ଏମିତି କେଉଁ ଭାରତୀୟ ନୋଟ ଅଛି ଯେଉଁଥିରେ ଗାନ୍ଧୀଜୀଙ୍କ ଫୋଟୋ ନାହିଁ? କଣ ଆପଣ ଜାଣିଛନ୍ତି

ଯେବେଠୁ ଆମ ଯୁଗର ଲୋକ ଭାରତୀୟ ନୋଟ ଦେଖିଛନ୍ତି, ସେଥିରେ କେବଳ ଗାନ୍ଧୀଜୀଙ୍କ ଫୋଟୋ ଦେଖିଛନ୍ତି । କହିବାକୁ ଚାହୁଞ୍ଚୁକୀ ଦେଶର ନୋଟରେ ପ୍ରଥମ ଥର ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟୋ ଟଙ୍କା ଜନ୍ମଦିନ ଅବସରେ ମାନେ ଅକ୍ଟୋବର ୨ ତାରିଖରେ ପ୍ରକାଶିତ କରଯାଇଥିଲା । ଏହି ସୁଯୋଗ ସ୍ଵାଧିନତାର ୫୦ ବର୍ଷ ପରେ ଆସିଥିଲା, ଯେବେ ୧୦୦୦ ଟଙ୍କା ନୋଟରେ ଗାନ୍ଧୀଜୀଙ୍କ ଫୋଟୋ ପ୍ରକାଶିତ ହୋଇଥିଲା, କିନ୍ତୁ ଏହା ପୂର୍ବରୁ ନୋଟରେ ବିଶିଷ୍ଟ ସମ୍ରାଟଙ୍କ ଫୋଟୋ ଛପା ଯାଉଥିଲା ।

ଏବେ କଥା ଆସୁଛି ସେ କେଉଁ ଭାରତୀୟ ନୋଟ ଅଛି ଯେଉଁଥିରେ ଗାନ୍ଧୀଜୀଙ୍କର ଫୋଟୋ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯୬୯ ରେ ମହାତ୍ମା ଗାନ୍ଧୀ ନୋଟ ସିରିଜ ଜାରି କରିଥିଲା, ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । ଏହି ସମୟରେ ନୋଟର ସାଇଜ ଓ ରଙ୍ଗ ରୂପ ସବୁରେ ବଦଳିଛି ।

ଏହି ନୋଟରେ ଲାଗିଥିବା ଫୋଟ ଯେମିତିକି ସ୍ଵାଧୀନତା ପୂର୍ବରୁ ବ୍ରିଟିଶ ସମ୍ରାଟଙ୍କ ଫୋଟ ଓ ସ୍ଵାଧୀନତା ପରେ ଅଶୋକସ୍ତମ୍ବର ଫୋଟ, ଏହାର କିଛି ବର୍ଷ ପରେ ମହାତ୍ମା ଗାନ୍ଧୀଙ୍କ ଫୋଟ । ଭାରତ ସ୍ଵାଧୀନତା ପାଇଲା ପୂର୍ବରୁ ଭାରତୀୟ ନୋଟ ଉପରେ ବ୍ରିଟେନ ସମ୍ରାଟଙ୍କ ଫୋଟ ଲାଗୁଥିଲା । ଏହା ପରେ ଦେଶ ଯେବେ ସ୍ଵାଧୀନତା ପାଇଲା ସେବେ ତାର ଜାଗା ଅଶୋକ ଚିହ୍ନ ନେଇଥିଲା । ଏହାର କିଛି ସମୟ ପରେ ବର୍ଷ ୧୯୬୯ ରେ ପ୍ରଥମ ଥର ରିଜର୍ଭ ବ୍ୟାଙ୍କ ୧୦୦ ଟଙ୍କାର ନୋଟ ଜାରି କରିଥିଲା ଯେଉଁଥିରେ ସେବାଗ୍ରାମ  ଆଶ୍ରମରେ ବସିଥିବ ମହାତ୍ମା ଗାନ୍ଧୀଙ୍କୁ ଦେଖାଇଥିଲେ । କିନ୍ତୁ ନୋଟରେ ରାଷ୍ଟ୍ରାପିତଙ୍କ ଫୋଟ ନିୟମିତ ରୂପରେ ପ୍ରକାଶ କରିବାର କାମ ଏହାର କିଛି ସମୟ ୧୯୮୭ ରେ ଆରମ୍ଭ ହୋଇଥିଲା ।

ସ୍ଵାଧୀନତା ପରେ ବହୁତ ବାର ନୋଟରେ ବଦଳା ଯାଇଛି

ମହାତ୍ମା ଗାନ୍ଧୀଙ୍କ ଫୋଟ ପାଖାପାଖି ଦୁଇ ଦଶକରୁ ଅଧିକ ବେସୀ ସମୟରୁ ଗାନ୍ଧୀଜୀଙ୍କ ଫୋଟ ସବୁ ନୋଟରେ ରହିଛି । କିନ୍ତୁ ଏହା ଭିତରେ ଏମିତି  ବହୁତ ନୋଟ ଆସିଛି ଯାହା ଉପରେ ମହାତ୍ମା ଗାନ୍ଧୀଙ୍କ ଫୋଟ ନାହିଁ । ଯେମିତିକି ୧ ତାଙ୍କର ନୋଟ, ୧୦ ତାଙ୍କର ନୋଟ । ଏହା ଭିତରେ ବହୁତ ବାର ନୋଟ ବଦଳିଛି । ୨୦୧୬ ରେ ୫୦୦ ଓ ୧୦୦୦ ଟଙ୍କିୟା ନୋଟ ବନ୍ଦ ହେଲାପରେ, ଯେଉଁ ୫୦୦ ଓ ୨୦୦୦ ନୋଟ ବାହାରି ଥିଲା ଏହା ପୁରୁଣା ନୋଟ ଭଳି ରଙ୍ଗ ଓ କେତେ ମାମଲାରେ ଅଲଗା ଥିଲା । କିନ୍ତୁ ଗୋଟେ ଜିନିଷ ଏହି ପୁରୁଣା ଓ ନୂଆ ନୋଟରେ ସାମାନ୍ୟ ଥିଲା ଓ ସମାନ ଥିଲା ।

Leave a Reply

Your email address will not be published. Required fields are marked *