଁ ରାଜ୍ଯରେ ରେଳ ଲାଇନ ଆସି ନାହି ?

ଉତ୍ତର- ମେଘାଳୟ

୨୧- କେଉଁ ଜିନିଷ ଅଛି ଯିଏ ପାଣି ପିଇଲେ ମରିଯାଏ ?

ଉତ୍ତର- ଶୋଷ

୨୨- କେଉଁ ଜୀବ ଅଛି ଯାହାର ମୁଣ୍ଡ ତାର ଶରୀର ଠାରୁ ବଡ ହୋଇଥାଏ ?

ଉତ୍ତର- ପିମ୍ପୁଡି

୨୩- ବିଶ୍ଵର ଛୋଟ ମହାଦ୍ଵୀପ କଣ ଅଟେ ?

ଉତ୍ତର- ଅଷ୍ଟ୍ରେଲିୟା

୨୪- କେଉଁ ଜିନିଷ ଅଛି ଯାହା ପୁରୁଷ ଲୁଚାଇଥାଏ ଓ ମହିଳା ଦେଖାଇ ଥାଏ ?

ଉତ୍ତର- ପର୍ସ

୨୫- କେଉଁ ଜବାବ ଅଛି ଯାହାର ଉତ୍ତର ଆମେ ଦେଇ ପାରିବୁ ନାହି ?

ଉତ୍ତର- କଣ ଆପଣ ମାରି ସାରିଛନ୍ତି

୨୬- କେଉଁ ପକ୍ଷୀକୁ ହାତ ଲଗାଇଲେ ମରିଯାଏ ?

ଉତ୍ତର- ତିଟୋନୀ

୨୭- ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବ ଲୋକେ ଫୋପାଡି ଦେଇଥାନ୍ତି ଓ ଧନୀ ଲୋକେ ନିଜ ପକେଟରେ ରଖିଥାନ୍ତି ?

ଉତ୍ତର- ସିଙ୍ଘାଣି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *